ଦେଖନ୍ତୁ କେମିତି ବେଦି ଉପରେ ସ୍ବାମୀଙ୍କ ସହ ଝଗଡା କଲେ ହିରୋଇନ ତୁଳସୀ ଓରଫ Swetalina…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଆ ସିରିୟଲ ଅଭିନେତ୍ରୀ ଶ୍ଵେତଲୀନା ଭଟ୍ଟାଚାର୍ଜ୍ୟ । ବିବାହ ବେଦୀରେ ସ୍ଵାମୀ ଙ୍କ ସହିତ କୁସ୍ତି କରୁଥିବାର ନଜର ଆସିଛନ୍ତି ଶ୍ଵେତଲୀନା । ଆପଣ ମାନେ ପୂର୍ବରୁ ଶ୍ଵେତଲୀନାଙ୍କୁ ପୂର୍ବରୁ “ତୋ ଅଗଣାରେ ତୁଳସୀ” ସିରିୟଲରେ ସୁନ୍ଦର ଅଭିନୟ କରିଥିବାର ଦେଖିବା ପାଇଁ ପାଇଥିଲେ । ତେବେ ସିରିୟଲରେ ତାଙ୍କ ଅଭିନୟ କାରଣରୁ ସାରା ଓଡିଶାର ଲୋକେ ତାଙ୍କୁ ବହୁତ ଅଧିକ ଭଲପାଇବା ଦେଇଥିଲେ । ବର୍ତ୍ତମାନ ଶିବ ଙ୍କୁ ବିବାହ କରିଛନ୍ତି ଶ୍ଵେତଲୀନା ।

ଦୀର୍ଘ ଦିନ ଧରି ସେ ଶିବ ଙ୍କୁ ଭଲ ପାଇଥିଲେ । ଏହି ବିବାହରେ ଓଲିଉଡର ବହୁତ ସାରା ସେଲିବ୍ରେଟି ଯୋଗଦାନ କରିଥିଲେ । ସମସ୍ତେ ବହୁତ ମଜାମସ୍ତି କରିଥିବାର ନଜର ଆସିଥିଲେ । ଶ୍ଵେତଲୀନା ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ବର୍ତ୍ତମାନ ସେ ନିଜଶା ଶାଶୁଘରେ ରହୁଥିବାର ନଜର ଆସିଛନ୍ତି । ସେ ବର୍ତ୍ତମାନ ବିବାହ ପରେ ଓଲିଉଡ ଇଣ୍ଡଷ୍ଟ୍ରୀରେ କାମ କରିବେ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

ଗତ କିଛି ଦିନ ପୂର୍ବେ ଶ୍ଵେତଲୀନା ଏକ ନୂଆ ସିରିୟଲରେ ଅଭିନୟ କରୁଥିଲେ । ଏହି ସିରିୟଲରେ ଅଭିନୟ କରୁଥିବା ସମୟରେ ତାଙ୍କ ବିବାହ ପ୍ରସ୍ତାବ ଆସିଥିଲା । ଏହି କାରଣରୁ ସେ ସିରିୟଲ କୁ ଛାଡି ଦେଇଥିଲେ । ବର୍ତ୍ତମାନ ଶ୍ଵେତଲୀନା ଭଟ୍ଟାଚାର୍ଜ୍ୟ ବିବାହ କରି ସାରିଛନ୍ତି ।

ବାହାଘର ପରେ ଶ୍ଵେତଲୀନା ଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଶୁଭେଛା ଜଣାଇଛନ୍ତି । ନିଜ ବାହାଘରରେ ଶ୍ଵେତଲୀନା ବହୁତ ହସଖୁସି କରିଥିବାର ନଜର ଆସିଥିଲେ । ମେହେନ୍ଦି ରସମ ଏବଂ ହଳଦୀ ରସମ ରେ ସେ ଡ୍ୟାନ୍ସ କରିଥିବାର ନଜର ଆସିଥିଲେ । ତାଙ୍କ ସହିତ ଅନ୍ୟ ଅଭିନେତ୍ରୀ ମାନେ ମଧ୍ୟ ବହୁତ ଖୁସି ଥିଲେ । ବନ୍ଧୁ ଏବଂ ପରିବାରବର୍ଗ ଙ୍କ ଖୁସି କହିଲେ ନ ଚଳେ ।

ସମସ୍ତଙ୍କ ମଧ୍ୟରେ ଶ୍ଵେତଲୀନା ଅତି ନିକଟତର ବନ୍ଧୁ ଲିସା ବହୁତ ଖୁସି ଥିଲେ ସେ କହିଥିଲେ ଯେ ସିରିୟଲରେ ସେ ଶ୍ଵେତଲୀନା ଙ୍କ ସହିତ କାମ କରି ତାଙ୍କର ଅଧିକ ନିକଟତର ହୋଇଯାଇଛନ୍ତି । ତେବେ ବର୍ତ୍ତମାନ ଶ୍ଵେତଲୀନା ଶାଶୁଘରେ ଜୀବନଯାପନ କରିବାକୁ ଯାଉଥିଲେ ମଧ୍ୟ ଉଭୟଙ୍କ ବନ୍ଧୁତା ସେହିଭଳି ରହିବ । ଏହା ସହିତ ସେ କହିଛନ୍ତି ଯେ ଆଗାମୀ ଦାମ୍ପତ୍ୟ  ଜୀବନ ଉଭୟଙ୍କର ସୁଖମୟ ହେଉ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *