ସୁଶାନ୍ତ ସିଂହ ରାଜପୁତଙ୍କ ଚାକରକୁ ଜେରା କଲା ପୋଲିସ, ଚାକର କହିଲା ଆଶ୍ଚର୍ଯ୍ୟ କରିଦେବା ଭଳି ୩ ଟି କଥା

ମୁମ୍ବାଇ ପୋଲିସ ସୁଶାନ୍ତ ସିଂହ ରାଜପୁତଙ୍କ ସରଭ୍ୟାଣ୍ଟର ବୟାନ ରେକର୍ଡ କରିଛନ୍ତି ଓ ପୋଲିସ କୁ ଦେଇଥିବା ବୟାନ ରେ ସୁଶାନ୍ତ ଙ୍କ ସରଭ୍ୟାଣ୍ଟ ଏମିତି 3 ଟି ଡିଟେଲ୍ସ କହିଛି ଯିଏ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଦେବ । ସରଭ୍ୟାଣ୍ଟ ନିଜ ବୟାନ ରେ ଏମିତି 3 ଟି ଡିଟେଲ୍ସ କହିଛି ଯେଉଁଥି ପାଇଁ ସୁଶାନ୍ତଙ୍କ ସୁସାଇଡ ମିଷ୍ଟ୍ରି ରେ ନୂଆ ମୋଡ ଆସି ଯାଇଛି । ତେବେ ଚାଲନ୍ତୁ ଆମେ ଆପଣଙ୍କୁ କହିବୁ ସେହି 3 ଟି କଥା ।

୧. ସୁସାଇଡ ର ତିନି ଦିନ ପୂର୍ବରୁ କ୍ଲିୟର କରିଥିଲେ ସବୁ Dues

ଆଜ୍ଞା ହଁ, ସୁଶାନ୍ତଙ୍କ ସରଭ୍ୟାଣ୍ଟ କହିଲା କି ଆତ୍ମହତ୍ୟା କରିବାର ୩ ଦିନ ପୂର୍ବରୁ ସୁଶାନ୍ତ ସିଂହ ରାଜପୁତ ତାଙ୍କର ସବୁ ବାକି ସୁଝି ଦେଇଥିଲେ । ସରଭ୍ୟାନ୍ଟ ନିଜ ବୟାନରେ କହିଛି କି ସୁଶାନ୍ତ ନିଜ ମୃତ୍ୟୁର ୩ ଦିନ ପୂର୍ବରୁ ସବୁ ହିସାବ ପୁରା କରିଲେ । ସୁଶାନ୍ତ ଏପରି ଏଥିପାଇଁ କରିଥିଲେ କାରଣ ଲକଡାଉନ କାରଣରୁ ସେ ଫାଇନାନ୍ସସିଆଲ ପ୍ରୋବ୍ଲେମ ଦେଇ ଗତି କରୁଥିଲେ ।

୨. ଫାଇନାନ୍ସସିଆଲ ପ୍ରୋବ୍ଲେମ ଦେଇ ଗତି କରୁଥିଲେ ସୁଶାନ୍ତ

ସରଭ୍ୟାନ୍ଟ କଥାରୁ ଏହା ସଫା ଜଣା ପଡୁଛି କି ସୁଶାନ୍ତଙ୍କୁ କେଉଁଠି ନା କେଉଁଠି ଫାଇନାସ୍ସିଆଲ ପ୍ରୋବ୍ଲେମ ଥିଲା । ଯେତେବେଳେ ପୂର୍ବରୁ କୁହା ଯାଉଥିଲା କି ସୁଶାନ୍ତଙ୍କୁ କୌଣସି ଫାଇନାନ୍ସସିଆଲ ପ୍ରୋବ୍ଲେମ ନଥିଲା ଓ ସେ ଏଥିପାଇଁ ସୁସାଇଡ କରି ନାହାଁନ୍ତି । କିନ୍ତୁ ଏବେ ତାଙ୍କ ସରଭ୍ୟାନ୍ଟ ର ବୟାନ ରୁ ଜଣା ପଡୁଛି କି ତାଙ୍କୁ ଫାଇନାନ୍ସସିଆଲ ପ୍ରୋବ୍ଲେମ ମଧ୍ୟ ଥିଲା । ଏହା ମଧ୍ୟ ଆତ୍ମହତ୍ୟାର ଏକ କାରଣ ହୋଇପାରେ ।

୩. ସୁଶାନ୍ତଙ୍କ ପାଖରେ ନଥିଲା କୌଣସି ବି ପ୍ରୋଜେକ୍ଟ

ମିଡିଆ ରିପୋର୍ଟ ଅନୁସାରେ କୁହା ଯାଉଛି କି ସୁଶାନ୍ତଙ୍କ ପାଖରେ ଅଧିକ କାମ ନଥିଲା । ସୁଶାନ୍ତଙ୍କ ନିକଟତ୍ତର ଲୋକ ମିଡିଆ ସହିତ କଥା ହୋଇ କହିଛନ୍ତି କି ସୁଶାନ୍ତ ଗତ କିଛି ମାସରୁ ଫାଇନାନ୍ସସିଆଲ ପ୍ରୋବ୍ଲେମ ଦେଇ ଚାଲୁଥିଲେ ଓ ତାଙ୍କ ହାତରୁ କିଛି ବଡ ବଡ ଫିଲ୍ମ ଚାଲି ଯାଇଥିଲା । ସୁଶାନ୍ତ ନିଜର ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ସାହାର୍ଯ୍ୟରେ ଏକ ୱେବ ସିରିଜ ପାଇଁ ପାଖା ପାଖି ୧୪ କୋଟିର କଣ୍ଟ୍ରାକ୍ଟ ବି ନେବାର ଥିଲା, ଯିଏ ୮ ଜୁନ କୁ ସୁସାଇଡ କରିନେଲେ । କେବଳ ଏତିକି ନୁହେଁ ସୁଶାନ୍ତ ଦିଶାଙ୍କ ସହିତ କାମ କୁ ନେଇ ମାର୍ଚ୍ଚ ମାସରେ ଦୁଇ ଥର କଥା ହୋଇଥିଲେ ଓ ତାହା ବି ହ୍ଵାଟ୍ସଆପ ରେ ।

ଏହା ପରେ ଦୁଇ ଜଣଙ୍କ ମଧ୍ୟରେ କୌଣସି କଥା ବାର୍ତ୍ତା ହୋଇ ନଥିଲା । ମାନେ କେଉଁଠି ନା କେଉଁଠି ସୁଶାନ୍ତ ଫାଇନାନ୍ସସିଆଲ ପ୍ରୋବ୍ଲେମ ସହିତ କାମର ଅଭାବ ପାଇଁ ମଧ୍ୟ ଡିପ୍ରେସ ଥିଲେ । ତାଙ୍କର ମ୍ୟାନେଜର ର ଡେଥ ତାଙ୍କୁ ଆହୁରି ଡିପ୍ରେସରେ ପକାଇଦେଲା । ଏହା ପରେ ସେ ୧୪ ଜୁନ ସେ ଫାଶୀ ଲଗେଇ ନିଜ ଜୀବନ ଦେଇଦେଲେ ।

ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *