ରାତି ଅଧରେ ଶ୍ରଦ୍ଧା (Priyanka Ratha) ଙ୍କ ସହ ଘଟିଲା ଏମିତି ଅଘଟଣ, Live ଆସି ସେ ନିଜେ କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜିର ଦୁନିଆ ହେଉଛି ସ୍ମାର୍ଟ ଦୁନିଆ ଏବଂ ବର୍ତ୍ତମାନ ସମସ୍ତ କାର୍ଯ୍ୟ ସୋ-ସି-ଆ-ଲ ମି-ଡ଼ି-ଆ କିମ୍ବା ନିଜ ଫୋନ ମାଧ୍ୟମରେ ହୋଇଥାଏ । ତେବେ ଏହି ସୋ-ସି-ଆ-ଲ ମି-ଡ଼ି-ଆ- ରେ ଅନେକ ଆ-ପ ରହିଛି ତେବେ ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଆ-ପ ହେଉଛି ଇଂ-ଷ୍ଟା-ଗ୍ରା-ମ । ଏହି ଆ-ପ ରେ ସାଧାରଣ ଲୋକଙ୍କୁ ଠାରୁ ଆରମ୍ଭ କରି ସେଲିବ୍ରେଟି ମାନେ ମଧ୍ୟ ଏହି ଆ-ପ କୁ ବ୍ୟବହାର କରୁଛନ୍ତି ଏବଂ ନିଜର ସୁନ୍ଦର ସୁନ୍ଦର ଫୋଟୋ ସହ ନିଜର ଅଭିନୟ କରିଥିବା ରିଲସ ଭି-ଡି-ଓ ସବୁ ପୋଷ୍ଟ କରୁଛନ୍ତି ।

ତେବେ ସେଲିବ୍ରେଟି ମାନେ ନିଜ ଫ୍ୟାନ ମାନଙ୍କ ସହ ଅଧିକ କନେକ୍ଟ ମଧ୍ୟ ହୋଇ ପାରୁଛନ୍ତି । ତେବେ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ରଥ । ତେବେ କିନ୍ତୁ ତାଙ୍କ ସହ ଘ-ଟି ଯାଇଛି ବର୍ତ୍ତମାନ ଏକ ଅ-ଘ-ଟ-ଣ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା । ତେବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ କୁଆଁରୀ ବୋହୁ ର ମୁଖ୍ୟ ଅଭିନେତ୍ରୀ ପ୍ରିୟଙ୍କା ରଥ ଯିଏ କି ବର୍ତ୍ତମାନ ଶ୍ରଦ୍ଧା ଚରିତ୍ର ରେ ଅଭିନୟ କରୁଛନ୍ତି ।

ତେବେ ସେ ମଧ୍ୟ ସୋ-ସି-ଆ-ଲ ମି-ଡ଼ି-ଆ- ରେ ବହୁତ ଆ-କ୍ଟି-ଭ ରୁହନ୍ତି କିନ୍ତୁ ବର୍ତ୍ତମାନ ସେ ନିଜର ଏକ ଲା-ଇ-ଭ ଭି-ଡି-ଓ ରେ ସେ ନିଜ ଫ୍ୟାନ ମାନଂକୁ କହିଥିଲେ କି ସେ ବ୍ୟବହାର କରୁଥିବା ଇଂଷ୍ଟାଗ୍ରାମ ଆଇ ଡ଼ି ବର୍ତ୍ତମାନ ହ୍ୟା-କ ହୋଇ ଯାଇଛି । ଯାହା ପ୍ରଥମେ ପ୍ରିୟଙ୍କା ରଥ ଅଫିସିୟାଲ ଥିଲା ବର୍ତ୍ତମାନ ପ୍ରିୟଙ୍କାରଥ ଅଫିସିୟାଲ ୧ ହୋଇ ଯାଇଛି । ତେବେ ସେଥିପାଇଁ ସେ ନିଜ ଫ୍ୟାନ ମାନଂକୁ ଅନୁରୋଧ କରିଥିଲେ କି ଯଦି ସେ ଆଇ ଡ଼ି ରୁ କୌଣସି ମେସେଜ କଲ କିମ୍ବା କିଛି ବି ଆସେ ତେବେ ଆପଣ କିଛି ବି ରେସ୍ପନ୍ସ କରିବେ ନାହିଁ ।

କାରଣ ଏ ଆଇ ଡ଼ି ଆଉ ତାଙ୍କର ହୋଇ ରହି ନାହିଁ ବର୍ତ୍ତମାନ ହ୍ୟା-କ ହୋଇ ଯାଇଛି । ଏହା ଛଡା ସେ ନିଜ ଆଇ ଡ଼ି କୁ ରିକଭର କରିବା ପାଇଁ ଚେଷ୍ଟା କରୁଛନ୍ତି କିମ୍ବା ନୂଆ ଆଇ ଡ଼ି ମଧ୍ୟ ଖୋଲି ପାରନ୍ତି ତେବେ ସେତେ ପର୍ଯ୍ୟନ୍ତ ଏ ଆଇ ଡ଼ି ରୁ କୌଣସି ମେସେଜ ର ରିପ୍ଲାଇ କରନ୍ତୁ ନାହିଁ ।  ତେବେ ସେ କହିଛନ୍ତି କି ସେ ଯେତେବେଳେ ନିଜର ନୂଆ ଆଇ ଡ଼ି କିମ୍ବା ନିଜର ଏହି ଆଇ ଡ଼ି କୁ ରିକଭର କରି ଦେବେ ତେବେ ସେ ଫୁଣି ଥରେ ଲାଇଭ ଆସି ସମସ୍ତ ଙ୍କୁ ଏହି ଖବର ଜଣାଇ ଦେବେ । ସେତେ ପର୍ଯ୍ୟନ୍ତ କୌଣସି ବି ମେସେଜ କିମ୍ବା କଲ ର ରିପ୍ଲାଇ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *