ସ୍ତ୍ରୀ ଓ ପୁଅ ଙ୍କ ସହ ମିଶି କିପରି ଜନ୍ମଦିନ ପାଳନ କଲେ ଓଡିଆ ହୀରୋ Deepak

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତାକୁ ହାସଲ କରିଛନ୍ତି । ଆମ ଅଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ମଧ୍ୟ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ଦୀପକ । ଆପଣ ମାନେ ସମସ୍ତେ ଦୀପକଙ୍କର ବହୁତ ଆଲବମ ସଙ୍ଗକୁ ନିଶ୍ଚୟ ଦେଖିଥିବେ ।


ବନ୍ଧୁଗଣ ଏହି କିଛି ଦିନ ହେବ ଦୀପକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି, କାରଣ ଏହି କିଛି ଦିନ ପୂର୍ବରୁ ଦୀପକଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଦୀପକଙ୍କ ଜନ୍ମ ଦିନ କିପରି ପାଳନ ହେଲା ତାହା ବିଷୟରେ କହିବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ପିଲା ବେଳରୁ ଦୀପକଙ୍କୁ ଅଭିନୟରେ ବହୁତ ରୁଚି ଥିଲା । ସେ ଭଲ ଅଭିନୟ ସହିତ ଭଲ ଡ୍ୟାନ୍ସ ମଧ୍ୟ କରୁଥିଲେ । ଦୀପକ ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ଅଲିଉଡରେ ପାଦ ଦେଇଥିଲେ ।

ସେ ପ୍ରଥମେ ଏକ ଆଲବମ ଗୀତରେ ଡ୍ୟାନ୍ସ କରିଥିଲେ  । ତାଙ୍କର ପ୍ରଥମ ଆଲବମ ଗୀତରେ ସୁପର ହିଟ ହୋଇଥିଲା  । ଏହାପରେ ବନ୍ଧୁଗଣ ଦୀପକ ଗୋଟେ ପରେ ଗୋଟେ ସୁପର ହିଟ ଆଲବମ କରିଚାଲିଥିଲେ । ଅଲିଉଡ ଇଣ୍ଡଷ୍ଟ୍ରିରେ ସେ କେତେକ ଆଲବମ କରିବା ପରେ କେତେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଦର୍ଶକ ମାନଙ୍କୁ ଦୀପକଙ୍କ ଷ୍ଟାଇଲ ଓ ଅଭିନୟ ବହୁତ ଅଧିକ ପସନ୍ଦ ଆସେ ।

ଦୀପକ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରି ସଫଳତା ପାଇଛନ୍ତି । ବନ୍ଧୁଗଣ ଦୀପକ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏହାର କାରଣ ହେଉଛି ଗତ ଦୁଇ ଦିନ ତଳେ ଦୀପକଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା । ବନ୍ଧୁଗଣ ଦୀପକଙ୍କ ଜନ୍ମ ଦିନରେ ତାଙ୍କର ପରିବାର ଲୋକଙ୍କ ସହ କେତେକ ବଡ ବଡ କଳାକାର ମାନେ ସେହି ସ୍ଥାନରେ ଉପସ୍ଥିତ ଥିଲେ ।


ଦୀପକ ନିଜ ଜନ୍ମ ଦିନକୁ ବହୁତ ଧୁମଧାମରେ ପାଳନ କରିଥିଲେ । ସୋସିଆଲ ମିଡିଆରେ ଦୀପକଙ୍କ ଜନ୍ମ ଦିନରେ ଚର୍ଚା ବହୁତ ହେଉଛି । ଦୀପକଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଶୁଭେଛା ଜଣାଇଛନ୍ତି ଓ ଦୀପକଙ୍କ ଜନ୍ମ ଦିନର ଫଟୋରେ ବହୁତ ଭଲ ଭଲ କମେଣ୍ଟ ଛାଡି ସେୟାର କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କୁ ଯଦି ଆଲବମ ଅଭିନେତା ଦୀପକ ଭଲ ଲାଗିଥାନ୍ତି, ତା ହେଲେ ଆମ ଚ୍ଯାନେଲକୁ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *