ସ୍ତ୍ରୀଙ୍କ ପାଇଁ ଅଡ଼ୁଆରେ ସ୍ବାମୀ ! ଅଡ଼ୁଆରେ ପକାଇଦେଲା 6 ଲକ୍ଷ ଟଙ୍କା…

ନମସ୍କାର ବନ୍ଧୁଗଣ । ଭିଜିଲାନ୍ସ କବଜା ରେ ଅବକାରୀ ବିଭାଗର ଅଧିକାରିଣୀ । ଅଡୁଆରେ ପକାଇ ଦେଲା ୬ ଲକ୍ଷ ଟଙ୍କା । ରାୟଗଡା ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ନିନା ବେଉରା ଙ୍କ ବାପା ଘରେ ଏବଂ ଶାଶୁ ଘରେ ଭିଜିଲାନ୍ସ ଆରମ୍ଭ କରିଛି ଛାଁଭିନ । ଭିଜିଲାନ୍ସ ପଞ୍ଚା କୁ ସ୍ତ୍ରୀ ଆସିବା ପରେ ପୋଲି ସ ସ୍ବାମୀଙ୍କ ପାଇଁ ବଢୁଛି ଅଡୁଆ । ନିନାଙ୍କ ଭୁବନେଶ୍ଵର ପଳାଶପାଲି ସ୍ଥିତ ବାପ ଘରେ ଭିଜିଲାନ୍ସ ତନ ତନ କରି ଅଜାଞ୍ଚ କରି ସୁନା ବିସ୍କୁଟ ସହ ସୁନା ଗହଣା ଜବତ କରିଛି ।

ନା ଙ୍କ ସ୍ଵାମୀ ମାହାଙ୍ଗା ଥାନାରେ IIC ଅଛନ୍ତି । ସ୍ତ୍ରୀ ନିନା ଏତେ ଟଙ୍କା କେଉଁଠୁ ଆଣିଲେ ଓ କୁଆଡେ ନେଇ ଯାଉଥିଲେ ଏ ନେଇ ସ୍ଵାମୀ ଇଛି ଜାଣି ନାହାନ୍ତି ବୋଲି କହିଛନ୍ତି । ଏ ସବୁ ଲାଞ୍ଚ ଟଙ୍କା ନୁହେଁ ତ ସବୁଠାରୁ ବଡ ପ୍ରଶ୍ନ ଉଠୁଛି । ତେବେ ନିନା ଙ୍କ ସ୍ଵାମୀ ଯିଏ କି ପୋଲିସ ଅଧିକାରୀ ସେ କହିଛନ୍ତି ତାଙ୍କ ସ୍ତ୍ରୀ ଏତେ ଟଙ୍କା କେଉଁ ଠାରୁ ଆଣିଲେ ସେ ବିଷୟରେ କିଛି ଜାଣି ନାହାନ୍ତି ।

ଯଦି ଜାଣିଥନ୍ତେ ତେବେ ହୁଏ ତ ସେ ବିଷୟରେ ଜାଣିବାକୁ ନିଶ୍ଚିନ୍ତ ଭାବେ ଚେଷ୍ଟା କରିଥାନ୍ତେ । କିନ୍ତୁ ନିନା ତାଙ୍କ ସ୍ଵାମୀ ଙ୍କୁ ଏ ବିଷୟରେ କିଛି ଅବଗତ କରାଇ ନାହାନ୍ତି ବୋଲି ତାଙ୍କ ସ୍ଵାମୀ କହିଛନ୍ତି । ରାୟଗଡା ରୁ ୬ ଲକ୍ଷ ଟଙ୍କା ଧରି ଆହାରି ଥିଲେ ନିନା ବେଉରା । ଅଧା ରାସ୍ତା ରେ ଭିଜିଲାନ୍ସ ଟିମ ନିନାଙ୍କୁ କାବୁ କରି ନେଇ ଯାଉଥିବା ୬ ଲକ୍ଷ ଟଙ୍କାର ହିସାବ ମାଗିଥିଲେ ।

ସେତେବେଳେ ନିନା ୬ ଲକ୍ଷ ଟଙ୍କାର ହିସାବ ଦେବା ବଦଳରେ କିଛି କହି ନ ଥିଲେ ନିନା ବେଉରା । ଏହା ପରେ ଭିଜିଲାନ୍ସ ର ସନ୍ଦେହ ଆହୁରୁ ବଢି ଯାଇଥିଲା । ଭିଜିଲାନ୍ସ ର ଏକ ଟିମ ନିନା ଙ୍କ ବାପ ଘର ସମେତ ତାଙ୍କ ଶାଶୁ ଘରେ ଆରମ୍ଭ କରିଛି ତଦନ୍ତ । ତେବେ ନିନା ଙ୍କ ସ୍ଵାମୀ ଜଣେ ପୋଲିସ ଅଧିକାରୀ ହୋଇଥିବା ବେଳେ ଏତେ ଟଙ୍କା ସେ କେଉଁଠି ଆଣିଲେ ଓ କୁଆଡେ ନେଇ ଯାଉଥିଲେ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଅମା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *