ହେ ଭଗବାନ ! ମାତ୍ର 29 ବର୍ଷ ବୟସରେ ହାର୍ଟଟାକ ରେ ଏହି ଷ୍ଟାର Cricketer ଙ୍କର ହେଲା ପରଲୋକ, ସାରା ଦେଶରେ ଏବେ ଶୋକର ଲହରୀ

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ଗତ ଶୁକ୍ରବାର ରାତିରେ ଆମେ ସମସ୍ତେ ଏକ ସୁନ୍ଦର କ୍ରିକେଟ ମ୍ୟାଚ ଦେଖିଥିଲୁ । ଶୁକ୍ରବାର ରାତିରେ ଚେନାଇ ସୁପର କିଙ୍ଗ ଓ କଲିକତା ନାଇଟ ରାଇଡ଼ର୍ସ ମଧ୍ୟରେ ୨୦୨୧ ଆଇପିଏଲ ଫାଇନାଲ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ଚେନାଇ ସୁପର କିଙ୍ଗ ବିଜୟ ହୋଇଥିଲା ।

ହେଲେ ଆଜି ସକାଳେ କ୍ରିକେଟ ଦୁନିଆର ଏକ ଦୁଃଖ ଖବର ସାମ୍ନାକୁ ଆସିଛି । ଜଣେ ଚର୍ଚିତ କ୍ରିକେଟର ମାତ୍ର ୨୯ ବର୍ଷ ବୟସରେ ଏହି ଦୁନିଆ ଛାଡି ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କ୍ରିକେଟର ଜଣଙ୍କ ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ଅବି ବରୋଟ । ଦୁର୍ଭାଗ୍ୟ ବଶତଃ ବର୍ତ୍ତମାନ ଆମ ମାନଙ୍କ ମଧ୍ୟରେ ଅବି ବରୋଟ ଆଉ ନାହାନ୍ତି ।

ହା-ର୍ଟ ଆ-ଟା-କ କାରଣରୁ ତାଙ୍କର ନି-ଧ-ନ ହୋଇଥିବାର ଜଣା ପଡିଛି । ମାତ୍ର ୨୯ ବର୍ଷ ବୟସରେ ଏମିତି ହଠାତ ଅବିଙ୍କ ମୃ-ତ୍ୟୁ ହୋଇଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି ଓ ଦୁଃଖ ପ୍ରକାଶ କରିଛନ୍ତି । ବନ୍ଧୁଗଣ ଅବି ସ୍ଵରାଷ୍ଟ୍ର ତରଫରୁ ଖେଳୁଥିଲେ । ସେ ଭାରତୀୟ ଅଣ୍ଡର ୧୯ କ୍ରିକେଟ ଟିମର କ୍ଯାପଟେନ ମଧ୍ୟ ରହି ଆସିଥିଲେ । ଅବିଙ୍କ ଅ-କା-ଳ ବି-ୟୋ-ଗ-ର ଖବର ସ୍ଵରାଷ୍ଟ୍ର କ୍ରିକେଟ ଆସୋସିଏସନ କରିଛି ।

ସ୍ଵରାଷ୍ଟ୍ର କ୍ରିକେଟ ଆସୋସିଏସନ ସୂଚନା ଦେଇ କହିଛି ଯେ-‘ ମାତ୍ର ୨୯ ବର୍ଷ ବୟସରେ ହା-ର୍ଟ ଆ-ଟା-କ କାରଣରୁ ଅବି ବରୋଟଙ୍କ ନି-ଧ-ନ ହୋଇଛି’ । ଅବି ଜଣେ ଦିଗଜ ବ୍ୟାଟ୍ସ ମ୍ୟାନ ଥିଲେ ଏହି ବର୍ଷ ଶେୟଦ ମୁସ୍ତାଫ ଅଲି ଟ୍ରୋଫିରେ ସେ ନିଜର ସୁନ୍ଦର ବ୍ୟାଟିଙ୍ଗ ପଦର୍ଶନ କରି ଚର୍ଚାକୁ ଆସିଥିଲେ । ଘରୋଇ କ୍ରିକେଟରେ ଗୋଆ ବି-ରୋ-ଧ-ରେ ସେ ମାତ୍ର ୫୩ ବଲରେ ୧୨୨ ରନ୍ କରିଥିଲେ ।

ଅବିଙ୍କ ଦେ-ହା-ନ୍ତ ପରେ ସାରା ଭାରତ ବାସୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ବନ୍ଧୁଗଣ ମାତ୍ର ୨୯ ବର୍ଷ ବୟସରେ ଅବିଙ୍କ ମୃ-ତ୍ୟୁ ହୋଇଥିବାରୁ ତାଙ୍କ ଫ୍ୟାନ୍ସ ମାନେ ଏହି କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *