‘ତୁ ରାଣୀ କଙ୍କଡାର ଝୋଳ…’ ଗାଇଲେ କଂଗ୍ରେସ ଲୀଡର Sura Routray, ପୁରା Video ଦେଖିଲେ ହସି ହସି ଗଡିବେ ଆପଣ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁର ରାଉତରାୟ ଙ୍କର ଆଉ ଏକ ଗୀତ ବାହାରିବାକୁ ଯାଉଅଛି । ତାହା ହେଉଛି ତୁ ରାଣୀ କଙ୍କଡା ର ଝୋଳ । ପୂର୍ବରୁ ସୁର ନିଜ ସ୍ତ୍ରୀ ଙ୍କୁ ନେଇ ଏକ ଗୀତ କରିଥିବା ସମସ୍ତେ ଦେଖିଛନ୍ତି ଏବଂ ଶୁଣିଛନ୍ତି ତେବେ ବର୍ତ୍ତମାନ ଆଉ ଏକ ଗୀତ ଗାଇବାକୁ ସୁର ପୁଣି ଷ୍ଟୂଡିଓ ଆସିଛନ୍ତି । ତେବେ ଏହି ନୂଆ ଗୀତ ର ପଦେ ପଦେ ସୁର ଭାଇ ଙ୍କ ଡାଇଲୋଗ ରହିଅଛି । ଯେମିତିକି ତୁ ରାଣୀ କଙ୍କଡା ର ଝୋଳ କଣ ରେଡି ତ ?

ଚମତ୍କାର, ବିଉଟିଫୁଲ, ମାଡିଚାଲ । ତେବେ ଏହିଭଳି ଡାଇଲୋଗ କିଛି ଏହି ଗୀତ ରେ କହିଛନ୍ତି ସୁର ରାଉତରାୟ । ମାତ୍ର ଏହିଭଳି ଡାଇଲୋଗ କହିବା କୁ ସେ ଆଦୌ ଡରୁ ନାହାଁନ୍ତି କାରଣ ସେ ପୂର୍ବ ରୁ ଏହିଭଳି ଦୁଇରୁ ତିନୋଟି ଗୀତ ଗାଇ ସାରିଲେଣି । ସେ ଆଲବମ ରେ କଣ୍ଠଦାନ କରି ସାରିଲେଣି ଯାହାକି ବର୍ତ୍ତମାନ ସୁପରହିଟ ହୋଇ ସାରିଛି ।

ତେବେ ଏହିଭଳି ସୁର ରାଜନୀତି ରେ ମଧ୍ୟ ଡାଇଲୋଗ କହି ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ସୁର ରାଉତରାୟ । କାହା ବିରୋଧରେ ହେଉ କିମ୍ବା କାହା ସପକ୍ଷରେ ସୁର ନିଜର ମନ୍ତବ୍ୟ ଦେବାକୁ କେବେ ମଧ୍ୟ ପଛନ୍ତି ନାହିଁ । କିନ୍ତୁ ଏହିଭଳି କଥା ରେ ସେ ଅନେକ ସମୟରେ ବିବାଦ ର ଘେର ରେ ମଧ୍ୟ ଆସିସାରିଛନ୍ତି ।

କିନ୍ତୁ ତଥାପି ମଧ୍ୟ ସେ ପଛଘୁଞ୍ଚା ଦେଇ ନାହାଁନ୍ତି ଏବଂ ସେ କହିଛନ୍ତି ସେ ମଣିଷ ସବୁବେଳେ ଯାହା ମନରେ ଥାଏ ତାହାକୁ ମୁହଁରେ ରଖିବା ଆବଶ୍ୟକ । ସେ ହିଁ ପ୍ରକୃତ ମନୁଷ୍ୟ ର ପରିଚୟ ଦିଏ । ମାତ୍ର ମନରେ ଗୋଟିଏ କଥା ଏବଂ ମୁହଁ ରେ ଆଉ କିଛି ସମସ୍ତଙ୍କ ସମ୍ମୁଖରେ ତାହା ଏହି ସୁର ରାଉତରାୟ କଦାପି କରିବ ନାହିଁ ।

ମୁଁ କହିବି ଏମିତି କଥା ହିଁ କହି ଲୋକ ମାନଙ୍କୁ ମୋହିତ କରିବି ବୋଲି କହିଛନ୍ତି ସାଂସଦ ସୁର ରାଉତରାୟ । ସେ ଯାହା ହେଉ ନା କାହିଁକି ସୁର ରାଉତରାୟ ଙ୍କୁ ମାଣିବାକୁ ହେବ ଏ ବୟସରେ ମଧ୍ୟ ସେ ଆଲବମ ରେ ଗୀତ ଗାଇ ବହୁତ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *