Odia Jokes- ସ୍ତ୍ରୀ ବାଇକ ରେ ବସିବା ପରେ ସ୍ଵାମୀର ଜଙ୍ଘ ଉପରେ ହାତ କାହିଁକି ରଖିଥାଏ ? ଜାଣିଛନ୍ତି କି ?…. ଜାଣିଲେ ହସି ହସି ଗଡିଯିବେ

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା ଅର୍ଜନ କରିବା ପାଇଁ ବହୁତ ଚିନ୍ତାରେ ରହୁଛନ୍ତି । ଯାହାଫଳରେ ସେମାନେ ନିଜ ଜୀବନକୁ ଠିକ ଭାବରେ ଏଞ୍ଜୋଏ କରିପାରୁ ନାହାନ୍ତି । ବନ୍ଧୁଗଣ ଏହି ବ୍ୟସ୍ତ ବହୁଳତାରେ ରହୁଥିବା ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଜୋକ୍ସ ନେଇ ଆସିଛୁ ।

ଯାହାକୁ ପଢି ଆପଣ ମାନେ ବହୁତ ଏଞ୍ଜଏ କରିବେ । ବନ୍ଧୁଗଣ ଏହି ଓଡିଆ ଜୋକ୍ସକୁ ପଢି ଆପଣ ନିଜ ହସକୁ ରୋକି ପାରିବେ ନାହିଁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଗୋଟେ ପୁଅ ନିଜର ଏକ୍ସ ଗାର୍ଲଫ୍ରେଣ୍ଡର ବିବାହରେ ଏମିତି ନାଗିନ ଡ୍ୟାନ୍ସ କରିଲା ଯେ, ଝିଅର ବାପାକୁ କହିବାକୁ ପଡିଲା ବର୍ତ୍ତମାନ ବିବାହ କରେଇବାକୁ ଦେବ ନା ନାଗମଣି ନେବ ?

୨. ହଲକା ହାଲକା ବର୍ଷା ହେଉଥିଲା ସେହି ସମୟରେ ସ୍ଵାମୀ ସ୍ତ୍ରୀକୁ କହିଲା…

ସ୍ଵାମୀ- କଣ ଗୋଟେ ଖାଇବାକୁ ଇଛା ହେଉଛି…

ସ୍ତ୍ରୀ-ତା ହେଲେ କଣ କହୁଛ ?

ସ୍ଵାମୀ- ଟିକେ କଣ ବନେଇ ଆଣ ।

ଏହା ପରେ ସ୍ତ୍ରୀର ମୁହଁ ଦେଖି ସ୍ଵାମୀକୁ ମନେଇବାକୁ ପଡିଲା…

୩. ସମୟ ସବୁବେଳେ ବଦଳି ଥାଏ.. କାଲିକୁ ୧ ଜିବି ଡାଟା ବହୁତ ଅଧିକ ଥିଲା ହେଲେ ବର୍ତ୍ତମାନ କମ ପଡିଯାଉଛି ।

୪. ଶାଳି ନିଜ ଭିଣେଇକୁ କହିଲା…

ଶାଳି- ଯଦି ମୁ ତୁମର ଗାଲକୁ କିସ୍ କରିବି ତା ହେଲେ ତମେ କଣ କରିବ ?

ଭିଣେଇ- ମୁ ନିର୍ମଳ ବାବାଙ୍କ ପାଖକୁ ଯିବି…

ଶାଳି- ମାନେ ?

ଭିଣେଇ- ମୁ ନିର୍ମଳ ବାବାଙ୍କ ପାଖକୁ ଯାଇ କହିବି, ମୋତେ ଦୁନିଆର ସମସ୍ତ ସୁଖ ମିଳିଗଲା ।

୫. ସ୍ତ୍ରୀ ସ୍ଵାମୀକୁ ପଚାରିଲା…

ସ୍ତ୍ରୀ- ମୁ ନଥିଲେ ତମେ କଣ କରିବ ?

ସ୍ଵାମୀ- ଯଦି ତମକୁ କିଛି ହେଇଗଲା ନା ମୁ ପାଗଳ ହେଇଯିବି ।

ସ୍ତ୍ରୀ- ଦ୍ଵିତୀୟ ବିବାହ କରିବ ନାହିଁ ତ ?

ସ୍ଵାମୀ- ପାଗଳ ଉପରେ କଣ ଭରସା… କିଛି ବି କରିଦେବ ।

୬. ବଣ୍ଟି- ଜେଲକୁ ହିନ୍ଦୀରେ ହବାଲାତ କାହିଁକି କୁହନ୍ତି ?

ପପୁ- କାରଣ ଜେଲରେ କେବଳ ହିନ୍ଦୀରେ ହବା ଅର୍ଥାତ ପବନ ଆଉ ଲାତ ଅର୍ଥାତ ଗୋଇଠା ମିଳିଥାଏ ।

୭. କଣ କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢିଥାଏ…

ମୋନୁ- ମା କୁହେ ଗାଈ କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢିଥାଏ ।

ସୋନୁ- ତୋ ମା ବୋକା ଅଛନ୍ତି, ଯଦି କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢିବ ତା ହେଲେ ବାଛୁରି ବୈଜ୍ଞାନିକ ହୋଇଯାଇଥାନ୍ତା ।

୮. ଯେତେବେଳେ ହଜିଗଲା ପପୁର ଘଣ୍ଟା

ପପୁ- ମୋର ଘଣ୍ଟା ହଜିଯାଇଛି ତୁ କେଉଁଠି ଦେଖିଛୁ କି ?

ଗପୁ- ନାହିଁ, ଚାଲୁଥିଲା ନା ବନ୍ଦ ଥିଲା ?

ପପୁ- ଚାଲୁଥିଲା ।

ଗପୁ- ତା ହେଲେ ନିଶ୍ଚୟ କେଉଁଠି ଚାଲି ପଳେଈ ଯାଇଥିବ ।

୯. ଶାଶୁ- ଭଗବାନ ତତେ ଦୁଇଟି ଆଖି ଦେଇଛନ୍ତି ତୁ ଚାଉଳରୁ ଦୁଇଟି ପଥର ବାହାର କରିପାରୁନୁ ?

ବୋହୁ- ଭଗବାନ ତୁମଙ୍କୁ ୩୨ଟି ଦାନ୍ତ ଦେଇଛନ୍ତି ତୁମେ କଣ ଦୁଇଟି ପଥରକୁ ଚୋବାଇ ପାରିବ ନାହିଁ ।

୧୦. ପପୁ- ପର୍ବ ପର୍ବାଣି କେବଳ କୁଆଁରା ଲୋକମାନେ ମନେଇ ଥାନ୍ତି, ହେଲେ ବିବାହିତ ମଣିଷ ତ କେବଳ ନିଜ ସ୍ତ୍ରୀଙ୍କୁ ମନେଇ ଥାନ୍ତି ।

୧୧. ସ୍ତ୍ରୀ ବାଇକ ରେ ବସିବା ପରେ

ସ୍ଵାମୀର ଜଙ୍ଘ ଉପରେ ହାତ କାହିଁକି ରଖିଥାଏ ?

ଜାଣିଛନ୍ତି ?

କାହିଁକି ନା ….

ସ୍ଵାମୀର ପକେଟ ରୁ ଗୁ ତଖାତ -ମ୍ଭା କୁଓ ଚୂନ ଡବା ରାସ୍ତାରେ

ଗଳି ନପଡୁ …

ପ୍ରେମ ତ ପ୍ରେମ ହୋଇଥାଏ ନା !!!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *