ବୋଲ୍ଡ ସୀନ ଶୁଟିଙ୍ଗ ସମୟରେ ନିଜର ହୋସ ହରାଇ ବସିଲେ TV ର ଏହି 5 ଜଣ Actress, ବାରମ୍ବାର ବାରମ୍ବାର କଟ କହିବାକୁ ପଡିଥିଲା ଡାଇରେକ୍ଟରଙ୍କୁ

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ବଲିଉଡ ଫିଲ୍ମ ଦେଖିଥିବେ । ବଲିଉଡ ଫିଲ୍ମରେ ଗ୍ଲାମରର ତଡକା ଲଗାଇବା ପାଇଁ ଡାଇରେକ୍ଟର ବହୁତ ଚେଷ୍ଟା କରିଥାନ୍ତି । ହେଲେ ବର୍ତ୍ତମାନ ହିନ୍ଦୀ ଟେଲିଭିଜନ ସିରିଏଲରେ ମଧ୍ୟ ଏହି ଗ୍ଲାମରର ତଡକା ଲଗା ଯାଉଛି । ଏହା ଛଡା ଏହି ଟିଭି ଇଣ୍ଡଷ୍ଟ୍ରିରେ ବହୁତ ବୋଲ୍ଟ ସିନର ଡିମାଣ୍ଡ ହେବାକୁ ଲାଗିଛି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହିପରି କିଛି ଟିଭି ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ଏହି ବୋଲ୍ଟ ସିନ କରୁଥିବା ସମୟରେ ନିଜର ହୋସ ହରାଇ ଥିଲେ ଓ ଡାଇରେକ୍ଟର ବାରମ୍ବାର କଟ କହିଥିଲେ ମଧ୍ୟ ଏମାନେ ଶୁଣି ନଥିଲେ । ତେବେ ଆସନ୍ତୁ ଜାଣିବା ଏହି ଷ୍ଟାର ମାନଙ୍କ ବିଷୟରେ ।

ନିୟା ଶର୍ମା

ଟିଭି ଷ୍ଟାର ନିୟା ଶର୍ମା ପୃଥିବୀର ଶ୍ରେଷ୍ଠ ୧୦୦ ଜଣ ସୁନ୍ଦରୀଙ୍କ ମଧ୍ୟରେ ନିଜ ନାମ ସାମିଲ କରିଛନ୍ତି । ସିରିଏଲ ‘ଜମାଇ ରାଜା’ରେ ରୋଶ୍ନିର ଭୂମିକା କରି ସେ ସଫଳତା ପାଇଥିଲେ । ରୋଶ୍ନି ଏହି ସିରିଏଲରେ ବହୁତ ବୋଲ୍ଟ ସିନ କରିଛନ୍ତି, ଦିନେ ଏହି ବୋଲ୍ଟ ସିନ କରିବା ସମୟରେ ରୋଶ୍ନି ନିଜ ହୋସ ହରାଇ ବସିଥିଲେ । ଯାହାଫଳରେ ଡାଇରେକ୍ଟରର କଟ କହିବା ଆବାଜ ମଧ୍ୟ ସେ ଶୁଣିପାରି ନଥିଲେ । ନିୟା ଶର୍ମା ଏସିଆର ୩ୟ ଗ୍ଲେମର ମହିଳାର ଟାଇଟେଲ ହାସଲ କରିଛନ୍ତି।

ସଞ୍ଜିତା ସେଖ

ଫେମସ ଟିଭି ଅଭିନେତ୍ରୀ ସଞ୍ଜିତା ସେଖଙ୍କୁ ନିମୋ ନାମରେ ଜଣା ଯାଇଥାଏ । ଦିନେ ବୋଲ୍ଟ ସିନର ଶୁଟିଙ୍ଗ କରୁଥିବା ସମୟରେ ସଞ୍ଜିତା ଏତେ ହଜିଯାଇଥିଲେ ଯେ ତାଙ୍କର ଡ୍ରେସ ଖସିଯାଇଥିଲା ହେଲେ ସେ ଜାଣିପାରି ନଥିଲେ । ଏହା ପରେ ସଞ୍ଜିତା ଏକ୍ସପୋଜର ଶିକାର ହୋଇଥିଲେ । ଯାହା ପାଇଁ ତାଙ୍କୁ ଟ୍ରୋଲ କରା ଯାଇଥିଲା ।

ତେଜସ୍ଵୀ ପ୍ରକାଶ

ଟିଭିର ଫେମସ ସିରିଏଲ ‘ପେହେରେଦାର ପିଆ କି’ ରେ ତେଜସ୍ଵୀ ଏକ ୯ ବର୍ଷ ବାଳକର ସ୍ତ୍ରୀର ଭୂମିକା କରିଥିଲେ । ଏହି ସୋ ରେ ଏହି ଦୁଇଜଣଙ୍କ ମଧ୍ୟରେ ଏମିତି କିଛି ବୋଲ୍ଟ ସିନ ସାମ୍ନାକୁ ଆସିଲା ଯାହା ଫଳରେ ଏହି ସୋଟି ବନ୍ଦ ହୋଇଥିଲା । ପରେ ଏହି ସୋର ମେକର୍ସ ମାନେ ଏହାର କାହାଣୀକୁ ବଦଳାଇ ଥିଲେ ।

ସୁରଭି ଜ୍ୟୋତି

ଟିଭିର ଫେମସ ସିରିଏଲ ‘ନାଗିନ’ର ଅଭିନେତ୍ରୀ ସୁରଭି ଜ୍ୟୋତି ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସୁରଭି ଏକ ୱେବ ସୋ ରେ ନିଜ କୋ ଆକ୍ଟର ସହିତ ବହୁତ ବୋଲ୍ଟ ସିନ ଦେଇଥିଲେ । ଏହି ସିନ କରିଥିବା ସମୟରେ ସୁରଭି ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ, ଯାହା ଫଳରେ ଶୁଟିଙ୍ଗ ବନ୍ଦ ହୋଇଥିଲା ।

ଦୃଷ୍ଟିଧାମୀ


ଦୃଷ୍ଟିଧାମୀ ଫେମସ ସିରିଏଲ ‘ମଧୁବାଲା’ ରେ କାମ କରିଥିଲେ । ଏହି ସିରିଏଲରେ ଦ୍ରୁଷ୍ଟି ଓ ତାଙ୍କର କୋଆକ୍ଟର ମଧ୍ୟରେ ବହୁତ ବୋଲ୍ଟ ସିନ ଶୁଟିଙ୍ଗ କରଯାଇଥିଲା । ଏହି ସିନ କରିବା ସମୟରେ ସେହି ଦୁଇଜଣ ସବୁ କିଛି ଭୁଲି ଯାଇଥିଲେ ଓ ନିଜକୁ ନିୟନ୍ତ୍ରଣ କରି ପାରିନଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *