“ପୁରୀରେ ତ ଅଠର ନଳା, କିନ୍ତୁ ଏଠି କେତେ ନଳା…କେତେ ନେତା ମନ୍ତ୍ରୀ ସେ ଝିଅ….” Archana ମାମଲାରେ କିଛି ଏମିତି କହିଲେ Sura Routray, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସାଂସଦ ସୁର ରାଉତରାୟ ଅର୍ଚ୍ଚନା ନାଗ ଙ୍କ ସମ୍ବନ୍ଧରେ ଏହା କହିଛନ୍ତି ଯେ କେତେ ଲିଙ୍କ ତାହାର ଅଛି ? ତଥା କି ସେଣ୍ଟର ତା’ର ମୁଁ ଜାଣିନାହିଁ । ମାତ୍ର ସୁର କହିଛନ୍ତି ଯେ ମୁଁ ଭାବିଥିଲି ପୁରୀ ଗଲାବେଳେ ୧୮ ନଳା କିନ୍ତୁ ତାର ଯେ କେତେ ନଳା ତାହା ଠିକ ନାହିଁ । କେତେ ନେତା ତଥା କେତେ IAS, IPS ତାହା ନ ହେଲେ ୪ ବର୍ଷ ରେ ସେ ଯାହା ସମ୍ପତ୍ତି କରିଛନ୍ତି ତାହାକୁ ଟାଟା ବିର୍ଲା କରି ପାରିବେ ନାହିଁ ।

ମାତ୍ର ମାନିବାକୁ ପଡିବ ଅର୍ଚ୍ଚନା ଙ୍କ ନେତୃତ୍ଵ କୁ କେତେ ଲୋକ ଗ୍ରହଣ କରିଛନ୍ତି, ତାଙ୍କୁ ସେ ଧନ୍ୟବାଦ ଦେଉଛନ୍ତି ଏବଂ କଡାକଡି ସରକାର କେସ କରିଛନ୍ତି ଧନ୍ୟବାଦ । କଡାକଡି ଭାବରେ ଯାଞ୍ଚ କରାଯାଉ । କେଉଁ ଦଳର ନେତା କିଏ ଅଛନ୍ତି ? ତଥା କେତେ ବାଟ ଯାଇଛନ୍ତି ଏବଂ କେଉଁ IAS, IPS, ଡାକ୍ତର ଇଞ୍ଜିନିୟର ଏବଂ ଶିଳ୍ପପତି ଅଛନ୍ତି ଯେତେ ନେତା ଅଛନ୍ତି ସେମାନେ ବିଜେଡି ହୁଅନ୍ତୁ କି କଂଗ୍ରେସ ସମସ୍ତଙ୍କୁ ବାହାର କରାଯାଉ ।

ମାତ୍ର ପାଠ ପଢୀ ଏତେ କଷ୍ଟ କରି ତାହାର ସମୁଦାୟ ଭାଗରୁ ଗୋଟିଏ ଭାଗ ମଧ୍ୟ କେହି କରିପାରିବେ ନାହିଁ । ସେ କେତେବେଳେ ପ୍ରାଇ ମିନିଷ୍ଟର ମଧ୍ୟ ହେଇଯିବ ତାହା ଜଣା ନାହିଁ । ମାତ୍ର ଯେଉଁ ନେତା ମାନଙ୍କ ସହିତ ଯାହା ଫଟୋ ବାହାରିଛି ତାହାକୁ କେତେବେଳେ ଭଦ୍ର ବ୍ୟକ୍ତି ଉଠାଇ ଦେଉଥିଲେ, କେତେବେଳେ ଚୋର ମଧ୍ୟ ଉଠାଇ ଦେଇଥାନ୍ତି ।

ସୁର ରାଉତରାୟ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ତ ତାଜୁବ ହଉଛି ଯେ କି ଶ୍ରାବଣ ଶକ୍ତି ତାହାର ମାନିବାକୁ ହେବ । ସେ ଭାବିଥିଲେ ତାହା ଛୁଞ୍ଚି ମାତ୍ର କି ଶାବଳ ଶକ୍ତି ୪ ବର୍ଷ ରେ ଏତେ ଧନ ? ଅର୍ଚ୍ଚନା ମହୁଠାରୁ ଆହୁରି ଅଧିକ ମଧୁର ନଚେତ ଏତେ ଲୋକେ କ’ଣ ଅର୍ଚ୍ଚନା ପାଖକୁ ଯାଇଥାନ୍ତେ ?

ଏହିଭଳି ଭାବରେ କହିଛନ୍ତି ସୁର ରାଉତରାୟ । କଳାସାମ୍ରାଜ୍ୟ ଗଢିଥିବା ଅର୍ଚ୍ଚନା ବର୍ତ୍ତମାନ ଜେଲରେ କାନ୍ଦୁଛନ୍ତି । ତେବେ ସେ ଏଭଳି କାମ କରିଲେ କାହିଁକି ଯାହାଦ୍ଵାରା ବର୍ତ୍ତମାନ ନାମ ଧନ ଦୌଲତ ସହିତ ଚରିତ୍ର ମଧ୍ୟ ସଂପୂର୍ଣ୍ଣ ଭାବରେ ଗଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *