‘ତୁମେ ଦେଖିଲେ ବି ଡରିଯିବ, ଝିଅମାନେ ତ ଖାଲି ଗୋଲାପ ଧରି ଗୋଡାଉଛନ୍ତି, ହେଲେ ମୁଁ ଏମିତି…’: Sura Routray

ନମସ୍କାର ବନ୍ଧୁଗଣ, ବିଧାୟକ ସୁର ରାଉତ ଯାହା କୁହନ୍ତି ସତ କୁହନ୍ତି । ବହୁତ ମଜାଳିଆ ଢଙ୍ଗରେ କଥା କହିଥାନ୍ତି ଜନତାଙ୍କୁ ମିଡିଆ ସାମ୍ନାରେ । ଭାଲେଣ୍ଟାଇନ ଡେ ରେ ଆଜିକାଲି ପୁଅଙ୍କ ବଦଳରେ ଝିଅ ମାନେ ଗୋଲାପ ଧରି ଗୋଡାଉ ଥିବାର କଥା ସୁର ଭାଇ କହିଛନ୍ତି । ଭଲ ପାଅ କିନ୍ତୁ ଫରେନ ଭଳି ପବ୍ଲିକ ସାମ୍ନାରେ  କିସ କର ନାହିଁ ବୋଲି କହିଛନ୍ତି । ତେବେ ଆଉ କଣ ସବୁ କଥା କହିଛନ୍ତି ଆମ ସୁର ଭାଇ ଆସନ୍ତୁ ଜାଣିବା ।

ସୁର ଭାଇ କହିଛନ୍ତି ଏହି ପ୍ରେମ ଦିବସରେ ଭଗବାନ ତମକୁ ଆଖି ଦେଇଛନ୍ତି ଭଲ ପାଅ ସବୁକିଛି ଦେଖ କିନ୍ତୁ ଫରେନ ଭଳି ସମସ୍ତଙ୍କ ସମ୍ମୁଖରେ କିସ ହଗ କର ନାହିଁ । ଆଖି ପାଇଛେ ସବୁ ଦେଖିବା ଉପଭୋଗ କରିବା କିନ୍ତୁ ନିଜେ ଏଭଳି କରିବା ଠିକ ନୁହେଁ ବୋଲି କହିଛନ୍ତି ସୁର ଭାଇ । ଫରେନ ତଥା ୟୁରୋପ, ଆମେରିକାରେ ଯେମିତି କାମୁଡା କାମୁଡି ହେଉଛନ୍ତି ସେହିଭଳି ଆମେ କରିବାନି ।

ଆମେ ଖାଲି ସ୍ନେହ ଦେବା । ସୁର ଭାଇ କହିଛନ୍ତି ଯେଉଁ ପାର୍କ ଯିବ ତମେ ବି ଭୟରେ ପଳାଇ ଆସିବ । ଝିଅମାନେ ସବୁ ହାତରେ ଗୋଲାପ ଧରି ଗୋଡାଇଛନ୍ତି ଦେବା ପାଇଁ ।  ଆଗରୁ ସୁର ଭାଇ ପୁଅ ମାନଙ୍କୁ ଗୋଲାପ ଧରି ଗୋଡେଇବାର ଦେଖୁଥିଲେ କିନ୍ତୁ ସେ ଭୁବନେଶ୍ଵରରେ କାଲି ଝିଅମାନଙ୍କୁ ଗୋଡାଉଥିବାର ଦେଖିଛନ୍ତି ବୋଲି କହିଛନ୍ତି । ପ୍ରେମ ବଢିଆ କିନ୍ତୁ ନିବିଡ ପ୍ରେମ କର ।

ଭଆଁର ଭଳି ଏ ଫୁଲରୁ ସେ ଫୁଲ ପଶନି ବୋଲି ସୁର ଭାଇ କହିଛନ୍ତି । ଯେଉଁଠି ପଶୁନ ଭଲ ରକମରେ ପଶ ସିଲେକସନ କରି ପସିବାର ବାର୍ତ୍ତା ଦେଇଛନ୍ତୁ ଯୁବ ପିଢୀଙ୍କୁ । ସୁର କହିଛନ୍ତି ପ୍ରେମ ଦିବସରେ ଯଦି ସେ ତାଙ୍କ ପତ୍ନୀଙ୍କ ପାଖକୁ ନା ଯାନ୍ତି ତେବେ ତାଙ୍କର ହଜମ ହେବ ନାହିଁ କିମ୍ବା ତାଙ୍କ ପତ୍ନୀଙ୍କର ମଧ୍ୟ ହଜମ ହେବ ନାହିଁ ।

ସୁର ଭାଇ ଯିବା ମାତ୍ରେ ତାଙ୍କ ସ୍ତ୍ରୀଙ୍କ ରୋଗ ଅଧା ଅଭଲ ହେଉଯାଉଥିବା କଥା ସେ କହିଛନ୍ତି । ସୁର ଭାଇ କହିଲେ ଆମ ପ୍ରେମ ଗୁଆଘିଅ । ସୁରଙ୍କ ସଫଳତାର କାରଣ ତାଙ୍କ ସ୍ତ୍ରୀ ବୋଲି ମଧ୍ୟ ସେ କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *