ସ୍ୱାମୀଙ୍କ ସହ ମାଳଦୀପ ରେ ଛୁଟି କାଟୁଛନ୍ତି Jhillik, କରୁଛନ୍ତି ଫୁଲ ମସ୍ତି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଓଲିଉଡର ସବୁ କଳାକାର ମାନେ କୌଣସି ନା କୌଣସି କାରଣରୁ ଚର୍ଚାରେ ଆସି ଯାଉଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ସୋ-ସି-ଆ-ଲ ମି-ଡି-ଆ-ରେ ଅଧିକ ଛାଇ ରହୁଛନ୍ତି । କହିଦେଉଛୁ କି ଏହି ଅଭିନେତ୍ରୀ ମାନେ ନିଜର ଫିଲ୍ମ ଠାରୁ ଅଧିକ ନିଜର ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚାରେ ରହୁଛନ୍ତି । ଅନ୍ୟ ପଟେ ଏହି ଅଭିନେତ୍ରୀମାନଙ୍କର ଫ୍ୟାନମାନେ ବି ନିଜର ପ୍ରିୟ ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଇଚ୍ଛୁକ ରହୁଛନ୍ତି ।

ତେବେ ଆଜି ଆମେ କଥା ହେବା ଓଡ଼ିଆ ତଥା ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଙ୍କ ବିଷୟରେ । ତେବେ ଆମ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଆଜି ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଝିଲିକ ବହୁତ ଗୁଡିଏ ହିଟ ଫିଲ୍ମ ଆମ ଓଲିଉଡ ଜଗତକୁ ଭେଟି ଦେଇଛନ୍ତି ।

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଝିଲିକ ବିବାହ ବ-ନ୍ଧ-ନ ରେ ବା-ନ୍ଧି ହୋଇ ଏବେ ତାଙ୍କ ଶାଶୁ ଘରେ ଅଛନ୍ତି । ସେ ବିଧାୟକ ପ୍ରୀତିରଞ୍ଜନ ଙ୍କୁ ବିବାହ କରିଛନ୍ତି । ତେବେ ବିବାହ ପରେ ଶାଶୁ ଘରେ ବହୁତ ଖୁସିରେ ଥିବା ନଜର ଆସିଛନ୍ତି ଝିଲିକ । ଆପଣ ମାନେ ଜାଣିଥିବେ ଝିଲିକ ଜଣେ ବଙ୍ଗୀୟ ଅଭିନେତ୍ରୀ ହେଲେ ମଧ୍ୟ ସେ ତାଙ୍କ ଶାଶୁ ଘରେ ଓଡ଼ିଆ ବୋହୁ ଭଳି ସବୁ କାମ କରୁଛନ୍ତି ।

ଓଡ଼ିଆ ରୀତି ନୀତି ଅନୁସାରେ ସବୁ କିଛି କରୁଛନ୍ତି । ତେବେ ଝିଲିକ ସୋ-ସି-ଆ-ଲ ମି-ଡ଼ି-ଆ ରେ ମଧ୍ୟ ଖୁବ ଆକ୍ଟିଭ ରୁହନ୍ତି ଏବଂ ଲୋକ ମାନଂକୁ ନିଜ ଜୀଵନ ରେ ଘ-ଟୁ-ଥି-ବା ପ୍ରତ୍ୟେକ ମୁହୂର୍ତ୍ତ କୁ ସେ ସେ-ୟା-ର କରିଥାନ୍ତି । ତେବେ ବର୍ତ୍ତମାନ ସେ ନିଜର ଛୁଟି କୁ କିପରି ଉପଭୋଗ କରୁଛନ୍ତି ସେ ସବୁ ର ଫଟୋ ଏବଂ ଭିଡିଓ ସେ-ୟା-ର କରିଛନ୍ତି ।


ତେବେ କଥା ହେଲା କି ବର୍ତ୍ତମାନ ଝିଲିକ ନିଜ ସ୍ୱାମୀ ତଥା ବିଧାୟକ ପ୍ରୀତି ରଞ୍ଜନ ଙ୍କ ସହିତ ବର୍ତ୍ତମାନ ନିଜର ଛୁଟି କୁ ଅତିବାହିତ କରିବା ପାଇଁ ଯାଇଛନ୍ତି ମାଳଦ୍ଵୀପ । ତେବେ ସେଠାରେ ସେ ଖୁବ ମସ୍ତି ମଜା କରୁଛନ୍ତି ଏବଂ ଅନେକ ଫୋଟୋ ଏବଂ ଭିଡିଓ ମଧ୍ୟ ସେ-ୟା-ର କରୁଛନ୍ତି । ତା ସହ ବହୁତ ଖୁସି ମଧ୍ୟ ନଜର ଆସୁଛନ୍ତି ।

ସେ ନିଜର ଫ୍ଲାଇଟ ରେ ବସିବା ଠାରୁ ନେଇ ସମୁଦ୍ର ବୁଲିବା, ହୋଟେଲ ଦେଖେଇବା ତଥା ନିଜର ରୁମ ର ମଧ୍ୟ ଫୋଟୋ ଏବଂ ଭିଡ଼ିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଘୁ-ରି ବୁଲୁଛି । ତେବେ ଆମେ ପାର୍ଥନା କରୁଛୁ କି ଝିଲିକ ଏହି ଭଳି ଭାବରେ ନିଜର ଆଗାମୀ ଜୀଵନ କୁ ଖୁସି ରେ ଅତିବାହିତ କରନ୍ତୁ । ତେବେ ଆପଣ ଙ୍କୁ ଏହି ଖବର ଟି କିପରି ଲାଗିଲା ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *