Hema Malini ଙ୍କ ଆଗରେ Subhash Ghai କରିଦେଲେ କିଛି ଏମିତି ଡିମାଣ୍ଡ କି ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଲେ Dharmendra

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଧର୍ମେନ୍ଦ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଧର୍ମେନ୍ଦ୍ର ଓ ବଲିଉଡ ଅଭିନେତ୍ରୀ ହେମା ମାଳିନୀଙ୍କ ଯୋଡି ସାରା ଭାରତରେ ବହୁତ ଲୋକପ୍ରିୟତା ହାସଲ କରିଛି । ଏହି ଦୁଇଜଣ ଏକା ସହ ଅନେକ ଫିଲ୍ମରେ କାମ କରିଛନ୍ତି । ବିବାହିତ ହୋଇ ମଧ୍ୟ ଧର୍ମେନ୍ଦ୍ର ଅଭିନେତ୍ରୀ ହେମା ମାଳିନୀଙ୍କ ସହ ଦ୍ଵିତୀୟ ବିବାହ କରିଛନ୍ତି ।

ଧର୍ମେନ୍ଦ୍ର ଓ ହେମା ମାଳିନୀ ଉଭୟ ନିଜ ସମୟରେ ବହୁତ ସୁପର ହିଟ ଫିଲ୍ମରେ କାମ କରି ସୁନାମ ଅର୍ଜନ କରିଛନ୍ତି । ଏହି ଦୁଇଜଣ ୧୯୮୦ ମସିହାରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ବନ୍ଧୁଗଣ ଧର୍ମେନ୍ଦ୍ର ଜଣେ ଅଭିନେତା ରୂପରେ ବହୁତ ଶାନ୍ତ ସ୍ଵଭାବର ମଣିଷ ଅଟନ୍ତି । ହେଲେ ଯଦି ସେ ରା-ଗି-ଯିବେ ତା ହେଲେ ସେ ତମାସା କରିଦେବେ । ଏହି ପରିକା କିଛି ଘ-ଟ-ଣା ସୁଭାଷ ଘଇଙ୍କ ସହ ହୋଇଥିଲା ।

ସୁଭାଷ ଘଇ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ନିର୍ଦେଶକ । ହେଲେ ଗୋଟେ ସମୟରେ ଧର୍ମେନ୍ଦ୍ର ସୁଭାଷଙ୍କୁ ଚାପୁଡା ମାରିଥିଲେ ଓ ଏହାର କାରଣ ଥିଲେ ହେମା ମାଳିନୀ ।୧୯୮୦ ମସିହାରେ ଧର୍ମେନ୍ଦ୍ର ଓ ହେମା ବିବାହ କରିବା ପରେ ୧୯୮୧ ମସିହାରେ ହେମ ମହିଳିନୀ ‘କ୍ରୋଧୀ’ ଫିଲ୍ମରେ କାମ କରିଥିଲେ । ଏହି ଫିଲ୍ମରେ ହେମା ମାଳିନୀଙ୍କ ସହ ଶଶି କପୁର ଓ ଧର୍ମେନ୍ଦ୍ରଙ୍କ ପରି କେତେକ ଦିଗଜ ଅଭିନେତା ନଜର ଆସିଥିଲେ ।

ଫିଲ୍ମରେ ହେମାଙ୍କୁ ବିକିନି ପିନ୍ଧି ଏକ ସିନ କରିବାର ଥିଲା । ସେହି ସମୟରେ ସୁଭାଷ ହେମାଙ୍କୁ ବିକିନି ସିନ ସୁ-ଟ କରିବା ପାଇଁ କହିଥିଲେ । ହେଲେ ହେମା ଏହି ସିନ କରିବା ପାଇଁ ସିଧା ମନା କରିଥିଲେ । ସେତେବେଳେ ସୁଭାଷ କହିଲେ, ଏହି ସିନଟି ସ୍ଵୀମିଙ୍ଗ ପୁଲରେ ସୁ-ଟ ହେଉଛି ତେଣୁ ଏଥିପାଇଁ ଆପଣଙ୍କୁ ବିକିନି ପିନ୍ଧିବାକୁ ପଡିବ । ସୁଭାଷ ହେମାଙ୍କୁ ମନେଇବା ପାଇଁ ବହୁତ ଚେଷ୍ଟା କରିଥିଲେ ହେଲେ ହେମା ମାନି ନଥିଲେ । ହେଲେ ହେମା ସେହି ସମୟରେ ବିକିନିକୁ ଛାଡି ଅନ୍ୟ ରିଭିଲିଙ୍ଗ ଡ୍ରେସ ପିନ୍ଧିବାକୁ ମାନି ଯାଇଥିଲେ ।

ଏହା ପରେ ସେହି ସିନକୁ ଏକ ରିଭିଲିଙ୍ଗ ଡ୍ରେସରେ ସୁ-ଟ କରଯାଇଥିଲା । ହେଲେ ଯେତେବେଳେ ଏହି କଥା ବିଷୟରେ ଧର୍ମେନ୍ଦ୍ର ଜାଣିଲେ ସେତେବେଳେ ସେ କ୍ରୋ-ଧ-ରେ ଆସି ତ-ମା-ସା କରିଥିଲେ । ଧର୍ମେନ୍ଦ୍ର ଯେତେବେଳେ ଜାଣିଲେ ଯେ, ସୁଭାଷ ହେମାଙ୍କୁ ବାରମ୍ବାର ବିକିନି ପିନ୍ଧିବା ପାଇଁ କହୁଛନ୍ତି ସେତେବେଳେ ଧର୍ମେନ୍ଦ୍ର ସୁ-ଟି-ଙ୍ଗ ସେଟକୁ ଯାଇ ସୁଭାଷଙ୍କ ଉପରେ ଚା-ପୁ-ଡା-ର ବର୍ଷଣ କରିଥିଲେ । ଏହା ପରେ ଫିଲ୍ମ ନିର୍ମାତା ରଞ୍ଜିତ ବୀଜ ଏହି ମା-ମ-ଲା-କୁ ଶାନ୍ତ କରେଇଲେ ଯାହାଫଳରେ ଧର୍ମେନ୍ଦ୍ରଙ୍କ କ୍ରୋ-ଧ ଥଣ୍ଡା ହୋଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଧର୍ମେନ୍ଦ୍ର ଓ ହେମାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *