କ୍ୟାନ୍ସର ରୁ ସୁସ୍ଥ ହେବା ପରେ ନିଜ ଜନ୍ମ ଦିନ କିପରି ପାଳନ କଲେ ଓଡିଆ ଟିଭି ଅଭିନେତ୍ରୀ Rajeswari, ଭାଇରାଲ ହେଲା ଭିଡିଓ 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରି ଓ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆମ ଅଇଡ ଆଫିଲ୍ମ ଇଣ୍ଡଷ୍ଟ୍ରି ଓ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏମାନେ ସାଧାରଣତଃ ଏମାନଙ୍କର ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତାକୁ ହାସଲ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଆସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଜେଶ୍ଵରୀ ।

ବନ୍ଧୁଗଣ ଏହି କିଛି ସମୟ ହେବ ରାଜେଶ୍ଵରୀ ନିଜ ଜନ୍ମ ଦିନ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ତାଙ୍କର ଜନ୍ମ ଦିନ ପାଳନର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜିଆମେ ଆପଣ ମାନଙ୍କୁ ରାଜେଶ୍ଵରୀ କିପରି ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ରାଜେଶ୍ଵରୀଙ୍କ ବିଷୟରେ ।


ବନ୍ଧୁଗଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଜେଶ୍ଵରୀ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆପଣ ମାନେ ତାଙ୍କୁ ନିଶ୍ଚୟ ଓଡିଆ ଟିଭି ସିରିଏଲ ‘ତାରା ତାରିଣୀ’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ରାଜେଶ୍ଵରୀଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଏହି କିଛି ସମୟ ହେବ ରାଜେଶ୍ଵରୀ ନିଜ ଜନ୍ମ ଦିନ ପାଳନ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଗତକାଲି ସେ ‘ତାରା ତାରିଣୀ’ ସେଟରେ ନିଜର ଜନ୍ମ ଦିନକୁ ପାଳନ କରୁଥିବାର ନଜର ଆସିଛନ୍ତି । ତାଙ୍କର ଜନ୍ମ ଦିନ ଉତ୍ସବରେ ‘ତାରା ତାରିଣୀ’ ସିରିଏଲର ସମସ୍ତ କଳାକାର ଉପସ୍ଥିତ ଥିଲେ ।

ବନ୍ଧୁଗଣ ଗତ କିଛି ବର୍ଷ ହେବ ଓଡିଆ ଟିଭି ଅଭିନେତ୍ରୀ ରାଜେଶ୍ଵରୀ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ହେଲେ ବର୍ତ୍ତମାନ ସେ କ୍ୟାନ୍ସର ରୋଗରୁ ସୁସ୍ଥ ହୋଇସାରିଛନ୍ତି ଓ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଓଡିଆ ଟିଭି ଅଭିନେତ୍ରୀ ରାଜେଶ୍ଵରୀଙ୍କ ଅଭିନୟ ଭଲ ଲାଗେ ତେବେ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *