20 Interesting Gk Questions: ସ୍ଵାମୀ ସ୍ତ୍ରୀକୁ ଦିଏ କିନ୍ତୁ ସ୍ତ୍ରୀ ସ୍ଵାମୀକୁ ଦିଏ ନାହିଁ ତାହା କଣ ? କେବଳ ବୁଦ୍ଧିମାନ ହିଁ ଦେଇପାରିବେ ଉତ୍ତର !

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. କେଉଁ ମହାପୁରୁଷଙ୍କୁ ଭାରତ ରତ୍ନ ପ୍ରାପ୍ତ ହୋଇଛି ?

ଉତ୍ତର- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ

୨. ଇନ୍ଦ୍ରା ଗାନ୍ଧୀ କାହା ପରେ ଭାରତର ପ୍ରଧାନ ମନ୍ତ୍ରୀ ହୋଇଥିଲେ ?

ଉତ୍ତର- ଲାଲ ବାହାଦୁର ଶାସ୍ତ୍ରୀ

୩. ଦିଲ୍ଲୀର ପ୍ରଥମ ମହିଳା ଶାସିକା ରେଜିଆ ସୁଲତାନା କାହାର ଝିଅ ଥିଲେ ?

ଉତ୍ତର- ଇଲ୍ ତୁତମିଶ

୪. ବନ୍ଧୁଗଣ କେଉଁ କାରଣ ପାଇଁ ଉଦ୍ଭିଦର ରଙ୍ଗ ସବୁଜ ହୋଇଥାଏ ?

ଉତ୍ତର- କ୍ଳୋରୋଫିଲ

୫. ମଧ୍ୟ ପ୍ରଦେଶ ସହ କେଉଁ ସୀମା ଲାଗି ରହିଛି ?

ଉତ୍ତର- ମଧ୍ୟ ପ୍ରଦେଶ ସହ ବିଦର୍ଭ ଲାଗି ରହିଛି ।

୬. ଭାରତୀୟ ମୁଦ୍ରା ନୋଟର ଭାଷା ପ୍ୟାନେଲରେ ଉପରୁ ତଳକୁ ଦେଖିଲେ କେଉଁ ଭାଷା ପ୍ରଥମେ ଦେଖିବାକୁ ପାଇବେ ?

ଉତ୍ତର- ଭାରତୀୟ ମୁଦ୍ରା ନୋଟର ଭାଷା ପ୍ୟାନେଲରେ ଉପରୁ ତଳକୁ ଦେଖିଲେ ଆସାମୀ ଭାଷା ପ୍ରଥମେ ଦେଖିବାକୁ ମିଳେ ।

୭. ସଂସ୍କୃତ ବାକ୍ୟ ‘ଅତିଥି ଦେବୋ ଭବ’ ଯାହାର ଅର୍ଥ ‘ଅତିଥି ଭଗବାନ ଅଟନ୍ତି’ କେଉଁ ଉପବିଷଦରୁ ନିଆଯାଇଛି ?

ଉତ୍ତର- ତୈତ୍ତିରୀୟୋପନିଷଦ

୮. ରାଷ୍ଟ୍ରପତି ରାମନାଥ କୋବିଦ ୧୯୯୪ ଏବଂ ୨୦୦୬ ମସିହା ମଧ୍ୟରେ ରାଜ୍ୟସଭାର ସଦସ୍ୟ ରୂପେ କେଉଁ ରାଜ୍ୟର ପ୍ରତିନିଧିତ୍ଵ କରିଥିଲେ ?

ଉତ୍ତର- ଉତାର ପ୍ରଦେଶ

୯. ଲଙ୍କା ଯିବା ପାଇଁ ସେତୁବନ୍ଧ ବାନ୍ଧିବା ସମୟରେ ଭଗବାନ ରାମଚନ୍ଦ୍ର ଯେଉଁ ଶିବଲିଙ୍ଗ ସ୍ଥାପନା କରିଥିଲେ, ତାହାର ନାମ କଣ ଅଟେ ?

ଉତ୍ତର- ରାମେଶ୍ଵରମ


୧୦. ଭାରତୀୟ ଶଶସ୍ତ୍ର ବଳ ଦ୍ଵାରା ଉପଯୋଗ କରାଯାଉଥିବା ଅପାଚେ, ଚିନୁକ, ଧୂବ୍, ଚେତକ ଏବଂ ଚୀତା ଏଗୁଡିକ କାହାର ପ୍ରକାର ଅଟନ୍ତି ?

ଉତ୍ତର- ହେଲିକପ୍ଟର

୧୧. ବିଶ୍ଵର ସର୍ବ ପ୍ରଥମ ପରମାଣୁ ସଞ୍ଚାଳିତ ବୁଡାଜାହାଜର ନାମ କଣ ?

ଉତ୍ତର- ନଟିଲଶ

୧୨. କେଉଁ ଦେଶ ପଶୁ ମାନଙ୍କ ପାଇଁ ବିଶ୍ଵର ପ୍ରଥମ କରୋନା-୧୯ ଟୀକା ଉଦ୍ଭାବନ କରିଥିବାର ଦାବି କରିଅଛି ?

ଉତ୍ତର- ଋଷ

୧୩. ସ୍ଵାମୀ ସ୍ତ୍ରୀକୁ ଦିଏ କିନ୍ତୁ ସ୍ତ୍ରୀ ସ୍ଵାମୀକୁ ଦିଏ ନାହିଁ ତାହା କଣ ?

ଉତ୍ତର- ସର୍ ନେମ ବା କୂଳନାମ

Leave a Reply

Your email address will not be published. Required fields are marked *