ଘୋଡା ଉପରେ ବସି ବୁଲୁ ବୁଲୁ ହଠାତ ଘୋଡାରୁ ପଡିଗଲେ Sura ଭାଇ, ଭାଇରାଲ ହେଲା ଏହି ମଜାଦାର Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ଲୋକପ୍ରିୟ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ ପର୍ଶନାଲ ଲାଇଫ ଓ ସମାଜସେବା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ସୁର ଭାଇ ହେଉଛନ୍ତି ଜଣେ ମନ ଖୋଲା ଲୋକ ତାଙ୍କ ମନରେ ଯାହା ବି ଥାଏ ସେ ଲୋକମାନଙ୍କ ସାମ୍ନାରେ ନିଜର ପ୍ରତିକ୍ରିୟା ରଖନ୍ତି । ଓଡିଶାରେ ଚାଲିଥିବା କିଛି ଚର୍ଚିତ ମାମଲାକୁ ନେଇ ସୁର ଭାଇ ନିଜର ବୟାନ ଦେଇଥାନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ସୁର ଭାଇଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ସୁର ଭାଇଙ୍କ ଏହି ଭାଇରାଲ ଭିଡିଓ ବିଷୟରେ ।  ବନ୍ଧୁଗଣ ସୁର ଭାଇ ଏହି ଭାଇରାଲ ଭିଡିଓରେ ଗୋଟେ ଧଳା ଘୋଡା ଉପରେ ବସି ବୁଲୁ ଥିବାର ନଜର ଆସୁଛନ୍ତି ।

ସୁର ଭାଇଙ୍କୁ ଘୋଡା ଉପରେ ବସି ବୁଲିବାକୁ ବହୁତ ଭଲ ଲାଗେ ତେବେ ଏହି ଭିଡିଓରେ ସୁର ଭାଇ ଘୋଡା ଉପରେ ବସି ବହୁତ ଅଧିକ ଖୁସି ହେଉଛନ୍ତି ।  ବନ୍ଧୁଗଣ ସୁର ଭାଇଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଆମ ଓଡିଶାରେ ସୁର ଭାଇଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ।

ବନ୍ଧୁଗଣ ସୁର ଭାଇଙ୍କର ଏହି ଭିଡିଓଟି ଲୋକମାନଙ୍କୁ ବେସ ପସନ୍ଦ ଆସିଛି । ସୁର ଭାଇ ସମାଜସେବା କରିବା ସହ ଆମ ଓଡିଆ ଇଣ୍ଡଷ୍ଟ୍ରିରେ କେତେକ ଆଲବମରେ ବି କାମ କରିଛନ୍ତି । ସେ ଅନେକ ଆଲବମରେ ଗୀତ ଗାଇବା ସହ ନିଜ ପତ୍ନୀଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି ।  ସୁର ଭାଇ ନିଜର ଓଡିଆ ଆଲବମ ଗୁଡିକ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।

ହେଲେ ଏବେ ସୁର ଭାଇ ନିଜର ଏହି ଘୋଡା ଚଢିବା ଭିଡିଓ ପାଇଁ ସମସ୍ତ ସ୍ଥାନରେ ଚର୍ଚାରେ ରହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଘୋଡା ଚଢିବା ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଏହା ସହିତ ଆମ ପୋଷ୍ଟକୁ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *