‘ମୋ ଘରେ ଅଧ ଟ୍ରକେ…’ ଦେଖନ୍ତୁ ଏମିତି କାହିଁକି କହିଲେ ବିଧାୟକ Suresh Routray, ଯାହା ଏବେ ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନୂତନ ବର୍ଷ ୨୦୨୩ ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଧିକ ଶୁଭେଛା ଓ ଅଭିନନ୍ଦନ । ୨୦୨୩ ବର୍ଷଟି ଆପଣଙ୍କ ପାଇଁ ବହୁତ ଶୁଭ ଓ ମଙ୍ଗଳମୟ ରହୁ ବୋଲି ଆମର କାମନା ରହିଛି । ତେବେ ବିଧାୟକ ସୁର ରାଉତ ରାୟ ମଧ୍ୟ ବହୁତ ଆଡମ୍ବର ସହକାରେ ନିଜ କଙ୍ଗ୍ରେଶ କର୍ମକର୍ତ୍ତା ମାନଙ୍କ ସହିତ ନୂଆବର୍ଷକୁ ପାଳିତ କରିଛନ୍ତି । ସୁର ରାଉତଙ୍କ ନିଜସ୍ୱ ମତ ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ଦେଇଛି ।

ତେଣୁ ବିଧାୟକ ସୁର ରାଉତଙ୍କର କହିବା ଢଙ୍ଗ ସମସ୍ତଙ୍କ ମଧ୍ୟରୁ ନିଆରା ହୋଇଥାଏ । ତେଣୁ ତାଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ମଧ୍ୟ ରହିଥାଏ । ଯେମିତି ନୂଆ ବର୍ଷ ୨୦୨୩କୁ ନେଇ ମଧ୍ୟ ସେପରି କିଛି ରୋଚକପୂର୍ଣ୍ଣ ତଥ୍ୟ ମିଡିଆ ଆଗରେ ପ୍ରକାଶ କରିଛନ୍ତି । ବିଧାୟକ ସୁର ରାଉତଙ୍କ କହିବା ଅନୁଯାଇ ତାଙ୍କର ୨୦୨୩ ବର୍ଷର ଶୁଭାରମ୍ଭଟି ବହୁତ ଭଲ ଭାବରେ ହୋଇଛି । କାରଣ ତାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଅନେକ ଲୋକଙ୍କର ସୁଅ ଛୁଟିଥିଲା ।

ଯେଉଁ କାରଣରୁ ତାଙ୍କ ମନ ଓ ମସ୍ତିସ୍କ ସଂପୂର୍ଣ୍ଣ ଭାବରେ ପ୍ରଫୁଲିତ ହୋଇକି ଅଛି । ତାଙ୍କର ମନ୍ତବ୍ୟ ଅନୁଯାଇ ଦୀର୍ଘ ଏତେ ବର୍ଷ ମଧ୍ୟରେ ତାଙ୍କୁ ଏହି ଭଳି ଅଭିନନ୍ଦନ ଓ ଅଭ୍ୟର୍ଥନା କେହି ଜଣାଇ ନାହାନ୍ତି । କାରଣ ଏହି ୨୦୨୩ ନବବର୍ଷରେ ତାଙ୍କୁ ମିଳିଥିବା ବୁକେ ଓ ବିଭିନ୍ନ ପ୍ରକାର ଫୁଲ ସାମଗ୍ରୀକୁ ସେ ପରିମାଣ ମୁତାବକ ଅଧ ଟ୍ରକେ ଭଳି ହେବ ବୋଲି ସୂଚନା ଦେଇଛନ୍ତି । ତେବେ ମାତ୍ରାରେ ଫୁଲ ତଥା ଅନ୍ୟାନ୍ୟ ଅଭିନନ୍ଦନ ସାମଗ୍ରୀ ଆସିବାର ପଛର ରହସ୍ୟ ମଧ୍ୟ ସେ ଖୋଲି କହିଛନ୍ତି ।

ବିଧାୟକ ସୁର ରାଉତଙ୍କ କହିବା ଅନୁସାରେ ଆଗ ଅପେକ୍ଷା ବର୍ତ୍ତମାନ ସମୟରେ ବହୁତ ଲୋକ କଙ୍ଗ୍ରେଶ ମୁହାଁ ହେଲେଣି । ଯେଉଁ କାରଣରୁ କଙ୍ଗ୍ରେଶ ଦଳର ଲୋକଙ୍କୁ ଖାସ୍ କରି ମୋତେ ନବ ବର୍ଷର ଏତେ ମାତ୍ରାରେ ଅଭିନନ୍ଦନ ଓ ଫୁଲର ସୁଅ ଛୁଟିବାର ଦେଖିବାକୁ ମିଳିଛି ।ଏହିଭଳି ଭାବରେ କଙ୍ଗ୍ରେଶର ପପୁଲାରୀଟି ବଢିବା ଦେଖି ବିଧାୟକ ସୁର ରାଉତ ବ୍ୟତିଗତ ସ୍ତର ତଥା କଙ୍ଗ୍ରେଶ ଦଳର ଏକ ଅଂଶ ଭାବେ ମଧ୍ୟ ବହୁତ ଖୁସି ଅନୁଭବ କରୁଛନ୍ତି ।

ଯଦି ଏହି ଭଳି ଭାବରେ କଙ୍ଗ୍ରେଶ ଦଳର ଲୋକଙ୍କ ପପୁଲାରୀଟି ବଢିବାକୁ ଆରମ୍ଭ କରିଥାଏ । ତେବେ ଆଗାମୀ ସମୟରେ କଙ୍ଗ୍ରେଶ ଦଳ ପାଇଁ ବହୁତ ଭଲ ରହିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *