Sumit ଫେରାର ହେବା ପରେ Tapaswini କାନ୍ଦି କାନ୍ଦି କହିଲେ ନିଜର ଦୁଃଖ, କହିଲେ ‘ମୁଁ ବାରଣ୍ଡାରେ ଶୋଉଥିଲି ଆଉ ସେ ମତେ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ତପସ୍ଵିନୀ କହିଛନ୍ତି ଯେ, ୭ ଦିନ କୋର୍ଟ ଅଡର ଦେଇଥିଲେ, ମତେ ଏବଂ ସୁମିତ କୁ ମିଶିକି ରହିବା ନିମନ୍ତେ । ପ୍ରଥମ ଦିନ ରାତିରେ ସେ ମୋ ସହିତ ରହିଲେ । ଦ୍ଵିତୀୟ ଦିନ ୧୧ ଟା ପର୍ଯ୍ୟନ୍ତ ମଧ୍ୟ ସେ ରହିଛନ୍ତି । ୧୧ ଟା ପରେ ସେ ବାହାରକୁ ଯାଇ କାହା ସହିତ କଥା ହେଲେ, କଥା ହେବା ପରେ ସୁମିତ କହିଲେ, ମୁଁ ରୁମ କୁ ଆଉ ଆସିବି ନାହିଁ । ଏହାପରେ ତପସ୍ଵିନୀ ପଚାରିଲେ କାହିଁକି ଆସିବା ନାହିଁ ?

ସୁମିତ କହିଲେ ଯେ ମୁଁ କିଛି ସମୟ ପାଇଁ ବାହାରେ ବସିବି । ଏହିଭଳି କହି ରାତିରେ ସେ ଆଉ ଆସିଲେ ନାହିଁ । ଏହାପରେ ବାରଣ୍ଡା ରେ ସେ ଶୋଇଥିଲେ ମୁଁ ମଧ୍ୟ ତାନକ ପାଖରେ ବାରଣ୍ଡା ରେ ଯାଇ ଶୋଇଲି ବୋଲି କହିଲେ ତପସ୍ଵିନୀ । ସେତେବେଳେ ମଧ୍ୟ ସୁମିତ ଅଡର କୁ ମାନିଲେ ନାହିଁ ମିଶିକି ରହିବା ପାଇଁ । କିନ୍ତୁ ସେ ଭଲରେ କଥା ହେଉଥିଲେ । ଖାଇବା ପିଇବା ମଧ୍ୟ ମିଶି କରୁଥିଲୁ ।

କଫି କଥା ମଧ୍ୟ ପଚାରୁଥିଲେ । କେୟାର ମଧ୍ୟ ନେଉଥିଲେ । ମାତ୍ର କାଲୀ ଯେତେବେଳେ ଅଡର ବାହାରିଲା ଯେ ମତେ ନେଇ ରଖିବେ ଆମ୍ଭେ ଗୋଟେ ରୁମ ରେ ଏକାଠି ରହିବୁ ଘର ଭଡା ନେଇ, ଏହାପରେ ସେ ସୁମିତ ସବୁଦିନ ୧୧ ଟାରେ ଜାଆନ୍ତି ହସ୍ପିଟାଲ କୁ ଏବଂ ରାତି ୮ ଟା ଅଥବା ୯ ଟା ରେ ଫେରନ୍ତି ।

ମାତ୍ର ସେ ଦିନ ସକାଳ ୯ ଟାରେ ଯାଇଥିଲେ, ୭ ଟାରେ କାର କୁ ଡକାଇଥିଲେ, ମାତ୍ର ଯେତେବେଳେ ସୁମିତ ଅଡର କଥା ଶୁଣିଲେ, ସେ କହିଲେ ନାଇଟ ଡ୍ୟୁଟି ଅଛି ବୋଲି । ଏହିଭଳି କିଛି କଥା ତପସ୍ଵିନୀ କହିଛନ୍ତି । ବର୍ତ୍ତମାନ ପ୍ରଶ୍ନ ହେଉଛି ସୁମିତ କାହିଁକି ଫେରାର ହେଲେ । କୋର୍ଟ ର ନିଷ୍ପତ୍ତି କୁ ମାନ୍ୟତା ଦେବେ ବୋଲି କହିଥିଲେ ସୁମିତ ଏବଂ ତାଙ୍କ ପରିବାର ଲୋକେ ।

ମାତ୍ର ଅଚାନକ ଭବାରେ ଏଭଳି ଫେରାର ହେବା ପଚରା କାରଣ କଣ ହୋଇପାରେ ? ଆଶ୍ଚର୍ଯ୍ୟ ର ବିଷୟ ପାଲଟିଥିବା ବେଳେ ଏହା ତପସ୍ଵିନୀ ଙ୍କ ଶଶୁର ର ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ତପସ୍ଵିନୀ । ଓଡିଶା ବାସୀ ବର୍ତ୍ତମାନ ଅପେକ୍ଷାରେ ଏହା ପରବର୍ତ୍ତୀ ପରିଣାମ କଣ ହେଉଛି ? ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *