ନିଜ Video ଛାଡି ଆକୁଳ ନିବେଦନ କଲେ Sumit ଙ୍କ ଜେଜେମା’, କହିଲେ ‘ଆମକୁ ଏଠାରୁ ଉଦ୍ଧାର କର, ନହେଲେ…’ ଦେଖନ୍ତୁ Video

ବନ୍ଧୁଗଣ, ସୁଚାନା ଅନୁଯାୟୀ ବ୍ରହ୍ମପୁର ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ପାରିବାରିକ ବିବାଦ ଭିନ୍ନ ମୋଡ ନେବାରେ ଲାଗିଛି । ସୁମିତ ଙ୍କ ଘର ବାରଣ୍ଡା ରେ ଧାରଣା ରେ ବସିଥିଲେ ତପସ୍ଵିନୀ । ଗତକାଲି ତପସ୍ଵିନୀ ଙ୍କ ସପକ୍ଷରେ ବାହାରିଥିଲେ ସହ ସହ ମହିଳା । ଉତ୍ତେଜିତ ମହିଳା ସୁମିତ ଙ୍କ ଘର ଗେଟ ଭାଙ୍ଗି ପଶିଥିଲେ । ମହିଳା ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ଏସ୍ପି କହିଛନ୍ତି । ଧନଜୀବନ ସୁରକ୍ଷା ନିମନ୍ତେ ସୁମିତ ଙ୍କ ବାପା ବ୍ରହ୍ମପୁର ଏସ୍ପି ଙ୍କୁ ଜଣାଇବା ସହିତ ବୈଦ୍ୟନାଥପୁରା ଥାନା ରେ ଅଭିଯୋଗ କରିଛନ୍ତି ।

ମାତ୍ର ବର୍ତ୍ତମାନ ସୁମିତ ଏବଂ ତାଙ୍କ ଜେଜେମା’ ବର୍ତ୍ତମାନ ଭିଡିଓ ଜାରି କରିଥିବା ବେଳେ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ତାଙ୍କ ସ୍ୱାସ୍ଥ୍ୟବସ୍ତା ଖରାପ ଥିବା ଯୋଗୁଁ ଭିଡିଓ ମାଧ୍ୟମରେ ସୁମିତ ଙ୍କ ଜେଜେମା ବିବାସିନୀ ସାହୁ ତାଙ୍କୁ ଉଧାର କହିବା ନିମନ୍ତେ ନିବେଦନ କରିଛନ୍ତି । ମାତ୍ର ତପସ୍ଵିନୀ ଲଗାତାର ଭାବରେ ତାଙ୍କ ଜିଦ ରେ ଅଟଳ ରହିଛନ୍ତି ।

ବର୍ତ୍ତମାନ ମହିଳା ମାନଙ୍କ ସହାୟତା ରେ ତପସ୍ଵିନୀ ବର୍ତ୍ତମାନ ନିଜ ଶଶୁର ଘର ଭିତରେ ବସି ପାରିଛନ୍ତି । ତପସ୍ଵିନୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଯେ ସେ ବର୍ତ୍ତମାନ ଶୀତଦାଉରୁ ରକ୍ଷା ପାଇବେ, ଟିକେ ଭଲରେ ରହିପାରିବେ । କିନ୍ତୁ ସୁମିତ ଙ୍କ ଜେଜେମା କିଛି ଏହିଭଳି କହିଛନ୍ତି, ବିବାସିନୀ ସାହୁ କହିଛନ୍ତି ଯେ, କାଲି ତପସ୍ଵିନୀ ଦାସ, ପ୍ରମିଳା ତ୍ରିପାଠୀ ଏବଂ ବହୁତ ଲୋକ ଆସି ହୋହାଲା କରି ଆମର ଗେଟ ଭାଙ୍ଗି ମତେ ତାଲା ପକାଇ ଭିତରେ ରଖିଛନ୍ତି ।

ମୁଁ ବହୁତ ଅସୁସ୍ଥ ଅଛି, ମତେ ଏଠାରୁ ତଥା ଆମ୍ଭ ଘରକୁ ସମସ୍ତେ ଉଦ୍ଧାର କରନ୍ତୁ । ବର୍ତ୍ତମାନ ଆମ୍ଭେ ସମସ୍ତେ ଅସୁସ୍ଥ ଅଛୁ । ମାତ୍ର ବର୍ତ୍ତମାନ କିଏ କାହାକୁ ଉଦ୍ଧାର କରିବ ତାହା ପ୍ରଶ୍ନବାଚୀ ସାଜିଛି ?  କାରଣ ଗୋଟିଏ ପଟରେ ସୁମିତ ର ଜେଜେମା ଭିଡିଓ ଜାରି କରି ଅସୁସ୍ଥ ଅଛନ୍ତି ଉଦ୍ଧାର କର କହିବା ସମସ୍ୟାରେ ଅନ୍ୟ ପଟରେ ଆଇନ ର ଯେଉଁ ରହିଛି ବିଧି ବ୍ୟବସ୍ଥା, ସେହି ଭିତରେ ଛନ୍ଦି ହେଇଛନ୍ତି ତପସ୍ଵିନୀ ।

ସେ ମଧ୍ୟ କହୁଛନ୍ତି ସେଥିରୁ ମୁକୁଳିବା ନିମନ୍ତେ ଅର୍ଥାତ ଉଦ୍ଧାର ତଥା ନ୍ୟାୟ ପାଇବା ନିମନ୍ତେ । ବନ୍ଧୁଗଣ ଏହି ବିବାଦପୂର୍ଣ୍ଣ ବିଷୟ ପ୍ରତି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଫାଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *