ରାସ୍ତା ମଝିରେ ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଚାଲିଲା ହାଇ ଭୋଲଟେଜ ଡ୍ରାମା, ସ୍ଵାମୀ ସ୍ତ୍ରୀଙ୍କ ବିଷୟରେ ଯାହା କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ପ୍ରାୟତଃ ପରିବାର କୁ ନେଇ ଅନେକ ଗୁଡିଏ ଘଟଣା ସାମ୍ନା କୁ ଆସିଥାଏ । ତେବେ ଅଧିକାଂଶ ଘଟଣା ସ୍ୱାମୀ ସ୍ତ୍ରୀ ର ଝଗଡା କୁ ନେଇ ଅନେକ ଘଟଣା ଦେଖିବାକୁ ମିଳିଥାଏ ତେବେ କେତେବେଳେ ସ୍ୱାମୀ ର ପ୍ରତାରଣା ରେ ସ୍ତ୍ରୀ ର ଅଭିଯୋଗ ତ କେତେବେଳେ ସ୍ତ୍ରୀ ର ହରକତ ରେ ସ୍ୱାମୀ ହଇରାଣ । ଏଭଳି ଅନେକ ଥର ଅନେକ ଘଟଣା ଦେଖିବାକୁ ମିଳିଥାଏ ହୁଏତ ସେ ଛୋଟ କଥା ପାଇଁ ହେଉ କିମ୍ବା କୌଣସି ଗୁରୁତ୍ୱ କଥା ତେବେ ସେହିଭଳି ଏକ ଘଟଣା ଆଜି ଘଟି ଯାଇଛି ।

ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରିବା । ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ସ୍ୱାମୀ ସ୍ତ୍ରୀ ଙ୍କ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳୁଛି । ତେବେ ସେହି ଭିଡିଓ ରେ ଦେଖିବାକୁ ମିଳୁଛି କି ସ୍ୱାମୀ ଦ୍ଵିତୀୟ ବିବାହ କରି ଦେଇଥିଲେ ଏବଂ ସ୍ତ୍ରୀ ତାଙ୍କ ନାମ ରେ ଅଭିଯୋଗ ଆଣିଥିଲେ ଏବଂ ନିଜ ପୁଅ କୁ ନେବା ପାଇଁ କହୁଥିଲେ ।

କିନ୍ତୁ ସ୍ୱାମୀ ନିଜ ପୁଅକୁ ଦେବା ପାଇଁ ମନା କରିଥିଲେ । ତେବେ ସ୍ତ୍ରୀ ଙ୍କ ଅଭିଯୋଗ ହେଲା ତାଙ୍କ ସ୍ୱାମୀ ମଅଦ,ଗଅଞ୍ଜେଏଇ ଏବଂ ନାରୀ ନିଇଶାଆ ରଖିଛନ୍ତି । ତେବେ ସେ ମଅଦ ପିଇ ମୋତେ ବହୁତ ମାଆରିଇଛନ୍ତି ମଧ୍ୟ । ଏହା ସହ ନାରୀ ମାନଂକୁ ରାତି ରାତି ଅଧରେ ଫୋନ କରି କଥା ମଧ୍ୟ ହୁଅନ୍ତି ।

ତେବେ ସ୍ୱାମୀ କିନ୍ତୁ ଏହା ସବୁ ମିଛ ବୋଲି କହିଛନ୍ତି ଏବଂ ରାଗିକି କହୁଛନ୍ତି କି ଚାନ୍ସ ମିଳିବ ଯଦି ଆହୁରି ମାଆରିଇବି । ତେବେ ସ୍ୱାମୀ ଙ୍କ ଅଭିଯୋଗ ତାଙ୍କ ସ୍ତ୍ରୀ ସବୁବେଳେ ଅଶାନ୍ତି କରନ୍ତି । ସବୁବେଳେ ଘରେ ଝଗଡା ଫୋପଡା ଫିଙ୍ଗା ଏବଂ ଛୋଟ ଛୋଟ କଥାରେ ପୋଲିସ ପାଖକୁ ଯିବା ଆଦି ଅଭ୍ୟାସ ତେବେ ମୁଁ ଡିଭୋର୍ସ ଫାଇଲ ମଧ୍ୟ କରିଥିଲି ତାଙ୍କୁ ବହୁତ ବୁଝେଇ ମଧ୍ୟ ଥିଲି କିନ୍ତୁ ସେ ବୁଝିବାକୁ ନାରାଜ ।

ତେବେ ସେଥିପାଇଁ ମୁଁ ତାଙ୍କୁ ମୋ ଜୀବନରୁ ଆଉଟ କରିବାକୁ ଚାହୁଁଛି । ମୋ ବାପା ମାଆ ବୁଢା ହୋଇଗଲେଣି ସେ ଘର କାମ କରି ମଧ୍ୟ ପାରୁ ନାହାଁନ୍ତି ତେବେ ସେଥିପାଇଁ ମୁଁ ଆଉ ଜଣଙ୍କୁ ବାହା ହୋଇଛି ଏବଂ ମୋର ମାନସିକ ଅବସ୍ଥା କୁ ପରିବର୍ତ୍ତନ ମଧ୍ୟ କରୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *