ସାମ୍ନାକୁ ଆସିଲା Swiggy ବୟ ଚିକୁଙ୍କୁ ପ୍ରେମିକାଙ୍କ ହାତଲେଖା ଚିଠି

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ବର୍ତ୍ତମାନ ଏକ ସ୍ୱିଗି ଡେଲିବରୀ ବୟ ଚିକୁ ଙ୍କ ଅ-ପ-ହ-ର-ଣ ଏବଂ ତାଙ୍କ ସ୍ତ୍ରୀ କୁ ପଠା ଯାଇଥିବା ଭଏସ ମେସେଜ ରେ ଛୁ-ରୀ ଭୁ-ଷା ଆଦି ଘ-ଟ-ଣା ସମ୍ପର୍କରେ । ତେବେ ଏହି ସବୁ ଥିଲା ନାଟକ ତେବେ ପୋଲିସ ଚିକୁ ଏବଂ ତାର ପ୍ରେମିକା କୁ ମଧ୍ୟପ୍ରଦେଶ ର ଏୟାରପୋର୍ଟ ରେ ଗି-ର-ଫ କରିଥିଲେ । ତେବେ ସେ ନିଜ ସ୍ତ୍ରୀ କୁ ମି-ଛ କହି ଏବଂ ଅ-ପ-ହ-ର-ଣ ର ବାହାନା କରି ନିଜ ନାବାଳିକା ପ୍ରେମିକା ଙ୍କ ସହ ଫେ-ରା-ର ହେବାର ଥିଲା ଏହା ଯୋଜନା । ପରେ ତାଙ୍କ ସ୍ତ୍ରୀ ପୋଲିସ ରେ ଅ-ଭି-ଯୋ-ଗ କରିଥିଲେ ।

ଖୋଜା ଖୋଜି ପରେ ବ୍ରିଜ ଉପରେ ତାଙ୍କର କିଛି ଜିନିଷ ମିଳିଥିଲା ତେବେ ପରେ ପୋଲିସ ତ-ଦ-ନ୍ତ କରିବା ପରେ ଜଣା ପଡିଥିଲା କି ଚିକୁନ ନିଜ ସ୍ତ୍ରୀ କୁ ମି-ଛ କହି ଅନ୍ୟ ଏକ ନାବାଳିକା ପ୍ରେମିକା ଙ୍କ ସହ ଫେ-ରା-ର ହୋଇ ଯାଇଛି । ପୋଲିସ ଦୁହିଁଙ୍କୁ ମଧ୍ୟପ୍ରଦେଶ ର ଏୟାର ପୋର୍ଟ ରେ ଗି-ର-ଫ କରିଥିଲେ । ତେବେ ଏହି ବିଷୟ ରେ ଯେତେବେଳେ ଚିକୁନ ର ସ୍ତ୍ରୀ କୁ ପଚରା ଯାଇଥିଲା ତେବେ ସେ ଏହି ବିଷୟ ରେ କିଛି ଜାଣି ନାହାଁନ୍ତି ବୋଲି କହିଥିଲେ ।

ତାଙ୍କ ଶାଶୂ ଘର ଲୋକ ମଧ୍ୟ ଏ ବିଷୟରେ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ଆ-ଇ-ନ ଯାହା ନିଷ୍ପତ୍ତି ନେବ ଏବଂ ମୋ ସ୍ୱାମୀ ମୋର ଯଦି ସେ ମୋ ସହ ନ ରହିବେ କିମ୍ବା ମୋତେ ରଖିବାକୁ ମନା କରିବେ ତେବେ ମୁଁ ତାଙ୍କ ନାମ ରେ ଧୋ-କା କରିବା ପାଇଁ କେ-ଶ କରିବେ । ଏହା ପରେ ଆଇନ ନିଜର ନିଷ୍ପତ୍ତି ନେବ । ତେବେ ମି-ଡ଼ି-ଆ ଆଗରେ ସେ ବହୁତ କାନ୍ଦି ଥିଲେ ଏବଂ ଆଉ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି ।

ତେବେ ଚିକୁନ ର ମାଆ ମଧ୍ୟ ନିଜ ପୁଅ ଏବଂ ବୋହୁ କୁ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି ଏବଂ ସେ ଝିଅ କିଏ ସେ ଜାଣି ନାହାଁନ୍ତି ବୋଲି ମଧ୍ୟ କହିଛନ୍ତି । ତେବେ ବର୍ତ୍ତମାନ ଦେଖିବାର ଅଛି କି ଚିକୁନ ନିଜର ବୟାନ ରେ କଣ କହୁଛି ଏବଂ ଆଗକୁ ତାର କଣ ପଦକ୍ଷେପ ନେଉଛି । ଏହା ଛଡା ପୋଲିସ ନିଜ ତ-ଦ-ନ୍ତ ରେ ଆଉ କଣ ତଥ୍ୟ କୁ ଅନୁଧ୍ୟାନ କରୁଛି ତାହା ମଧ୍ୟ ଦେଖିବାର ଅଛି । ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *