Tarang ଟିଭି ର ଲୋକପ୍ରିୟ ସିରିୟାଲ ‘ତାରିଣୀ ଆଖିର ତାରା’ ର ତାରିଣୀ (Suman Pattnaik) ଙ୍କ ପ୍ରକୃତ ଘର ଓ ପରିବାର !

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ ସିରିୟଲ ଅଛି ଯାହାକୁ ପ୍ରାଏ ଦର୍ଶକେ ଦେଖିବାକୁ ପସନ୍ଦ କରିଥାନ୍ତି । ନିଜ ମନ ପସନ୍ଦ ର ନାୟକ ତଥା ନାୟିକା ମାନଙ୍କୁ ଦେଖିବା ପାଇଁ ଘରର ସମସ୍ତ କାମ ସାରି ଅପେକ୍ଷା କରିଥାନ୍ତି । ଆଜି ଆମ୍ଭେ ଓଡିଆ ଇଣ୍ଡଷ୍ଟ୍ରୀ ର ସିରିୟଲ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଆପଣଙ୍କ ମନଲାଖି ସିରିୟଲ ଆପଣମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରିଣୀ ଆଖିର ତାରା ସିରିୟଲ ଟିକୁ ନିଶ୍ଚିତ ଦେଖୁଥିବେ ।

ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ତାରିଣୀ ଙ୍କୁ ମଧ୍ୟ ବହୁତ ଭଲ ପାଇବା ଦେଉଥିବେ । ଆପଣମାନେ ଜାଣିଛନ୍ତି କି ଏହି ଅଭିନେତ୍ରୀଙ୍କ ପ୍ରକୃତ ଘର କେଉଁଠି ? ଏବଂ ତାଙ୍କର ପ୍ରକୃତ ପରିବାର ରେ କେଉଁ କେଉଁ ମାନେ ଅଛନ୍ତି ? ଏମିତିକି ସେ ଆକ୍ଟିଙ୍ଗ ଛଡା ଅନ୍ୟ କଣ କରନ୍ତି ? ଏବଂ ଗୋଟିଏ ଦିନରେ ଆକ୍ଟିଙ୍ଗ କରିବା ପାଇଁ କେତେ ଟଙ୍କା ନିଅନ୍ତି ? ଏମିତି ବହୁତ କିଛି ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ତେବେ ଚାଲନ୍ତୁ ତାରିଣୀଙ୍କ ବିଷୟରେ ବିସ୍ତାର ଭାବେ ଜାଣିବା ।

ଆପଣଙ୍କ ପ୍ରିୟ ଅଭିନେତ୍ରୀ ତାରିଣୀ ଙ୍କ ପ୍ରକୃତ ନାମ ହେଉଛି ସୁମନ ପଟ୍ଟନାୟକ । ଏବଂ ତାଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ୱର । ତାଙ୍କ ପରିବାର ରେ ତାଙ୍କ ବାପା, ମା’ ଏବଂ ଜଣେ ବଡ଼ ଭଉଣୀ ଏବଂ ଜଣେ ସାନ ଭାଇ ଙ୍କୁ ନେଇ ସେ ପରିବାର ସହ ଭୁବେଶ୍ଵରରେ ରହୁଛନ୍ତି ।

ଆପଣ ମାନେ ମଧ୍ୟ ଜାଣିଥିବେ ଅଭିନେତ୍ରୀ ତାରିଣୀ ୨୦୧୮ ମସିହାରେ ରଜକ୍ୱିନ ର ୱିନର ମଧ୍ୟ ଅଟନ୍ତି । ଏବଂ ଆପଣ ମାନେ ମଧ୍ୟ ଜାଣି ନଥିବେ ଅଭିନେତ୍ରୀ ତାରିଣୀ ଯେତେବେଳେ ଗ୍ରାଜୁଏସନ ସମାପ୍ତ କଲେ ପ୍ରଥମ ଥର ପାଇଁ ଆକ୍ଟିଙ୍ଗ ଲାଇନ ରେ ପାଦ ଥାପିଥିଲେ ।

ଏବଂ ଏହି ଆକ୍ଟିଙ୍ଗ ଲାଇନ ରେ ସେ ଧିରେ ଧିରେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢିବା ସହିତ ଆଜି ସେ “ତାରିଣୀ ଆଖିର ତାରା” ସିରିଏଲ ର ମୁଖ୍ୟ ଭୂମିକା ଭାବେ ଅଭିନୟ କରୁଛନ୍ତି । ଏବଂ ସେହି ସିରିଏଲ ର ଗୋଟିଏ ଦିନର ସୁ-ଟି-ଙ୍ଗ ପାଇଁ ତାରିଣୀ ୬୦୦୦ ଟଙ୍କା ମଧ୍ୟ ଦରମା ନେଉଛନ୍ତି । ତେବେ ଆପଣଙ୍କୁ ଏହି ସିରିୟଲ ଟି କିଭଳି ଲାଗେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *