ଏବେ ହେବ ସମସ୍ତଙ୍କ ପର୍ଦାଫାସ, CBI ସହିତ ଟୀମ ବନାଇ ଯାଞ୍ଚ ଆରମ୍ଭ କରିବେ ସୁଶାନ୍ତଙ୍କ ଭିଣେଇ

ସେହି ମଣିଷ ଯିଏ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଦେଖି ପ୍ରଥମ ନଜରରେ ହିଁ କହି ଦେଇଥିଲେ କି ଏହା ଆତ୍ମହତ୍ୟା ନୁହେଁ ବରଂ ମର୍ଡର ଅଟେ । ଆଜ୍ଞା ହା, ସୁଶାନ୍ତ ଙ୍କ ଭିଣେଇ ଯିଏ କି ଜଣେ ପୋଲିସ ଅଧିକାରୀ ଅଟନ୍ତି, ସେ ସଫା ସଫା କହି ଦେଇଥିଲେ କି ଆମର ସୁଶାନ୍ତ ବିଲକୁଲ ବି ଆତ୍ମହତ୍ୟା କରି ପାରିବ ନାହିଁ ଓ ଏହି ପରିସ୍ଥିତିକୁ ଦେଖି ସଫା ସଫା ଜଣା ପଡୁଛି କି ସୁଶାନ୍ତ ସିଂହ ରାଜପୁତଙ୍କ ମର୍ଡର ହୋଇଛି ।

ତାଙ୍କ ସମ୍ବନ୍ଧୀୟ ଏକ ମୁଖ୍ୟ ଖବର ଆସୁଛି କି ସେ CBI ସହିତ ଯାଞ୍ଚ ରେ ସାମିଲ ହୋଇ ପାରନ୍ତି । ତାଙ୍କର CBI ସହିତ କନେକ୍ସନ ଓ ଟୀମ ବନାଇବାର ପୁରା ସୁଚନା ଆଜି ଆମେ ଆପଣଙ୍କୁ ଦେବାକୁ ଯାଉଛୁ ।

ପୁରା ଦେଶ ଏହି ପ୍ରଶ୍ନ କରୁଛି କି ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ଅନ୍ୟାୟ ହୋଇଛି । ଆଜ୍ଞା ହଁ, ସୁଶାନ୍ତ ସିଂହ ରାଜପୁତଙ୍କ ମର୍ଡର ହୋଇଛି ନା କି ସେ ଆତ୍ମହତ୍ୟା କରିଛନ୍ତି, ଆପଣଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ, ଏହା ଦ୍ଵାରା ସରକାରଙ୍କ ଉପରେ ପ୍ରେସର ପଡିବ ଓ ସେ CBI ଯାଞ୍ଚ ପାଇଁ ବାଧ୍ୟ ହେବେ । ସୁଶାନ୍ତ ଙ୍କ ଭିଣେଇ ନିଜେ କହିଛନ୍ତି କି ଆମେ ନିଜେ CBI ସହିତ ଏକ ଟୀମ ବନାଇବୁ ଓ ଏହି ପୁରା ମାମଲାର ଯାଞ୍ଚ ନିଜେ କରିବୁ ।

ଏବେ ଶୋସିଆଲ ମିଡିଆରେ ଏହି ଖବର ବହୁତ ଭାଇରାଲ ହେଉଛି । ଯଦି ଏମିତି ହେଲା ତେବେ ଦେଶ ପାଇଁ ବହୁତ ଖୁସିର ଖବର ହେବ । ସୁଶାନ୍ତ ସିଂହଙ୍କ ମୃତ୍ୟୁର ଖବର ଦିନକୁ ଦିନ ସସପେନ୍ସ ହେବାରେ ଲାଗିଛି ଓ ପୋଲିସ ମଧ୍ୟ ଏହି ପୁରା ମାମଲାକୁ ଦାବିବାରେ ଚେଷ୍ଟା କରୁଛି । କେବଳ ପୋଲିସ ନୁହେଁ ତାଙ୍କ ନିକଟତ୍ତର ଲୋକ ମଧ୍ୟ ଏହି ମାମଲାକୁ ଶାନ୍ତ କରିବାକୁ ପ୍ରମାଣ ହଟାଇବାକୁ ଚେଷ୍ଟା କରୁଛନ୍ତି ।

ଲଗାତାର ତାଙ୍କ ପରିବାର ଲୋକ ଓ ଫ୍ୟାନ୍ସ ଏହି ଆରୋପ ଲଗାଉଛନ୍ତି କି ପୋଲିସ, ନିକଟତ୍ତର ଲୋକ, ଡାକ୍ତର ମିଶି ପ୍ରମାଣକୁ ହଟାଇ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାକୁ ଥଣ୍ଡା କରିବାକୁ ଚାହୁଞ୍ଚନ୍ତି ଓ ଏହାକୁ ଆତ୍ମହତ୍ୟା ର ରୂପ ଦେବାକୁ ଚାହୁଞ୍ଚନ୍ତି । ଯେଉଁ ପ୍ରକାରରେ ଜିୟା ଖାନ, ଦିବ୍ୟା ଭାରତୀ, ପରବୀନ ବବିଙ୍କ ମୃତ୍ୟୁ ହୋଇଥିଲା, ତାହା ସବୁ ରହସ୍ୟ ହୋଇ ରହିଛି । ସବୁ ଫାଇଲ ଏବେ ବନ୍ଦ କରି ଦିଆ ଯାଇଛି ।

ଏତେ ବଡ ବଡ ସେଲିବ୍ରିଟିଙ୍କ ମୃତ୍ୟୁ ଆଜି ବି ରହସ୍ୟ ହୋଇ ରହିଛି , କଣ ସେହିପରି ସୁଶାନ୍ତ ଙ୍କ ମାମଲାକୁ ଥଣ୍ଡା କରି ଫାଇଲ ବନ୍ଦ କରିବାର ଚେଷ୍ଟା ଚାଲୁଅଛି । ଯଦି ଆପଣ ଜାଗୃତ ରୁହନ୍ତି ଓ ଦେଶ ଜାଗୃତ ରୁହେ ତେବେ ଏମିତି ବିଲକୁଲ ବି ହେବ ନାହିଁ । ଆପଣ ଲଗାତାର ସରକାରଙ୍କୁ ପ୍ରେସର ପକାନ୍ତୁ ।

ଯଦି ଆପଣ ଏମିତି ଚାହୁଞ୍ଚନ୍ତି ତେବେ କମେଣ୍ଟ ରେ CBI ଯାଞ୍ଚ ର ଦାବି କରନ୍ତୁ ଯାହା ଦ୍ଵାରା ସରକାରଙ୍କ ଉପରେ ପ୍ରେସର ପଡିବ ଓ ସେ ଏଥିପାଇଁ ବାଧ୍ୟ ହେବେ । ଯଦି ଆପଣ ବି ଚାହୁଞ୍ଚନ୍ତି ସୁଶାନ୍ତ ସିଂହ ରାଜପୂତଙ୍କୁ ନ୍ୟାୟ ମିଳୁ ତେବେ ଏହାକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ସମସ୍ତ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ହୁଅନ୍ତୁ ।

Leave a Reply

Your email address will not be published. Required fields are marked *