ଝଗଡା ପରେ କାହିଁକି ଅଧିକ ଶାରୀରିକ ସମ୍ବନ୍ଧ ବନେଇ ଥାଆନ୍ତି ସ୍ୱାମୀ-ସ୍ତ୍ରୀ, ଜାଣନ୍ତୁ କଣ ରହିଛି ଏହା ପଛର ମନୋବିଜ୍ଞାନ

ବନ୍ଧୁଗଣ ଏହି ଦୁନିଆର ପ୍ରତ୍ୟକ ମଣିଷ ନିଜ ଜୀବନ ସାଥି ସହ ବିବାହ କରିଥାନ୍ତି । ବିବାହ କରିବା ପରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ହେଉଛି ଏକ ସାଧାରଣ କଥା । ବର୍ତ୍ତମାନର ସମୟରେ ତ ବିବାହ ପୂର୍ବରୁ ହିଁ ପୁଅ ଝିଅ ଶାରୀରିକ ସମ୍ବନ୍ଧ ରଖୁଛନ୍ତି । ତେବେ ବନ୍ଧୁଗଣ ବିବାହ ପରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିବା ମଧ୍ୟ ଏକ ସାଧାରଣ କଥା । ଝଗଡ଼ା ସମୟରେ ଯେବେ କ୍ରୋଧ ବାହାରେ ସେତେବେଳେ ନିଜକୁ ପୁରୁଷ ଆଉ ନାରୀ ସବୁ ଶିକୁଳି ରୁ ମୁକ୍ତ କରିଦିଏ

ଏଣୁ ନାରୀ , ପୁରୁଷ କୁ କଟୁ କଥା ବା କେବେ କେବେ ମାରିବା ବେଳେ ପୁରୁଷ ପୀଟା ପିଟି କରିଥାଏ । ଯାହା ବେଳେ ବେଳେ ଅଧିକ ହୁଏ । ଏହା ନିର୍ଭର କରେ କିଏ କେବେ କ୍ରୋଧ ଦାବିକି ରଖିଛି ଯାହା ଠିକ ନୁହେଁ । ତେବେ ମନରେ ଦାବି ହେଇ ରହିଥିବା ବିଷ ଲୁହରେ ବାହାରିବା ପରେ । ମନ ପୁଣି ପ୍ରେମକୁ ହୃଦୟ ରେ ସ୍ଥାନ ଦିଏ ।

ଏଣୁ ଅଧିକାଂଶ ପ୍ରେମିକ, ଦମ୍ପତି ଝଗଡ଼ା ପରେ ପରସ୍ପର ଭୁଲ ବୁଝି କ୍ଷମା କରନ୍ତି । ଆଉ ଏହାର ପରବର୍ତ୍ତୀ ସମୟରେ ଉଭୟ ଶାରୀରିକ ସମ୍ଭୋଗ କରିଥାନ୍ତି ଯାହା ସ୍ଵାଭାବିକ ।ବନ୍ଧୁଗଣ ଝଗଡା ପରେ ସମ୍ବନ୍ଧ ବନେଇବା କରିବା ବହୁତ ଗଭୀର ଅନୁଭୃତି ହୋଇଥାଏ । ଏହାର ମୂଳ କାରଣ ଏହି ମୂହୁର୍ତ୍ତ, ଯେଉଁଥିରେ ଆମେ ମନ, ହୃଦୟ ସ୍ତରରୁ ହାଲୁକା ଅନୁଭବ କରିଥାଉ ।

ଆଉ ଆମ ଆଖିରେ ଆମ ସାଥିକୁ ନୂଆ ରୂପରେ ଦେଖିଥାଉ । ଅନେକ ସମୟରେ ସ୍ଵାମୀ ସ୍ତ୍ରୀକୁ ସକାଳେ ପିଇଟି ଥାଏ ହେଲେ ରାତିରେ ତାକୁ ପ୍ରେମ କରେ  । ତେବେ ବନ୍ଧୁଗଣ ଏହା କାହିଁକି ହୁଏ । କଥାରେ ଅଛି ଯଦି ସ୍ଵାମୀ ସ୍ତ୍ରୀକୁ ପିଇଟିବା ବନ୍ଦ କଲା ତା ହେଲେ ପ୍ରେମ ବି ବନ୍ଦ କରିବ । ଏହାର ମନୋବୈଜ୍ଞାନିକ କାରଣ ହେଲା ଜଣେ ଲୋକ ଆପଣଙ୍କୁ ଧ୍ୟାନ ବା ଆଟେନସନ ଦେଉନାହିଁ ।

କିନ୍ତୁ ଘୃଣା ଆଉ ପ୍ରେମରେ ମନୁଷ୍ୟ ଧ୍ୟାନ ଦିଏ । ଯଦି ଜଣେ ହେଟ କରୁଛି ଲଭ ବି କରିବ ।ପାଶ୍ଚାତ୍ୟ ମନୋବିଜ୍ଞାନୀ ସିଗମଣ୍ଡ ଫ୍ରୟେଡ ,କାମନା କୁ ମନୁଷ୍ୟ ଜୀବନ ର ଏକ ମାତ୍ର ପ୍ରବାହ କହିଛନ୍ତି । କାମନା ବା ସମ୍ବନ୍ଧ ବନେଇବା ଶକ୍ତି ମନୁଷ୍ୟର ମୂଳ ଶକ୍ତି ଅଟେ। ଏହି ଶକ୍ତି ମନୁଷ୍ୟ ଶରୀର ସାରା ଭିନ୍ନ ଭିନ୍ନ ଅଙ୍ଗ ଦ୍ଵାରା ରୂପାନ୍ତରିତ ହୋଇଛି ।

ଆଖି , କାନ, ଜିଭ , ନାକ ଓ ଚର୍ମ ଏହାକୁ ପଞ୍ଚ ଇନ୍ଦ୍ରିୟ ମଧ୍ୟ କୁହା ଯାଏ । ଏହି ଇନ୍ଦ୍ରିୟ ପଛରେ କାଆମନା ର ମୂଳ ମନ ରହିଛି ଯାହା କାମ ବା ସମ୍ବନ୍ଧ ବନେଇବା ଅଟେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *