‘ମୋ ହାତରୁ ପଖାଳ ଶାଗ ଭଜା ନଖାଇଲେ ସୁର ଘରୁ ବାହାରନ୍ତିନି, ପଖାଳ ସାଙ୍ଗକୁ ତାଙ୍କର ମାଛ ଭଜା ଆଉ…’: ସୁରଙ୍କ ସ୍ତ୍ରୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେ ଓଡିଆ ଆମ ପଖାଳ ଖିଆ ଭାରି ବଢିଆ ! ତେବେ ପଖାଳ ଦିବସ ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ! ତେବେ ଖାଦ୍ୟ ତ ଅନେକ ପ୍ରକାର ଖାଇବାକୁ ମିଳିଥାଏ । ହେଲେ ଓଡିଆ ଘରର ପଖାଳ ଖିଆ ସବୁଠାରୁ ନିଆରା !ତେବେ ଏହି ପଖାଳକୁ ଖାଲି ଓଡିଆ ଲୋକ କାହିଁକି ଅନ୍ୟ ପ୍ରାୟ ସବୁ ଲୋକ ପଖାଳ ଖାଇବାକୁ ଭଲ ପାଇଥାନ୍ତି । ତେବେ ଏହି ଅବସରରେ କଙ୍ଗ୍ରେଶ ବିଧାୟକ ସୁର ରାଉତରାୟ ଓ ତାଙ୍କ ସଂପୂର୍ଣ୍ଣ ପରିବାର ମଧ୍ୟ ପଖାଳ ଖାଇବାର ମଜା ଉଠାଇଛନ୍ତି ।

ଏହା ସହିତ ସୁର ରାଉତଙ୍କର ସ୍ତ୍ରୀ ପଖାଳ ଖାଇବା ଉପରେ ନିଜର କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ସୁର ରାଉତଙ୍କ ଧର୍ମ ପତ୍ନୀଙ୍କ କହିବା ଅନୁଯାଇ ମୋ ହାତରୁ ପଖାଳ ନଖାଇଲେ ସୁର ଘରୁ ବାହାରିକି ଜାଆନ୍ତି ନାହିଁ । ତେବେ ପଖାଳ ତାଙ୍କର ବହୁତ ହିଁ ପ୍ରିୟ ଖାଦ୍ୟ ଅଟେ । ସେ ଯେତେ ଭଲ ଭଲ ଆଇଟମ ମଧ୍ୟ ଖାଆନ୍ତୁ ନା କାହିଁକି ।

ହେଲେ ପଖାଳ ପ୍ରାୟ ସମୟରେ ଖାଇଥାନ୍ତି । ତେବେ ପଖାଳ ସାଙ୍ଗକୁ ଶାଗ, ମାଛ ଭଜା, ଆଳୁ, ବାଇଗଣ ଚଟୁଣୀ ଲଗେଇକି ଖାଇଥାନ୍ତି । ତେବେ ପଖାଳ ସାଙ୍ଗକୁ କିନ୍ତୁ ଶାଗ ଭାରି ତାଙ୍କର ପ୍ରିୟ ବୋଲି କହିଛନ୍ତି ସୁର ରାଉତଙ୍କର ଧର୍ମପତ୍ନୀ । ତେବେ ଆଜି ପଖାଳ ଦିବସରେ ନାନା ପ୍ରକାର ଆଇଟମ ପ୍ରସ୍ତୁତ କରି ତ’ ସହିତ ପଖାଳ ଭାତର ମଜା ଉଠାଇଛନ୍ତି ସୁର ରାଉତଙ୍କର ପୁରା ପରିବାର ।

ଏହା ସହିତ ପଖାଳ ଖାଇବାର ବିଶେଷତା ମଧ୍ୟ ଗଣ ମାଧ୍ୟମ ନିକଟରେ ଶେୟାର କରି କହିଛନ୍ତି ତେବେ ପଖାଳ ତ ବହୁ ଲୋକଙ୍କର ପ୍ରିୟ ଖାଦ୍ୟ ଅଟେ । ବିଶେଷ କରି ଓଡିଶାର ଓଡିଆ ଲୋକ ମାନଙ୍କର ସକାଳୁ ତ ମୁଖ୍ୟତଃ ଭାବରେ ବ୍ତ୍ରେକଫାଷ୍ଟ ହିସାବରେ ବହୁ ଲୋକଙ୍କ ଘରେ ପଖାଳ ଖିଆଯାଇଥାଏ । ଆଜି ପଖାଳ ଦିବସ ପାଇଁ ଧନୀ କଣ ଗରିବ କଣ ସମସ୍ତେ ପଖାଳ ଓ ଦହି ଭାତ ଖାଇ ପଖାଳ ଦିବସକୁ ଉପଭୋଗ କରୁଛନ୍ତି ।

ତେବେ ଆପଣ ମଧ୍ୟ ପଖାଳ ଖାଇ ପଖାଳ ଦିବସକୁ ଏଞ୍ଜୟ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଷେୟାର କରନ୍ତୁ । ଏହା ସହ ଆପଣ ମାନଙ୍କୁ ପଖାଳ ଖାଇବାକୁ କିପରି ଲାଗେ ? ଆମକୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *