‘ଧିକ୍ କଳି ଯୁଗର ବାପା ଜୟଦେବ ! ସ୍ତ୍ରୀ ଆଉ ଛୁଆଙ୍କୁ ଘରୁ ତଡ଼ି ଭଉଣୀ ସହ…’ ତାଙ୍କ ସ୍ତ୍ରୀ କହିଲେ କିଛି ଏମିତି ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସୁଛି । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ବନ୍ଧୁଗଣ ଖୁଲଣା ପ୍ରଧାନ ନାମକ ଜଣେ ମହିଳା ନିଜ ସ୍ଵାମୀଙ୍କ ବି-ରୋ-ଧ-ରେ ସାଂ-ଘା-ତି-କ ଅ-ଭି-ଯୋ-ଗ ଆଣିଛନ୍ତି । ଖୁଲଣାଙ୍କ ମତରେ, ତାଙ୍କ ସ୍ଵାମୀ ବିବାହର ୧ ମାସ ପରେ ତାଙ୍କ ନିଜ ମାମୁ ଝିଅ ସହ ଶା-ରୀ-ରି-କ ସମ୍ପର୍କ ରଖିଲେ ।

ଯେତେବେଳେ ଖୁଲଣା ତାଙ୍କ ସ୍ଵାମୀଙ୍କ ବିଷୟରେ ଜାଣିଲେ ସେତେବେଳେ ସେ ଘର ଲୋକଙ୍କ ପାଖରେ ଯାଇ ଅ-ଭି-ଯୋ-ଗ କରିଲେ । ଅ-ଭି-ଯୋ-ଗ କରିବା ପରେ ଖୁଲଣାଙ୍କୁ ମିଳିଲା ମା-ଡ, ଗା-ଳି ଓ ଧ-ମ-କ । ଏହାର ଅନେକ ଦିନ ପରେ ତାଙ୍କ ସ୍ଵାମୀ ସେହି ଝିଅ ସହ ବିବାହ କରିଲେ । ଏବେ ବିବାହକୁ ୧୦ ବର୍ଷ ପୁରିଯାଇଛି ଓ ଖୁଲଣାଙ୍କ ଏକ ୯ ବର୍ଷର ପୁଅ ବି ରହିଛି ।

ଅନ୍ୟ ପଟେ ତାଙ୍କୁ ଘରୁ ବାହାର କରିଦେଇଛନ୍ତି ତାଙ୍କ ସ୍ଵାମୀ ଜୟଦେବ ପ୍ରଧାନ । ତେବେ ମହିଳାଙ୍କ ଅ-ଭି-ଯୋ-ଗ ଆଧାରରେ ପୋଲିସ ଆଇପିସି ଧାରା ୪୯୮, ୨୯୪, ୩୨୩, ୩୫୪, ୪୯୪ ଓ ୫୦୬ ଡିପି ଆକ୍ଟରେ ପୋଲିସ ମା-ମ-ଲା ରୁ-ଜୁ କରିଛି । ବନ୍ଧୁଗଣ ଖୁଲଣା ବର୍ତ୍ତମାନ ବହୁତ ଦୁଃଖରେ ନିଜ ପୁଅର ଲାଳନ ପାଳନ କରୁଛନ୍ତି ।

ଖୁଲଣାଙ୍କ ସହ ଜୟଦେବ ପ୍ରେମ ବିବାହ କରିଥିଲେ । ହେଲେ ବର୍ତ୍ତମାନ ଜୟଦେବ ନିଜ ମାମୁ ଝିଅ ସହ ବିବାହ କରି ରହୁଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଜୟଦେବଙ୍କୁ ତାଙ୍କ ଘର ଲୋକ ସମର୍ଥନ କରୁଛନ୍ତି ।

ଖୁଲଣା ନିଜ ଅଧିକାର ଓ ନିଜ ପୁଅ ପାଇଁ ଯେତେବେଳେ ଜୟଦେବଙ୍କ ଠାରୁ ଖର୍ଚ୍ଚ ମାଗୁଛନ୍ତି ସେତେବେଳେ ଜୟଦେବ ତାଙ୍କୁ ଗା-ଳି ଦେବା ସହ ଖୁଲଣାଙ୍କ ସ-ମ୍ବେ-ଦ-ନ-ଶୀ-ଳ ଅଙ୍ଗକୁ ମା-ଡ ମା-ରି-ବା ପାଇଁ ପଛଉ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *