ଭ୍ୟାଲେଣ୍ଟାଇନ ଡେ ରେ Bollywood ଷ୍ଟାର ମାନଙ୍କ ଦାମୀ ଗିଫ୍ଟ, Amir Khan ନିଜ ପତ୍ନୀ ଙ୍କୁ ଦେଲେ ସବୁଠୁ ଅଧିକ ମହଙ୍ଗା ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭ୍ୟାଲେଣ୍ଟାଇନ ଡେ ଏକ ଏଭଳି ଦିନ ଯାହାକୁ ସମଗ୍ର ଭାରତବର୍ଷରେ ଧୁମଧାମରେ ପାଳନ କରାଯାଇଥାଏ।ବଲିଉଡ ର କଳାକାର ମାନେ ମଧ୍ୟ ଏହି ଦିନକୁ ପାଳନ କରିଥାନ୍ତି ଏବଂ ନିଜ ପାର୍ଟନର ଙ୍କୁ ବହୁତ ଦାମୀ ଗିଫ୍ଟ ଦେଇଥାନ୍ତି।ଯାହାର ଦାମ ଲକ୍ଷ ବା କୋଟି ଟଙ୍କା ହୋଇଥାଏ।ତେବେ ବନ୍ଧୁଗଣ ଆଜି ଆମେ ଏହି କଳାକାର ମାନଙ୍କ ଦାମୀ ଗିଫ୍ଟ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ, ଯାହାର ଦାମ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ନେହା କକ୍କର ଓ ରୋହନ ପ୍ରୀତ ସିଂ-

ବଲିଉଡ ସିଙ୍ଗର ‘ନେହା କକ୍କର’ ଓ ‘ରୋହନ ପ୍ରୀତ ସିଂ’ ବିବାହ ପରେ ପ୍ରଥମ ଥର ଏକାଠି ଭ୍ୟାଲେଣ୍ଟାଇନ ଡେ ସେଲିବ୍ରେଟ କରିଥିଲେ। ଏହି ଦିନ ରୋହନ ନେହା ଙ୍କୁ ଡାଇମଣ୍ଡ ଇଅରିଂଗ ଗିଫ୍ଟ କରିଥିଲେ। ଯାହାର ଦାମ ୨କୋଟି ଟଙ୍କା ଅଟେ।

୨. ବିରାଟ କୋହଲି ଓ ଅନୁଷ୍କା ଶର୍ମା-

ନୂଆ ମାତାପିତା ହୋଇଥିବା ଯୋଡ଼ି ବିରାଟ ଓ ଅନୁଷ୍କା ଙ୍କ ଭ୍ୟାଲେଣ୍ଟାଇନ ଡେ ମଧ୍ୟ ବହୁତ ଖାସ ଥିଲା। ସେ ନିଜ ଝିଅ ଭାମିକା ଙ୍କ ସହ ଏହି ଦିନ ସେଲିବ୍ରେଟ କରିଥିଲେ। ବିରାଟ ଅନୁଷ୍କା ଙ୍କୁ ଏକ ରୁବି ନେକଲେସ ଗିଫ୍ଟ କରିଥିଲେ, ଯାହାର ଦାମ ୫ କୋଟି ଟଙ୍କା ଅଟେ।

୩. ରଂବୀର ସିଂ ଓ ଦୀପିକା ପାଦୁକୋନ-

ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ଲୋକପ୍ରିୟ ଯୋଡ଼ି ମଧ୍ୟ ଭ୍ୟାଲେଣ୍ଟାଇନ ଡେ ସେଲିବ୍ରେଟ କରିଥିଲେ ଏବଂ ଏହି ଦିନ ରଂବୀର ଦୀପିକା ଙ୍କୁ ଲମ୍ବୋର୍ଘିନି ଅଭେଣ୍ଟଡୋର କାର୍ ଗିଫ୍ଟ କରିଥିଲେ। ଯାହାର ଦାମ ୫କୋଟି ଟଙ୍କା ଅଟେ।

୪. ବରୁଣ ଧାବନ ଓ ନତାଶା ଦଲାଲ-

ଏହି ନବ ବିବାହିତା ଯୋଡ଼ି ଙ୍କ ଭ୍ୟାଲେଣ୍ଟାଇନ ଡେ ମଧ୍ୟ ବହୁତ ଖାସ ଥିଲା ଏବଂ ଏହାକୁ ଅଧିକ ଖାସ ବନାଇବା ପାଇଁ ବରୁଣ ନତାଶା ଙ୍କୁ ଇଟାଲୀ ରେ ଏକ ଘର ଗିଫ୍ଟ କରିଥିଲେ।ଯାହାର ଦାମ ଥିଲା ୪୦ କୋଟି ଟଙ୍କା।

୫. ରଂବୀର କପୁର ଓ ଆଲ୍ୟା ଭଟ୍ଟ-

ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ଲୋକପ୍ରିୟ ଯୋଡ଼ି ଙ୍କ ଭ୍ୟାଲେଣ୍ଟାଇନ ଡେ ମଧ୍ୟ ଖାସ ଥିଲା। ଏହି ଦିନ ରଂବୀର ଆଲ୍ୟା ଙ୍କୁ ରେଞ୍ଜର ଅଟୋବାୟୋଗ୍ରାଫି କାର୍ ଗିଫ୍ଟ କରିଥିଲେ।ଯାହାର ଦାମ ୪କୋଟି ଟଙ୍କା ଅଟେ।

୬. ଟାଇଗର ସ୍ରଫ ଓ ଦିଶା ପଟାନୀ-

ବଲିଉଡ ଅଭିନେତା ଟାଇଗର ସ୍ରଫ ନିଜ ଗାର୍ଲଫ୍ରେଣ୍ଡ ଦିଶା ପଟାନୀ ଙ୍କୁ ଏହି ଭ୍ୟାଲେଣ୍ଟାଇନ ଡେ ରେ ଏକ ଗୋଲ୍ଡ ରିଙ୍ଗ ଗିଫ୍ଟ କରିଥିଲେ। ଯାହାର ଦାମ ୪୦ ଲକ୍ଷ ଟଙ୍କା ଅଟେ।

୭. ଆମୀର ଖାଁ ଓ କିରଣ ରାଓ-

ବଲିଉଡ ଅଭିନେତା ଏହି ଭ୍ୟାଲେଣ୍ଟାଇନ ଡେ ରେ ନିଜ ପତ୍ନୀ କିରଣ ରାଓ ଙ୍କୁ ବେଭରଲୀ-ହିଲ୍ସ ରେ ଏକ ହଲିଡେ ହୋମ୍ ଗିଫ୍ଟ କରିଥିଲେ। ଯାହାର ଦାମ୍ ୮୦ କୋଟି ଟଙ୍କା ଅଟେ।

୮. ରାଜ୍ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ-

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଙ୍କ ପତି ରାଜ୍ କୁନ୍ଦ୍ରା ତାଙ୍କୁ ସବୁବେଳେ ଦାମୀ ଗିଫ୍ଟ ଦେଇ ଆସିଛନ୍ତି ଏବଂ ଏହି ଭ୍ୟାଲେଣ୍ଟାଇନ ଡେ ରେ ରାଜ୍ ଶିଳ୍ପା ଙ୍କୁ ଭୁର୍ଜ ଖଲିଫା ର ନାଇଁଟିଂଥ ଫ୍ଲୋର ରେ ଏକ ଆପାର୍ଟମେଂଟ ଗିଫ୍ଟ କରିଛନ୍ତି। ଯାହାର ଦାମ ୫୦ କୋଟି ଟଙ୍କା ଅଟେ।

୯. ସାହରୁଖ ଖାଁ ଓ ଗୌରୀ ଖାଁ-

ବଲିଉଡ ଅଭିନେତା ସାହରୁଖ ଖାଁ ଏହି ଭ୍ୟାଲେଣ୍ଟାଇନ ଡେ ରେ ନିଜ ପତ୍ନୀ ଗୌରୀ ଖାଁ ଙ୍କୁ ଏକ ଅଡି A4 କାର୍ ଗିଫ୍ଟ କରିଛନ୍ତି। ଯାହାର ଦାମ ୪ କୋଟି ଟଙ୍କା ଅଟେ।

୧୦. ଅଜୟ ଦେବଗନ ଓ କାଜୋଲ୍-

ବଲିଉଡ ଅଭିନେତା ଅଜୟ ଦେବଗନ ଏହି ଥର ଭ୍ୟାଲେଣ୍ଟାଇନ ଡେ ରେ ନିଜ ପତ୍ନୀ କାଜୋଲ୍ ଙ୍କୁ ଏକ ଦାମୀ ନେକଲେସ ସେଟ ଗିଫ୍ଟ କରିଛନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *