ନିଜେ ପୋଲିସ ହିଁ ଲେଖିଥିଲା ସୁଶାନ୍ତଙ୍କ ପଙ୍ଖାର ସତ, ପୁଣି ହେଲା ଧୋକା, ଏବେ CBI ଖୋଜି ବାହାର କଲା ସତ

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ବହୁତ ଖୁଲାସା ହେଉଛି ଓ ବହୁତ କିଛି ସତ ସାମ୍ନାକୁ ଆସୁଛି କିନ୍ତୁ ଏବେ ଯେଉଁ ଖୁଲାସା ହେଇଛି ତାହା ପୁରା ମାମଲା କୁ କ୍ଲିୟର କରି ଦେଇଛି । ସବୁଠୁ ବଡ କଥା ଏହା ହେଲା କି ଏହି ସତ ନିଜେ ମୁମ୍ବାଇ ପୋଲିସ ଲେଖିଥିଲେ । ମୁମ୍ବାଇ ପୋଲିସ ନିଜ ରିପୋର୍ଟ ରେ ଏହି ସବୁ କିଛି ଲେଖିଥିଲେ କିନ୍ତୁ ପରେ ପୁରା ମାମଲା ହିଁ ବଦଳାଇ ଦିଆଗଲା । ଯେଉଁଥିରୁ ସୁଶାନ୍ତ ଙ୍କ ପୁରା ମାମଲା ହିଁ କ୍ଲିୟର ହେଇ ଯାଉଛି । ସୁଶାନ୍ତ ଙ୍କୁ ନେଇ ରିପୋର୍ଟ ରେ କଣ କଣ ଲେଖା ହୋଇଥିଲା ଆମେ ଆଜି ଆପଣଙ୍କୁ କହିବୁ ।

ସୁଶାନ୍ତ ଙ୍କ ମାମଲାରେ ପ୍ରଥମରୁ ଏହା କୁହା ଯାଉଥିଲା କି ସୁଶାନ୍ତ ସବୁ କିଛି ନିଜ ଇଚ୍ଛାରେ କରିଛନ୍ତି ଓ ତାଙ୍କ ସହିତ କେହି ବି କିଛି ଖରାପ କରି ନାହାଁନ୍ତି । କିନ୍ତୁ ଧୀରେ ଧୀରେ ପରଦା ଉଠୁଛି ଓ ଏବେ ତ ସଫା ହେଇ ଯାଇଛି କି ସୁଶାନ୍ତ ଙ୍କ ସହିତ ବହୁତ କିଛି ଭୁଲ କାମ ହୋଇଥିଲା ।

ଏବେ ତ CBI ସେହି ସତ କୁ ଖୋଜି ବାହାର କରିଛନ୍ତି ଯାହା ସୁଶାନ୍ତଙ୍କ ପୁରା ମାମଲାକୁ ସଫା କରିଦେବ ତାହା ହେଲା ସୁଶାନ୍ତଙ୍କ ପଙ୍ଖାର ହାଇଟ । ଯେବେ ବି ଏମିତି କିଛି ଘଟିଥାଏ ତେବେ ପୋଲିସ ଏକ ରିପୋର୍ଟ ବନାଇଥାଏ ଯାହାକୁ ପଞ୍ଚନାମା କୁହାଯାଏ ଓ ସେହି ପଞ୍ଚନାମା ରିପୋର୍ଟ ରେ ନିଜେ ମୁମ୍ବାଇ ପୋଲିସ ଲେଖିଛି କି ସୁଶାନ୍ତ ଙ୍କ ରୁମ ରେ ବେଡ ଉପରୁ ପଙ୍ଖାର ହାଇଟ 5 ଫୁଟ 11 ଇଞ୍ଚ ଥିଲା ।

ଆଶ୍ଚର୍ଯ୍ୟ କର କଥା ଏହା ହେଲା କି ସୁଶାନ୍ତ ଙ୍କ ହାଇଟ ବି 5 ଫୁଟ 11 ଇଞ୍ଚ ଥିଲା । ସୁଶାନ୍ତଙ୍କ ବେଡ ର ଉଚ୍ଚତା 1 ଫୁଟ 9 ଇଞ୍ଚ ଥିଲା ଯେଉଁଥିରେ 8 ଇଞ୍ଚର ଗଦି ବି ସାମିଲ ଥିଲା ଓ ସେହି ଗଦି ଉପରୁ ପଙ୍ଖାର ଉଛାତା 5 ଫୁଟ 11 ଇଞ୍ଚ ଥିଲା । ଏବେ ଏହା କେମିତି ସମ୍ଭବ କି 6 ଫୁଟ ର ମଣିଷ 5 ଫୁଟ 11 ଇଞ୍ଚ ରେ ଫସିଯିବ ଓ ଏମିତି କରିବ । କେବଳ ଏତିକି ନୁହେଁ ସୁଶାନ୍ତ ଙ୍କ ପାଦ ର ସାଇଜ ର ନମ୍ବର ବି ୮ ଥିଲା ମାନେ ସୁଶାନ୍ତ ଯଦି ୬ ଫୁଟ ପରେ ଯଦି ନିଜ ପାଦକୁ ତଳ ଆଡକୁ ଓହଳାଇବେ ତେବେ ତାଙ୍କ ହାଇଟ ୨-୩ ଇଞ୍ଚ ଆହୁରି ବଢିଯିବ ।

ମାନେ ଏମିତି ବିଲକୁଲ ସମ୍ଭବ ନୁହେଁ କି ୬ ଫୁଟ ର ମଣିଷ ୫ ଫୁଟ ୧୧ ଇଞ୍ଚ ଉଚ୍ଚତାରେ ଏମିତି କରିନେବ । ଓ ସବୁଠୁ ବଡ କଥା ଏହା ହେଲା କି ଏହାକୁ ନିଜେ ମୁମ୍ବାଇ ପୋଲିସ ହିଁ ନିଜ ରିପୋର୍ଟ ରେ ଲେଖିଥିଲା । ମୁମ୍ବାଇ ପୋଲିସ ଫାଇଲ ରେ ଏ ସବୁ କିଛି ଥିଲା । ଏବେ CBI ଏହି ରିପୋର୍ଟ କୁ ନିଜ କବ୍ଜା ରେ ନେଇଛନ୍ତି । କେବଳ ଏତିକି ନୁହେଁ ସୁଶାନ୍ତଙ୍କୁ ଏ ଅବସ୍ଥାରେ କେବଳ ସିଦ୍ଧାର୍ଥ ପିଠାନୀ ଓ ଦିପେଶ ସାବନ୍ତ ହିଁ ଦେଖିଥିଲେ ଓ ଏହି ଲୋକମାନେ ସୁଶାନ୍ତଙ୍କୁ ଓଲ୍ହାଇ ବି ଦେଇଥିଲେ ।

କିନ୍ତୁ ସୁଶାନ୍ତ ଙ୍କର ସେହି ଅବସ୍ଥାରେ ନା କୌଣସି ଫଟୋ ଅଛି ନା କୌଣସି ଭିଡିଓ ଓ ନା କୌଣସି ଅନ୍ୟ ଜିନିଷ ଏମିତିକି ସିଦ୍ଧାର୍ଥ ପିଠାନୀ ପୋଲିସ ଆସିବା ପର୍ଯ୍ୟନ୍ତ ବି ଅପେକ୍ଷା କରି ନଥିଲେ । ଏତିକି ନୁହେଁ ସେଦିନ ସୁଶାନ୍ତଙ୍କୁ ନେଇ ଯାଇଥିବା ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ମଧ୍ୟ କହିଥିଲା କି ସୁଶାନ୍ତ ବିଲକୁଲ ହଳଦିଆ ପଡି ଯାଇଥିଲେ ଓ ତାଙ୍କ ପାଦ ବି ମୋଡି ହୋଇଯାଇଥିଲା । ଏଥିରୁ ସଫା ସଫା ସବୁ କିଛି ତ ଜଣା ପଡି ଯାଉଛି ।

ତେବେ ସୁଶାନ୍ତଙ୍କୁ କେବେ ନ୍ୟାୟ ମିଳୁଛି ଏହା ତ ସମୟ କହିବ କିନ୍ତୁ ଆମେ ଆଶା କରୁଛୁ ଯେତେ ଶୀଘ୍ର ସୁଶାନ୍ତଙ୍କୁ ନ୍ୟାୟ ମିଳୁ । ଯଦି ଆପଣ ବି ଚାହୁଞ୍ଚନ୍ତି ତାଙ୍କୁ ନ୍ୟାୟ ମିଳୁ ତେବେ କମେଣ୍ଟ ରେ ‘Justice for SSR’ ଅବଶ୍ୟ ଲେଖନ୍ତୁ ଓ ଏହାକୁ ଅଧିକରୁ ଅଧିକ ଶେୟାର କରନ୍ତୁ । ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *