ପ୍ରେମ ନା ପାଗଳାମି ? ସ୍ତ୍ରୀର ଶବକୁ ପାଖରେ ରଖି 4 ଦିନ ବିତାଇଲେ ସ୍ଵାମୀ, କହିଲେ ସେ ଉଠିଲେ…ପୁରା Video ଦେଖିଲେ ଆପଣ କାନ୍ଦି ପକେଇବେ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ସବୁ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଘ-ଟି ଯାଉଛି । ଏହି ଡିଜିଟାଲ ଦୁନିଆରେ ଏହି ସବୁ ଘଟଣା ସୋ-ସି-ଆ-ଲ ମି-ଡି-ଆ-ରେ ଘୁରି ବୁଲୁଛି ଓ ବହୁତ ଚର୍ଚାରେ ରହୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଘ-ଟ-ଣା ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଘ-ଟ-ଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ବନ୍ଧୁଗଣ ପ୍ରତୀତି ବିଚ୍ଛେଦ ଯ-ନ୍ତ୍ର-ଣା-ଦା-ୟ-କ । ସୁରେଶ ଓ ସୁନିତାଙ୍କ କାହାଣୀ ବର୍ତ୍ତମାନ ଚର୍ଚାରେ ରହିଛି । ସୁନିତାଙ୍କ ଦେ-ହା-ନ୍ତ ପରେ ୪ ଦିନ ଯାଏଁ ସୁରେଶ ତାଙ୍କୁ ନିଜ ଘରେ ରଖିଥିଲେ । ମଝି ମଝିରେ ଖୁଆଇ ଦେଉଥିଲେ ଓ ପାଣି ପିଏଇ ଦେଉଥିଲେ । ସୁନିତା ସେମିତି ସୋଇ ରହୁଥିଲେ । ପତ୍ନୀ ସୁନିତାଙ୍କ ମୃ-ତ୍ୟୁ ପରେ ସୁରେଶ ତାଙ୍କୁ ୪ ଦିନ ଯାଏଁ ଘରେ ଏହି ପରି ରଖିଥିଲେ ।

ଯେତେବେଳେ ସୁନିତା ଶ-ବ ପା-ଲ-ଟି ଯାଇଥିଲେ ସେତେବେଳେ ସୁରେଶ ହିତାହତ ଜ୍ଞା-ନ ଭୁଲିଯାଇଥିଲେ । ସ୍ତ୍ରୀର ଶ-ବ-କୁ ସ-ତ୍କା-ର ନକରି ମ-ଲା ସ୍ତ୍ରୀ ସହ ସମୟ ବିତାଇ ଥିଲେ । କେତେବେଳେ ସୁଖ ଦୁଃଖ ହେଉଥିଲେ ତ କେତେବେଳେ ଖୁଆଇ ଦେଉଥିଲେ । ମିଡିଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ରୂପା ସାହିରେ ଘଟିଛି । ସ୍ତ୍ରୀକୁ ହରାଇ ମା-ନ-ସି-କ ଭା-ର-ସା-ମ୍ୟ ହରାଇ ବସିଥିଲେ ସୁରେଶ ।

ଯେତେ ନିଜର ହେଲେ ବି କଣ ମ-ଲା ମଣିଷ ପାଖରେ କିଏ ରହିପାରେ । ପାଖ ପଡିଶାଙ୍କ ଠାରୁ ଖବର ପାଇବା ପରେ ପୋଲିସ ଏହି ପ୍ରଶ୍ନର ଉତ୍ତର ଖୋଜୁଛି । ସୁନିତା ଥିଲେ ସୁରେଶଙ୍କ ଦ୍ଵିତୀୟ ପତ୍ନୀ । ଉଭୟ ମ-ଦ୍ୟ-ପ ଥିଲେ ଓ ଉଭୟଙ୍କ ମଧ୍ୟରେ ପ୍ରତିଦିନ କଳି ଝ-ଗ-ଡା ଲାଗି ରହୁଥିଲା । ହେଲେ ମୃ-ତ୍ୟୁ ପରେ ଭଲ ପାଇବା ପ୍ରେମ ନା ପାଗଳାମି ।

Leave a Reply

Your email address will not be published. Required fields are marked *