ସ୍ୱାମୀଙ୍କ ହୃଦୟର ରାଣୀ ହୋଇଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର ,ବନ୍ଧୁଗଣ ଯେବେ ବି କୋୖଣସି ଝିଅ ର ବିବାହ ବିଷୟରେ କୁହାଯାଇଥାଏ ସେତେବେଳେ ସର୍ବପ୍ରଥମେ ତା ମନରେ ପ୍ରଶ୍ନ ଉଠିଥାଏ କି କଣ ତା ସ୍ବାମୀ ତାକୁ ଭଲପାଇବ ? କଣ ସେ ତା ସ୍ଵାମୀ ଓ ତାଙ୍କ ପରିବାରର ସମସ୍ତ ଙ୍କ ହୃଦୟ ରେ ଏକ ନୂଆ ଜାଗା ବନେଇପାରିବ ? ତେବେ ଜ୍ୟୋତିଷ ଶାସ୍ତ୍ର ରେ ବିବାହ କୁ ନେଇକି କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ତନ୍ମଧ୍ୟରେ ଏହା ବିଷୟରେ ମଧ୍ୟ ଲେଖାଯାଇଛି ଯେ କେତେକ ନାମ ର ଝିଅ ଅଛନ୍ତି ଯିଏ ନିଜ ପତି ଙ୍କ ହୃଦୟ ରେ ରାଣୀ ପରି ରହିଥାନ୍ତି ଓ ତାଙ୍କ ପରିବାରର ମଧ୍ୟ ସମସ୍ତଙ୍କ ପ୍ରିୟ ହୋଇଥାନ୍ତି । ତେବେ ଚାଲନ୍ତୁ ଦେଖିବା କିଏ ସେହି ନାମ ର ଝିଅ ଅଟନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ “B” ଅକ୍ଷରରେ ଆରମ୍ଭ ହେଉଥିବା ନାମର ଝିଅ ମାନେ ବହୁତ ଭଲ ସ୍ଵାମୀ ପାଇବାରେ ସଫଳ ହୋଇଥାନ୍ତି । କାରଣ ଏହି ନାମ ର ଝିଅ ନିଜ ପରିବାର ଓ ପତିଙ୍କ ପ୍ରତି ନିଜକୁ ଉତ୍ସର୍ଗ କରିଥାନ୍ତି । ଏମାନେ ନିଜ ପତି ଙ୍କ ସମେତ ପରିବାର ର ଅନ୍ୟ ସଦସ୍ୟ ଙ୍କ କଥା ମଧ୍ୟ ବହୁତ ଭଲ ଭାବରେ ବୁଝିଥାନ୍ତି।ସମସ୍ତଙ୍କର ଯତ୍ନ ନେଇଥାନ୍ତି ।

ଏହି ନାମ ର ଝିଅ ମାନେ ସବୁ କ୍ଷେତ୍ରରେ ନିଜକୁ ସଫଳ କରିବା ପାଇଁ ଚେଷ୍ଟା କରିଥାନ୍ତି ଯାହା ଦ୍ୱାରା ସେ ସମସ୍ତଙ୍କୁ ସନ୍ତୁଷ୍ଟ କରି ପାରିଥାନ୍ତି । ଏମାନେ ନିଜର ଅଫିସ କାମ ସହିତ ଘର କାମ କୁ ମଧ୍ୟ ଅତି ନିଖୁଣ ଭାବରେ ତୁଲାଇଥାନ୍ତି । ତେଣୁ ସେ ନିଜ ପତି ଙ୍କ ହୃଦୟରେ ଘର କରି ପାରିଥାନ୍ତି ।

ବନ୍ଧୁଗଣ ଏହା ପରେ ଆସିଥାନ୍ତି “L” ନାମ ର ଝିଅମାନେ । ଏମାନେ ମଧ୍ୟ ନିଜ ପତିଙ୍କ ହୃଦୟ ରେ ଜାଗା ବନେଇବାରେ ସଫଳ ହୋଇଥାନ୍ତି । ଏମାନେ ବହୁତ ସ୍ୱଚ୍ଛ ହୃଦୟ ଏବଂ ସରଳ ବିଶ୍ୱାସୀ ପ୍ରକୃତିର ହୋଇଥାନ୍ତି । ଏମାନଙ୍କର ସ୍ଵଭାଵ ବହୁତ ଭଲ ଅଟେ । ଏମାନେ ନିଜ ଜୀବନ ସାଥି ଙ୍କ ପାଇଁ ସବୁକିଛି କରିଥାନ୍ତି  । ଏହି ନାମ ର ଝିଅ ମାନେ ସମସ୍ତଙ୍କୁ ବହୁତ ପ୍ରଭାବିତ କରିପାରିଥାନ୍ତି।ଏମାନେ ପ୍ରେମ ପାଇଁ ସବୁକିଛି କରିପାରନ୍ତି।ଏମାନଙ୍କର କିଛି ଖାସ ସ୍ଵଭାଵ ପାଇଁ ସେମାନେ ବହୁତ ଶୀଘ୍ର ଅତି ସହଜ ରେ ସମସ୍ତଙ୍କ ମନ ଜିଣି ପାରନ୍ତି।ଏମାନେ ନିଜ ସାଥି ଙ୍କ ବ୍ୟତୀତ ପରିବାର ର ସମସ୍ତ ସଦସ୍ୟଙ୍କ ଯତ୍ନ ନେଇଥାନ୍ତି ଓ ଭଲ ଆଚରଣ ପ୍ରଦର୍ଶନ କରିଥାନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ “N” ଅକ୍ଷରରେ ଆରମ୍ଭ ହେଉଥିବା ନାମ ର ଝିଅ ଖୁସି ମିଯାଜ ର ହୋଇଥାନ୍ତି।ଏମାନେ ବହୁତ ଶାନ୍ତ ଓ ସରଳ ସ୍ଵଭାଵ ର ହୋଇଥାନ୍ତି।ଏମାନେ ବହୁତ ନିରୀହ ହୋଇଥାନ୍ତି ଓ କୌଣସି ପ୍ରକାର ଚାଲାକି କରିନଥାନ୍ତି।ଏମାନେ ନିଜର କୋୖଣସି କଥା କୁ ନେଇ ମନ ରେ ଗର୍ବ କରିନଥାନ୍ତି।ଏହି ଭଳି ପ୍ରକୃତି ପାଇଁ ସେ ନିଜ ଜୀବନ ସାଥୀଙ୍କର ବହୁତ ପ୍ରିୟ ର ପାତ୍ର ହୋଇଥାନ୍ତି।ସେ ନିଜ ପତି ଙ୍କ ସହିତ ପରିବାରର ମଧ୍ୟ ବେଶ ଧ୍ୟାନ ରଖିଥାନ୍ତି।ସେ ନିଜ ସାଥି ଙ୍କୁ କେବେ ବି ଧୋକା ଦେବା ପାଇଁ ଚେଷ୍ଟା କରିନଥାନ୍ତି।ସେମାନେ ପତି ଙ୍କ ହୃଦୟ ର ରାଣୀ ପରି ରହିଥାନ୍ତି।

“P” ନାମ ର ଝିଅ ମାନେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି।ଏମାନେ ନିଜ ଆକର୍ଷିତ କାର୍ଯ୍ୟ ବଳ ରେ ନିଜର ପତି ଏବଂ ପରିବାର ସମସ୍ତ ଙ୍କ ର ପ୍ରିୟ ହୋଇଥାନ୍ତି।କହିବାକୁ ଗଲେ ଏହି ନାମ ର ଝିଅମାନେ ସମସ୍ତ ଙ୍କ ହୃଦୟରେ ରାଜ କରିଥାନ୍ତି ଏବଂ ସେହି ମାନସମ୍ମାନ ପାଇଥାନ୍ତି ଯାହାର ସିଏ ପ୍ରକୃତ ହକଦାର ହୋଇଥାନ୍ତି।ଏମାନେ ବହୁତ ଭଲ ଓ ଶାନ୍ତ ସ୍ଵଭାଵ ର ହୋଇଥାନ୍ତି।ଏମାନେ ନିଜ ପତି କୁ ବହୁତ ଭଲ ପାଇଥାନ୍ତି ଓ ସମସ୍ତ କାର୍ଯ୍ୟ ରେ ସମ୍ପୂର୍ଣ୍ଣ ସହଯୋଗ କରିଥାନ୍ତି।ଏହି ନାମ ର ଝିଅ ମାନେ ମଧ୍ୟ ନିଜ ପାତି ଙ୍କ ହୃଦୟ ରେ ରାଣୀ ପରି ରହିଥାନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *