Interesting Odia Gk- ସ୍ଵାମୀ ତା’ ସ୍ତ୍ରୀ ର କଣ ଦେଖିପାରେ ନାହିଁ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ

ବନ୍ଧୁଗଣ, ସାଧାରଣତଃ କିଛି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଆମ୍ଭେ ଜାଣିଥାଉ କିନ୍ତୁ ଆହୁରି ଏହିଭଳି ଅନେକ ପ୍ରଶ୍ନ ଉତ୍ତର ରହିଥାଏ ଯାହା ସମ୍ବନ୍ଧରେ ଆମ୍ଭେ ଜାଣିବାକୁ ଚେଷ୍ଟା କରି ନଥାଉ । ମାତ୍ର ଯଦି ସରକାରୀ ଚାକିରୀ ନିମନ୍ତେ ପ୍ରସ୍ତୁତ କରୁଥିଲେ ତାହା ଆପଣଙ୍କ ନିମନ୍ତେ ବହୁତ ଲାଭକାରୀ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- ଭାରତର ଜାତୀୟ ସଙ୍କେତ କଣ ?

ଉତ୍ତର;- ଅଶୋକ ଚକ୍ର ।

୨;- ସ୍କଟଲ୍ୟାଣ୍ଡର ଜାତୀୟ ସଙ୍କେତ କଣ ?

ଉତ୍ତର;- ଥିଲାଲ(ଏକ ପ୍ରକାର କଣ୍ଟା ଜାତୀୟ ଗଛ) ।

୩;- ସ୍ପେନର ଜାତୀୟ ସଙ୍କେତ କ’ଣ ?

ଉତ୍ତର;- ଇଗଲ ।

୪;- ରୁଷିଆର ଜାତୀୟ ସଙ୍କେତ କ’ଣ ?

ଉତ୍ତର;- ଦା’ ହାତୁଡି, ତାରା ।

୫;- ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସଙ୍କେତ କଣ ?

ଉତ୍ତର;- ସୁନାଦଣ୍ଡ ।

୬;- ମିଶରର ଜାତୀୟ ସଙ୍କେତ କଣ ?

ଉତ୍ତର;- ପଦ୍ମ ।

୭;- ଫ୍ରାନସର ଜାତୀୟ ସଙ୍କେତ କଣ ?

ଉତ୍ତର;- କଇଁଫୁଲ ।

୮;- ପାକିସ୍ଥାନର ଜାତୀୟ ସଙ୍କେତ କଣ ?

ଉତ୍ତର;- ଅର୍ଦ୍ଧଚନ୍ଦ୍ର ।

୯;- ପାରସ୍ୟର ଜାତୀୟ ସଙ୍କେତ କଣ ?

ଉତ୍ତର;- ରକ୍ତଗୋଲାପ ।

୧୦;- ଦକ୍ଷିଣ ଆଫ୍ରିକାର ଜାତୀୟ ସଙ୍କେତ କଣ ?

ଉତ୍ତର;- ସ୍ଵୀଙ୍ଗବକ ।

୧୧;- ଡେନମାର୍କ ଜାତୀୟ ସଙ୍କେତ କଣ ?

ଉତ୍ତର;- ବୁଡାଜାହାଜ ।

୧୨;- ଜର୍ମାନୀର ଜାତୀୟ ସଙ୍କେତ କ’ଣ ?

ଉତ୍ତର;- ଗହମ ଫୁଲ ।

୧୩;- ଚୀନର ଜାତୀୟ ସଙ୍କେତ କଣ ?

ଉତ୍ତର;- ନାରସିସ ।

୧୪;- କାନାଡାର ଜାତୀୟ ସଙ୍କେତ କଣ ?

ଉତ୍ତର;- ସୁଗାରଗେପଲ(ଏକ ପ୍ରକାର ଗଛ) ।

୧୫;- ଇଂଲଣ୍ଡର ଜାତୀୟ ସଙ୍କେତ କଣ ?

ଉତ୍ତର;- ଗୋଲାପ ।

୧୬;- ଅଷ୍ଟ୍ରେଲିଆର ଜାତୀୟ ସଙ୍କେତ କଣ ?

ଉତ୍ତର;- କଙ୍ଗାରୁ ।

୧୭;- କେଉଁ ଦେଶର ଜାତୀୟ ସଂଗୀତା ସର୍ବପୁରାତନ ?

ଉତ୍ତର;- ଜାପାନ ।

୧୮;- କିଭି କେଉଁ ଦେଶର ଜାତୀୟ ପଶୁ କଣ ?

ଉତ୍ତର;- ନିୟୁଜଲ୍ୟାଣ୍ଡ ।

୧୯;- ଆମ ଭାରତର ଜାତୀୟ ପତାକାକୁ କଣ କୁହନ୍ତି ?

ଉତ୍ତର;- ତ୍ରିରଙ୍ଗା ପତାକା ।

୨୦;- ରମ ଦେଶରେ ଜାତୀୟ ପଶୁ କଣ ?

ଉତ୍ତର;- ସିଓଲଫ ।

୨୧;- ସ୍ଵାମୀ ତା ସ୍ତ୍ରୀ ର କ’ଣ ଦେଖିପାରେ ନାହିଁ ?

ଉତ୍ତର;- ବିଧବା ବେଶ ।

୨୨;- ସରଗରୁ ଆସିଲେ ଭାଇ ଭଉଣୀ ଚୋବେଇ ବିରି ଗହୁଣୀ ?

ଉତ୍ତର;- ଚକି ଶୀଳ ।

୨୩;- ଚାରୋଟି ଅକ୍ଷରେ ନାମ ମୋହର, ଚାରୋଟି ଅକ୍ଷରେ ହର୍ଶଇ କାର, କହିଲା ଦେଖି ନାମ କଣ ?

ଉତ୍ତର;- ଝିଟିପିଟି । ବନ୍ଧୁଗଣ ଏହି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *