“ସୁମିତ ଡାକ୍ତର ନୁହେଁ ସେ ଗୋଟେ ମୂର୍ଖ, Tapaswini କୁ ସେ…’ Tapaswini ପ୍ରତି ଅନ୍ୟାୟ ସହି ପାରିଲେନି ଏହି ମାଉସୀ, ଯାହା କହିଲେ ନା ଶୁଣି ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନ ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ ରେ ଚିନ୍ତିତ ହୋଇ ମୁହଁ ଖୋଲିଛନ୍ତି ବରମପୁର ର ବାସିନ୍ଦା । ସୁମିତ ଘର ପାଖର ଜଣେ ମାଉସୀ ଦୀର୍ଘ ଦିନ ଧରି ଏସବୁ ଦୃଶ୍ୟ ଦେଖି ଦେଖି ଆଜି ଗଣ ମାଧ୍ୟମ ଆଗରେ ମୁହଁ ଖୋଲି କହିଛନ୍ତି ଯେ,- ସୁମିତ ଜଣେ ଡାକ୍ତର ନୁହେଁ ସେ ଜଣେ ମୂର୍ଖ । ଆଜିଭଳି ଦିନରେ ଜଣେ ଜରିଗୋଟାଳି ହେଲେ ମଧ୍ୟ ଜରି ଗୋଟାଇ ସାରି ନିଜ ଘରକୁ ତଥା ନିଜ ସ୍ତ୍ରୀ ପାଖକୁ ଆଗେ ଆସେ ।

ମାତ୍ର ସୁମିତ ନିଜ ବାପା ତଥା ମା’ ଙ୍କ ଭରଣ ରେ ବାଟ ଚାଲୁଅଛି । ତାଙ୍କ ବାପା ମା’ ଜେଭଳି କହୁଛନ୍ତି ସେ ସେହିଭଳି କାର୍ଯ୍ୟ କରୁଛି । ମାତ୍ର ତପସ୍ଵିନୀ ତାଙ୍କ ଘରର ବୋହୂ, କିନ୍ତୁ ମୋର ଝିଅ ଏବଂ ତୁମ୍ଭ ମାନଙ୍କ ଭଉଣୀ ବୋଲି ଚିନ୍ତା କର । ମାତ୍ର ଝିଅ କୁ ଯଦି ଆମ୍ଭେ ୫ ମିନିଟ ଦାଣ୍ଡ ରେ ଛିଡା ହେବାର ଦେଖୁ ତେବେ ଝିଅ କୁ ଡାକି ଘରକୁ ଆସିବା ପାଇଁ କହିଥାଉ । କିନ୍ତୁ ଆଜି ତାଙ୍କ ଘରର ବହୁ ଯଦି ମାସେ ହେବ ରାସ୍ତାରେ ବସିଛି ଶାଶୁ ଶଶୁର ର ବିବେକ ନାହିଁ ?

କିଛି ଲୋକ ଙ୍କ କହିବା ଅନୁସାରେ ସୁମିତ ଙ୍କ ବାପା ର ବହୁତ ଲମ୍ବାହାତ ଅଛି ସେ ସେଥିପାଇଁ ଏଭଳି କରୁଛି । ଆଉ ଆମ୍ଭ ମାନଙ୍କ ର କଣ ହାତ ନାହିଁ କି ? ଜଗତର ନାଥ ଜଗନ୍ନାଥ ଙ୍କର ହାତ ନଥାଇ ସେ ସଂସାର କୁ ଚଳାଉଛନ୍ତି, ଆଉ ଆମ୍ଭେ ମନୁଷ୍ୟ କାହିଁକି ପାରିବୁନି ? ଭଗବାନ ଆମ୍ଭକୁ ଗୋଡ, ହାତ, କଥା କହିବାକୁ ପାଟି ଦେଇଛନ୍ତି ସେତିକି ଦେଖିକି ପିଲାକୁ ଘରକୁ ନେବା କଥା ।

ମାସେ ହେଲା ରଖିଲ ସ୍ଵାମି ସ୍ତ୍ରୀ ଭାବରେ ନିଜ ଘରେ ଫୋନ କରି ଆଣି ରଖିଲ । ଏବଂ ପୁନ୍ନର୍ବାର ସେ ବର୍ତ୍ତମାନ ଯାଇ ରୋଡ ରେ ବସିବ ? ମାତ୍ର ଆମ୍ଭର ଆଇନ ବ୍ୟବସ୍ଥା ସଠିକ ନାହିଁ ତେଣୁ ଏଭଳି ହେଉଛି । କିଏ ପୋଲିସ ତଥା ଓକିଲ କୁ ଗୁସ ଦେଇ ମାମଲାକୁ ଦାବିବାକୁ ବସିଛନ୍ତି । କିନ୍ତୁ ଏଭଳି ଶାସନ ହେଲେ ଜନସାଧାରଣଙ୍କର ଆଇନ ପ୍ରତି ବିଶ୍ଵାସ ସଂପୂର୍ଣ୍ଣ ଭାବରେ ଉଠିଯିବ ।

ଆହୁରି ମଧ୍ୟ ମାଉସୀ କହିଛନ୍ତି ଯେ ମତେ ୭୫ ବର୍ଷ ବୟସ ହେଲାଣି ଆଜି ମୁଁ ଏସବୁ ଦେଖି ରହି ପାରିଲିନି ପଦାକୁ ଆସିଲି, ଆହୁରି ମଧ୍ୟ ଦରକାର ପଡିଲେ ସୁମିତ ଙ୍କ ଘର ଭାଙ୍ଗି ଘରେ ପଶିଯିବୁ । ଏହିଭଳି ପ୍ରତିବାଦ କରି ତପସ୍ଵିନୀ ସପକ୍ଷରେ ସ୍ଵୋର ଉଠାଇଛନ୍ତି ଜଣେ ବୟସ୍କ ମହିଳା । ବନ୍ଧୁଗଣ ଏହି ବିବାଦ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *