‘ଖି ଖି.. ହସିଲେ ରାହୁଲ ଗାନ୍ଧୀ’ ସୁର ଭାଇଙ୍କ ଚୋଖା ହିନ୍ଦୀ ଶୁଣି ହସିଲେ Rahul Gandhi, ଦେଖନ୍ତୁ ଏ ନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ହସିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁଅ ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ଅଛି । ତାଙ୍କ କଡା ବୟାନ ଓ ସମାଜ ସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ସୁର ଭାଇ ଓଡିଶାରେ ଚାଲିଥିବା ସମସ୍ତ ପ୍ରସଙ୍ଗ ଉପରେ ନିଜର ମକ୍ତବ୍ୟ ରଖନ୍ତି । ତେବେ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ଭାଇରାଲ ହେଉଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ  । ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସୁର ଭାଇଙ୍କ ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ସୁର ଭାଇ ଗତ କିଛି ସମୟ ତଳେ ଗଣମାଧ୍ୟମ ସାମ୍ନାରେ ଏକ ସାକ୍ଷାତ୍କାର ଦେଇଛନ୍ତି ।

ସେହି ସାକ୍ଷାତ୍କାରରେ ସୁର ଭାଇ ରାହୁଲ ଗାନ୍ଧୀଙ୍କ ବିଷୟରେ କିଛି ଏପରି କଥା କହିଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ବହୁତ ହସିବେ । ସୁର ଭାଇ ଗଣମାଧ୍ୟମ ସାମ୍ନାରେ ନିଜ ଅଧା ହିନ୍ଦୀ ଓ ଅଧା ଓଡିଆରେ କହିଛନ୍ତି-‘ଅଭି ଜୋ ଗ୍ରୁପ ଆୟା ନା ୱାନ୍ସ ହେ ବାରା ହେ ଇଣ୍ଟରେଷ୍ଟେଡ ପିସେସ ପି ଚିଫ କିଏ ଲିୟେ । ଖି ଖି.. କରି ହସି ଦେଲେ ରାହୁଲ ଗାନ୍ଧୀ ।

ହମ ଇଣ୍ଟରେଷ୍ଟେଡ ନେହିଁ’ । ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ରାହୁଲ ଗାନ୍ଧୀଙ୍କ କଥା କହିଛନ୍ତି । ଏହି ଭିଡିଓରେ ସୁର ଭାଇ ଯେଉଁ ଭଳି ହସୁ ଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କର ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *