Sura ଭାଇଙ୍କ ଜବରଦସ୍ତ କରୋନା ଥେରାପି ! ଥରେ ଶୁଣନ୍ତୁ ସେ କଣ କହୁଛନ୍ତି, ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କରୋନା ମହାମାରୀ ଏବଂ ହରିଜନ ସମ୍ପ୍ରଦାୟ କୁ ନେଇ କିଛି ବିଶେଷ ମନ୍ତବ୍ୟ ଦେଇଛନ୍ତି, ସୁର ରାଉତରାୟ । ସେ କହିଛନ୍ତି ଯେ ମୁଁ କଣ ଶୁଣିବାକୁ ପାଇଲି ଯଦି ମଇଁଷି ମୁତ୍ର ୫ ଅଥବା ୬ ଥର ହବ ନିଜ ଉପରେ ଢାଳି ହୋଇଯିବ ତେବେ ସେ OMICRON କି CORONA କିଛି ହେବନି । ଏବଂ ଯେତେ ଜାହା କରିଲେ ମୁଁ ଜଟଣୀ ଯିବା ଆସିବା ବେଳେ ଦେଖିଲି ଯେ ଯେଉଁ ଗାଁ ରେ ହରିଜନ ନାହାଁନ୍ତି ସେ ପଞ୍ଚାୟତ ହରିଜନ ହୋଇଛି ।

ସରପଞ୍ଚ ମଧ୍ୟ ହରିଜନ, ସମିତି ମେମ୍ବର ମଧ୍ୟ ହରିଜନ, ସେହି ଏରିଆରେ ୮୦ ପ୍ରତିଶତ ହେଉଛନ୍ତି କେବଳ ଖଣ୍ଡାୟତ ଜାତି । ମାତ୍ର ହରିଜନ ଯେଉଁଠି ମେଜୋରିଟି କଣ ? ଆମ୍ଭର ଦାରୁଦ୍ରାହୀ ଏକ ବିରାଟ ଗାଁ ଅଟେ । ମାତ୍ର ତାକୁ ମଧ୍ୟ ଚେଞ୍ଜ କରି ଦେଇଛନ୍ତି । ଏଭଳି କଣ କରିବା କଥା ? ମାତ୍ର ଆମ୍ଭେ ଏହାକୁ ନେଇ ଆଲିଗେସନ କରିଛୁ ବୋଲି ସୁର ରାଉତରାୟ କହିଛନ୍ତି । ମାତ୍ର ଏହା ବିଜେଡି ପାଇଁ ବହୁତ କ୍ଷତି ହେବ ।

ଆଗରୁ ଯାହା ଥିଲା ବହୁତ ଭଲ ଥିଲା । ମାତ୍ର ବର୍ତ୍ତମାନ ଯାହା କରିଛନ୍ତି ତାଙ୍କର ବହୁତ କ୍ଷତି ହେବ । ମାତ୍ର ତାଙ୍କର ବର୍ତ୍ତମାନ ନବୀନ ବାବୁ ଙ୍କ ବାନର ଚାରିଆଡେ ମରାହୋଇଅଛି । ବର୍ତ୍ତମାନ ଚେଞ୍ଜ ହୋଇଗଲା ଏଣୁ ସେଗୁଡାକ ଅପଦସ୍ତ ହେଲେ ନା ନାହିଁ ? ସେମାନେ ମାସେ ହେଲାଣି ଖାଇବାକୁ ଦେଉଛନ୍ତି । କେଉଁ ଗାଁ ରେ ରୋଷେଇ ବର୍ତ୍ତମାନ ବନ୍ଦ ନାହିଁ ।

ଜାନୁଆରୀ ୧ ରୁ ୫ ମଧ୍ୟରେ ସ୍କୁଲ ଖୋଲା ହେବ । ମାତ୍ର ତାହା ବହୁତ ଭଲ ଅଟେ କାରଣ ଘରେ ପିଲାମାନେ ରହି ବହୁତ ଖରାପ ହୋଇଗଲେଣି । ବର୍ତ୍ତମାନ ଆଉ ସେମାନଙ୍କ ଘରେ ରହିବା ଉଚିତ ନୁହେଁ, ସେମାନେ ଘରୁ ବାହାରନ୍ତୁ, ଚାଲିକି ଯାଇ ସ୍କୁଲ ରେ ପାଠ ପଢନ୍ତୁ । ଏନର୍ଜି ବଢାନ୍ତୁ, ମିଶନ୍ତୁ, ମାତ୍ର ବର୍ତ୍ତମାନ କରୋନା ଭଳି କିଛି ଜିନିଷ ନାହିଁ ।

ମୁଁ ଯାହା ଶୁଣିବାକୁ ପାଇଲି ଯଦି ମଇଁଷି ମୁତ୍ର ୫ ଥର ନିଜ ମୁଣ୍ଡ ଠାରୁ ଆରମ୍ଭ କରି ସମସ୍ତ ଜାଗାରେ ଛିଞ୍ଚି ହେବେ ତେବେ ସେ OMICRON କି CORONA କିଛି ପଶିବନି । ବନ୍ଧୁଗଣ ଏହି ଭଳି ରାଜନୀତି ଏବଂ କିଛି ମଜାଦାର ବିଷୟ କହି ପୁଣିଥରେ ଚର୍ଚ୍ଚାରେ ସୁର ରାଉତରାୟ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *