ଶ୍ରୀମନ୍ଦିର ପରିସରରେ ଯୁବତୀଙ୍କ ସହ ପୂଜାରୀ ଜଣକ କଲେ ଏମିତି କାଣ୍ଡ, ପୁରୀରେ ମଚିଗଲା ହଙ୍ଗାମା, ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଆ ଜାତିର ଦେବତା ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ସବୁ ଓଡ଼ିଆ ଙ୍କ ପାଇଁ ଗର୍ବ ତେବେ ଏହି ପବିତ୍ର ସ୍ଥାନ ରେ ଏପରି ଏକ ଘ-ଟ-ଣା ଘ-ଟି-ଛି ଯେ ଯାହା ଶୁଣିବା ପରେ ଆପଣ ନିଶ୍ଚିତ ଲ-ଜ୍ଜା ଅନୁଭବ କରିବେ। ତେବେ ଶ୍ରୀ ମନ୍ଦିର ପରିସର ରେ ଏପରି ଏକ ଲ-ଜ୍ଜା ଜ-ନ-କ ଘ-ଟ-ଣା ଘ-ଟି-ଛି ଯାହା ପୁରୀରେ ହ-ଇ-ଚ-ଇ ଖେଳାଇ ଦେଇଛି । ଦଧି ବାମନ ମନ୍ଦିରର ପୂଜକଙ୍କ ବି-ରୋ-ଧ-ରେ ନାବାଳିକାକୁ ଅ-ସ-ଦା-ଚ-ର-ଣ କରିଥିବା ନେଇ ସାଂ-ଘା-ତି-କ ଅ-ଭି-ଯୋ-ଗ ହୋଇଛି ।

ପକ୍ସୋ ଆକ୍ଟରେ ଅ-ଭି-ଯୁ-କ୍ତ ପୂଜକକୁ ଗି-ର-ଫ କରିଛି ପୋଲିସ । ଏହି ଘ-ଟ-ଣା-କୁ ନେଇ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ପରିସର ରେ ନାବାଳିକାଙ୍କୁ ଅ-ସ-ଦ-ଚ-ର-ଣ ପୂଜକ ଙ୍କ ନାଁ ରେ ସା-ଙ୍ଘା-ତି-କ ଅ-ଭି-ଯୋ-ଗ। ଶ୍ରୀମନ୍ଦିର ପରିସରରେ ଥିବା ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଏପରି ଏକ ଘ-ଟ-ଣା ଘ-ଟି-ଛି, ଯାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି ।

ଯେଉଁ ଧାମକୁ ଆସି କୋଟି କୋଟି ଶ୍ରଦ୍ଧାଳୁ, ଭକ୍ତି ଭାବରେ ଲୀନ ହୋଇଯାଆନ୍ତି, ସେହି ପରିସରରେ ଜଣେ ପୂଜକ, ନାବାଳିକାକୁ ଯୌ-ନ ନି-ର୍ଯା-ତ-ନା ଦେଇଥିବା ଅ-ଭି-ଯୋ-ଗ ହୋଇଛି । ଅ-ଭି-ଯୁ-କ୍ତ ପୂଜକ ଦୋ-ଷ ସ୍ୱୀ-କା-ର କରିଥିବା କହିଛନ୍ତି ସିଡବ୍ଲୁସି ସଦସ୍ୟ । ଅ-ଭି-ଯୁ-କ୍ତ ସଂଗ୍ରାମ ଦାସ । ଦଧି ବାମନ ମନ୍ଦିର ର ପୂଜକ। ଅ-ଭି-ଯୋ-ଗ ଅନୁସାରେ ଶୁକ୍ରବାର ଅପରାହ୍ନରେ ହାଇଦ୍ରାବାଦରୁ ଆସିଥିବା ଜଣେ ନାବାଳିକାଙ୍କୁ ଏକୁଟିଆ ପାଇ ଦଧିବାମନ ମନ୍ଦିରର ପୂଜକ ସଂଗ୍ରାମ ଦାଶ, ଅ-ସ-ଦା-ଚ-ର-ଣ କରିଥିଲେ ।

ସିଂହଦ୍ୱାର ଥା-ନା-ରେ ପୀ-ଡ଼ି-ତା ନାବାଳିକା ଓ ତାଙ୍କ ପରିବାର ଲୋକ ଅ-ଭି-ଯୋ-ଗ କରିବା ପରେ ଆରମ୍ଭ ହୋଇଥିଲା ତ-ନା-ଘ-ନା । ଥା-ନା-କୁ ଆଣି ପଚରାଉଚରା କରିବା ପରେ ସତ ମାନିଯାଇଥିଲା ଅ-ଭି-ଯୁ-କ୍ତ । ଜିଲ୍ଲା ଶିଶୁମଙ୍ଗଳ କମିଟି ନାବାଳିକାଙ୍କୁ କାଉନସେଲିଂ କରି ବୟାନ ରେକର୍ଡ କରିଥିବା ବେଳେ ଅ-ଭି-ଯୁ-କ୍ତ ସଂଗ୍ରାମକୁ ଗି-ର-ଫ କରି କୋ-ର୍ଟ ଚାଲାଣ କରାଯାଇଛି ।

୧୬୪ ଧାରାରେ ଅ-ଭି-ଯୁ-କ୍ତ-ର ଜମାନବନ୍ଦୀ ରେ-କ-ର୍ଡ କରାଯାଇଛି । ଏହି ଘଟଣାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅ-ସ-ଦା-ଚ-ର-ଣ ଅଭିଯୋଗ କୁ ଗୁରୁତର ସହ ନେଇଛି ପୋଲିସ। ପୁଲିସର ତନାଘନା, ଅ-ଭି-ଯୁ-କ୍ତ ବି-ରୋ-ଧ-ରେ ଲଗାଇଛି ପକ୍ସୋ ଆଇନ । ପକ୍ସୋ ଆଇନ ଧାରା ୮ରେ ୩ରୁ ୫ ବର୍ଷ ଜେ-ଲ ବ୍ୟବସ୍ଥା ରହିଛି । ଧାରା ୧୦ ରେ ସ-ମ୍ବେ-ଦ-ନ-ଶୀ-ଳ ଅଙ୍ଗକୁ ଛୁଇଁବା ଅ-ପ-ରା-ଧ-ରେ ଦ-ଣ୍ଡ-ବି-ଧା-ନ ବ୍ୟବସ୍ଥା ରହିଛି । ସିସିଟିଭି ଫୁଟେଜକୁ ଯା-ଞ୍ଚ କରୁଛି ପୁଲିସ ।

ଅ-ଭି-ଯୁ-କ୍ତ ବି-ରୋ-ଧ-ରେ କ-ଠୋ-ର କା-ର୍ଯ୍ୟା-ନୁ-ଷ୍ଠାନ ଏବଂ ଶ୍ରୀମନ୍ଦିର ପରିସରର ଶିଶୁ ସୁରକ୍ଷା ନେଇ କର୍ମଶାଳା କରିବାକୁ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ସିଡବ୍ଲୁସି । ପୀଡ଼ିତାଙ୍କ ପରିବାର ବାହାର ରାଜ୍ୟର ହୋଇଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛି ସିଡବ୍ଲୁସି । ଶ୍ରୀମନ୍ଦିର ପରିସରରେ ଅ-ସ-ଦା-ଚ-ର-ଣ ଘ-ଟ-ଣା-କୁ ନି-ନ୍ଦା କରିଛନ୍ତି ସେବାୟତ । ଘ-ଟ-ଣା-ର ଯେପରି ପୁନରାବୃତି ନ ହେବ ସେ ନେଇ ମଧ୍ୟ କ-ଡା ପଦକ୍ଷେପ ନିଆଯିବା ପାଇଁ ଦା-ବି ହେଉଛି।

Leave a Reply

Your email address will not be published. Required fields are marked *