‘ସୁନ୍ଦର୍ ଝିଅ ଦେଖି ଫସିଗଲି, ବାସର ରାତି ଆଗରୁ ସେ ପର ପୁରୁଷ ସହ ଭିଡିଓ କଲରେ…’ ନିଜ ନବ ବିବାହିତ ପତ୍ନୀ ବିଷୟରେ ଯୁବକ ଜଣକ ଯାହା କହୁଛନ୍ତି ଶୁଣିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ପୁଣି ସାମ୍ନାକୁ ଆସିଛି ଏକ ଲଜ୍ୟାକର ଘଟଣା ଯାହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ଜାଣିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ । ଏହିଭଳି କିଛି ଘଟଣା ଯାହା ଏହି ସଭ୍ୟ ଶିକ୍ଷିତ ସମାଜକୁ ନିମ୍ନଗାମୀ କରି ଦେବା ଭଳି ହୋଇଥାଏ । ତେବେ ଆଜିର ଏହି କଳି ଯୁଗରେ କିଛିବି ଘଟଣା ସମ୍ଭବ ହୋଇ ପାରୁଛି । ଯଦିଓ ଆଜିର ମଣିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ର ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି ।


ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଳାପ ଆଦି ବୃଦ୍ଧି ପାଉଛି । ତେବେ ବର୍ତ୍ତମାନ କିଛି ଏଭଳି ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି । ସେହିପରି ଏକ ଘଟଣା ର ଭିଡ଼ିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଉଠିବେ ।

ତେବେ ବର୍ତ୍ତମାନ ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ । ତେବେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି,ଯେମିତି ଏହି ଘଟଣାରେ ଘଟିଛି । ଏଠାରେ ବାହାଘର ପରେ ନବ ଦମ୍ପତି ଙ୍କ ଭିତରେ ସୃଷ୍ଟି ହୋଇଛି ଫାଟ ସ୍ତ୍ରୀଙ୍କ ନ୍ୟୁଡ କଲ୍ ପାଇଁ । ଆଉ ବାହାଘରର ୨୪ ଘଣ୍ଟା ନପୁରୁଣୁ ଥାନାରେ ପହଞ୍ଚିଲା ମାମଲା ।

ତେବେ ପୁଅର କହିବା କଥା ଯେ ତାଙ୍କ ସ୍ତ୍ରୀ ସେ ଶୋଇବା ସମୟରେ ତାଙ୍କ ଭିଣେଇ ଏବଂ ତାଙ୍କ ଭଉଣୀଙ୍କ ସହ ଭିଡ଼ିଓ କଲରେ କଥା ହଉଥିଲେ । କିନ୍ତୁ କଥା ହେଉଥିବା ସମୟରେ ସେ ତାଙ୍କ ଦେହରୁ ସମସ୍ତ ବସ୍ତ୍ର କାଢି ଦେଇଥିଲେ । ତେବେ ରାତିରେ ବର ବଧୁଙ୍କୁ ଏହି ବିଷୟରେ ପଚାରିବାରୁ ବଧୁ ରାଗିଯାଇ ସକାଳେ ଲିଙ୍ଗରାଜ ମନ୍ଦିରକୁ ଯିବାକୁ କହିଥିଲେ । କିନ୍ତୁ ଭଗବାନଙ୍କ ଦର୍ଶନ କରିବା ବାହାନାରେ ।

ବଧୁ ତାଙ୍କ ଘର ଲୋକଙ୍କୁ ଡାକି ବର ଙ୍କୁ ନିଧୁମ ମାଡ଼ ମାରିଥିଲେ,ଏବଂ ବର ଘର ଲୋକଙ୍କୁ ଧମକ ଭରା କଲ ମଧ୍ୟ ବଧୁ ଘର ଲୋକ କରିଥିଲେ । ପୋଲିସ ପାଖରେ ଏହି ଘଟଣା ପହଞ୍ଚିଥିଲା ଏବଂ ପୁଅ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଝିଅ ସୁନାରୁପା ଏବଂ ଟଙ୍କା ନେଇ ପଳେଇଛି । ତେବେ ବର୍ତ୍ତମାନ ସେହି ଯୁବକ ଜଣକ କହୁଛନ୍ତି କି ସୁନ୍ଦରୀ ଝିଅ ଦେଖି ଫସି ଯାଇଥିଲି ।


କିଛି ବୁଝି ନଥିଲି ତାଙ୍କ ଘର କେଉଁଠି, ବାପା ମାଆ ପରିବାର କଣ ଖାଲି ସୁନ୍ଦରୀ ଦେଖି ବାହା ହୋଇଗଲି ବର୍ତ୍ତମାନ ପଶ୍ଚାତାପ କରୁଛି । ତେବେ ଯେଉଁ ଝିଅକୁ ଭଲ ଭାବି ବାହାଘର କରିଥିଲେ ଏବଂ ସବୁ ଟଙ୍କା ଖର୍ଚ୍ଚ କରିଥିଲେ ସେ ତାହାର ଅସଲି ରୂପ ଦେଖାଇ ଦେଇଥିବାରୁ ସେଥିପାଇଁ ପୁଅ ଘର ଲୋକ ଏବେ ପୋଲିସ ପାଖରେ ନ୍ୟାୟ ମାଗୁଛନ୍ତି । ଏବଂ କେବେ ପୋଲିସ ଝିଅକୁ ଗିରଫ କରିବା ସେ ଆଶାରେ ପୁଅ ଘର ଲୋକ ଅନେଇ ବସିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *