କୋଟିଏ ଟଙ୍କାର ଷ୍ଟାଇଲିସ ଗାଡିରେ ବସି ରାଜା ବେଶରେ ପ୍ରେମିକା ପ୍ରେରଣାଙ୍କ ଘରକୁ ବରଯାତ୍ରୀ ନେଇ ଗଲେ Aswini, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ଆପଣ ମାନେ ଏହା ଜାଣିଥିବେ ଯେ ଅଶ୍ଵିନୀ ଏବଂ ପ୍ରେରଣା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ତେବେ ନିଜ ପ୍ରେମିକା କୁ ବିବାହ କରି ଅଶ୍ଵିନୀ ବହୁତ ଖୁସି ଥିବାର ନଜର ଆସିଥିଲେ । ଅଶ୍ଵିନୀ ଏକ ଷ୍ଟାଇଲିସ ଗାଡି ରେ ବସି ପ୍ରେରଣା କୁ ବିବାହ ନିମନ୍ତେ ଯାଇଥିଲେ । ସେହି ଗାଡି ଟି ଦେଖିବାକୁ ବହୁତ ସୁନ୍ଦର ହୋଇଥିଲା । ଧଳା ରଙ୍ଗ ର ଷ୍ଟାଇଲିସ ଗାଡିରେ ସୁନ୍ଦର ଭାବରେ ଫୁଲ ସଜାହୋଇଥିଲା ।

ଏହା ବେସ ମନରୋଞ୍ଜକ ଲାଗୁଥିଲା ଦେଖିବାକୁ । ତେବେ ପ୍ରେରଣା ନିଜ ବିବାହ କୁ ନେଇ କିଛି ଏଭଳି କହିଥିଲେ,- ବିବାହ କୁ ନେଇ ତାଙ୍କୁ ବହୁତ ଖୁସି ଲାଗୁଛି ତଥା ପରିବାର ଭିତରେ ରହି ବିବାହ କରିବାକୁ ବେସ ଖୁସି ଲାଗୁଛି । ସେ କହିଥିଲେ ଯେ ଅପେକ୍ଷା ଆଦୌ ନଥିଲା ଘରେ ଯେଉଁ ଅନୁସାରେ ତାରିଖ ଠିକ କରିଲେ ସେହିଭଳି ଭାବରେ ବିବାହ ହେଲା ।

ଭଗବାନ ଙ୍କ ଆଶୀର୍ବାଦ ଏବଂ ଭଲ ପାଇବା ଯୋଗୁଁ ବର୍ତ୍ତମାନ ଆମେ ଦୁହେଁ ଏଭଳି ଭାବରେ ସାଥ ରହି ଆସିଛୁ ବୋଲି କହିଲେ ଅଶ୍ଵିନୀ । ତେବେ ବିବାହ କରିବାକୁ ଅଶ୍ଵିନୀ ଯାଉଥିବା ବେଳେ ଷ୍ଟାଇଲିସ ଗାଡିରେ ବେସ ଭିନ୍ନ ଲାଗୁଥିଲେ । ବନ୍ଧୁ ପରିବାର ଲୋକେ ମଧ୍ୟ ଦେଖି ବହୁତ ଖୁସି ଥିଲେ । ଅଶ୍ଵିନୀ ଏବଂ ପ୍ରେରଣା କୁ ଙ୍କ ତ ଆପଣ ମାନେ ଟିଭି ରେ ଆଙ୍କରିଙ୍ଗ କରିଥିବାର ଦେଖିଥିବେ ।

ଉଭୟ ଅନେକ ଆଲବମ ଗୀତରେ ମଧ୍ୟ ଅଭିନୟ କରିଛନ୍ତି । ଏହା ସହିତ କିଛି ବିଶେଷ ଚଳଚିତ୍ର ଏବଂ ସିରିୟଲରେ ମଧ୍ୟ ଉଭୟ ଅଭିନୟ କରିଥିବାର ନଜର ଆସିଥିଲେ । ଅଶ୍ଵିନୀ ଏବଂ ପ୍ରେରଣା ଙ୍କ ଫ୍ୟାନ୍ସ ମାନେ ମଧ୍ୟ ଉଭୟଙ୍କ ବିବାହ କୁ ନେଇ ବେସ ଖୁସି ଥିବାର ନଜର ଆସିଛନ୍ତି । ସୋ-ସି-ଆ-ଲ ମି-ଡି-ଆ ରେ ଉଭୟ ଙ୍କ ବିବାହ ଫୋଟୋ ଭାଇରାଲ ହେବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କର ଶୁଭେଛା ର ସୁଅ ଛୁଟିଛି ।

ଓଡିଆ ଇଣ୍ଡଷ୍ଟ୍ରୀ ର ଏହି କ୍ୟୁଟ ଯୋଡି ଅନେକ ଦିନରୁ ପ୍ରେମ ସମ୍ବନ୍ଧରେ ଥିଲେ । ବନ୍ଧୁତା ପରେ ପ୍ରେମ ଏହାପରେ ଘରଲୋକ ଙ୍କ ସହାନୁମତିରେ ଉଭୟ ବିବାହ ନିମନ୍ତେ ନିଷ୍ପତ୍ତି ନେଲେ । ତେବେ ଆଜି ତାଙ୍କ ପାଇଁ ବେସ ଖୁଶିର ଦିନ ଅଟେ । ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଯେ ଉଭୟଙ୍କର ବୈବାହିକ ଜୀବନ ସୁଖମୟ ହେଉ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *