ମହଙ୍ଗା ପଡିଲା ବାଂଲା ପ୍ଲେୟାରଙ୍କ ନାଗିନ ଡ୍ୟାନ୍ସ…ଶ୍ରୀଲଙ୍କା ଫ୍ଲାଗ ଧରି ନାଚିଲେ ଇଣ୍ଡିଆ ପ୍ଲେୟାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଦୁନିଆରେ ନାଗିନର ଭୟଙ୍କର ବଦଲା । ଜିତିଲା ଟିମ ଇଣ୍ଡିଆ ନଚିଲେ ସିଂହଳୀ ଫ୍ଯାନ । ମହଙ୍ଗା ପଡିଲା ବାଂଲାଦେଶର ପ୍ଲେୟାରଙ୍କର ନାଗିନ ଡାନ୍ସ । ହଁ ବନ୍ଧୁଗଣ ଏପରି ଏହା ଏକ ଇତିହାସ ହୋଇଥିଲା । ଯେଉଁଠି ଗୋଟିଏ ଦେଶର ଜିତ ହୋଇଥିବା ବେଳେ ଅନ୍ୟ ଦେଶର ଲୋକ ମାନେ ଏହାକୁ ସମର୍ଥ କରି ତାଙ୍କର ଗୁଣଗାନ କରୁଥାନ୍ତି । ତେବେ ଶ୍ରୀଲଙ୍କା ଓ ବାଙ୍ଗଲାଦେଶ ମଧ୍ୟରେ ମ୍ଯାଚ ଚାଲିଥିଲା ।

ଯିଏ ଜିତିବ ସେ ଭାରତ ସହିତ ମ୍ଯାଚ ଖେଳିବାର ସୁଯୋଗ ପାଇବ । ତେବେ ଉଭୟ ଦଳ ମଧ୍ୟରେ ଜୋରଡାର ଖେଳ ଚାଲିଥିଲା । କେଉଁ ସମୟରେ କେଉଁ ଦଳ ଉପରେ ଅପର ପକ୍ଷରେ ଥିବା ଦଳ ଭାରୀ ପଡିଯାଇଥାଏ  । ତାହା ଦେଖିବାକୁ ବହୁତ ରୋମାଞ୍ଚକ ଲାଗୁଥାଏ । ତେବେ ମ୍ଯାଚ ମଧ୍ୟରେ ଉଭୟ ଦଳ ମଧ୍ୟରେ ବହୁତ ଟକରା ଟକରି ମଧ୍ୟ ହେବାର ମଧ୍ୟ ଦେଖିବାକୁ ମିଳିଥିଲା । ତାପରେ ମ୍ଯାଚର ଶେଷରେ ଯେତେବେଳେ ବାଙ୍ଗଲାଦେଶ ଜିତ୍ ହାସଲ କରିଦେଲା ।

ତାପରେ ବାଙ୍ଗଲାଦେଶର ପ୍ଲେୟାର ଶ୍ରୀଲଙ୍କା ଦଳକୁ ଛୋଟ ଦେଖାଇବାକୁ ଆରମ୍ଭ କରିଦେଲେ । ଏହା ସହିତ ନାଗିନ ଡାନ୍ସ କରି ଶ୍ରୀଲଙ୍କା ଦଳକୁ ଛୁଗଲାଇବା କାମ କରିବାକୁ ମଧ୍ୟ ବାଙ୍ଗଲାଦେଶ ପଛ ଘୁଞ୍ଚା ଦେଲା ନାହିଁ । ତାପରେ ଯେତେବେଳେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଫାଇନାଲ ମ୍ଯାଚ ହେଉଥାଏ । ସିଂହଳୀ ସମର୍ଥକ ମାନେ ଭାରତ ଦେଶକୁ ସମର୍ଥନ କରିବା ସହିତ ବାଙ୍ଗଲାଦେଶ ଠାରୁ ପ୍ରତିଶୋଧ ନେବା ପାଇଁ ଖେଳ ଦେଖିବାରେ ଲାଗିଯାଇଥିଲେ ।

ତାପରେ ଉଭୟଙ୍କ ମଧ୍ୟରେ ଜୋରଦାର ଖେଳ ଚାଲୁ ରହିଥିଲା । ତାପରେ ସେହି ମ୍ଯାଚରେ ଯେତେବେଳେ ରୋହିତ ଶର୍ମା ଆଉଟ ହୋଇଯାଇଥିଲେ । ସେତେବେଳେ ବାଙ୍ଗଲା ପ୍ଲେୟର ପୁଣି ଭାରତୀୟ ଟିମକୁ ଛୋଟ ଦେଖାଇବା ପାଇଁ ତାଙ୍କ ଆଗରେ ନାଗିନ ଡାନ୍ସ କରିବାକୁ ଆରମ୍ଭ କରିଦେଇଥିଲେ । ଯାହାକି ବାଙ୍ଗଲା ଟିମର ଅଭଦ୍ରମୀରେ ବହୁତ ସୀମା ପାର କରିଦେଇଥିଲା । ତାପରେ ଖେଳରେ ଭାରତୀୟ ଟିମ୍ ଜିତିବା ପାଇଁ ପୁରା ପ୍ରଣ ଧରି ବସିଲା ।

ତାପରେ ମ୍ଯାଚର ଶେଷରେ ଭାରତୀୟ ଟିମର ହିଁ ଜିତ ହୋଇଥିଲା । ତାପରେ ସିଂହଳୀ ସମର୍ଥକ ମାନେ ଭାରତୀୟ ଟିମର ଜିତରେ ବହୁତ ଖୁସି ହୋଇଯାଇଥିଲେ ।ଏହା ସହିତ ନାଗିନ ଡାନ୍ସ କରି ବାଙ୍ଗଲାଦେଶ ଉପରେ ରାଗ ସୁଝାଇଦେଇଥିଲେ । ତାପରେ ସିଂହଳୀ ମାନଙ୍କର ଏତେ ମାତ୍ରାରେ ଭାରତକୁ ସମର୍ଥନ ହେତୁ ଟିମ ଇଣ୍ଡିଆ ଶ୍ରୀଲଙ୍କା ଦଳର ପତାକା ଧରି ପଡିଆରେ ପରିକ୍ରମା କରିବାକୁ ଲାଗିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *