TV ର ଫେମସ ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ଭଉଣୀଙ୍କୁ ଆପଣ ମାନେ କେବେ ବି ଦେଖି ନଥିବେ, ଶ୍ରଦ୍ଧା ଆର୍ୟ୍ୟା ଙ୍କ ଭଉଣୀ ତ ଦେଖିବା ପାଇଁ ତାଙ୍କ ଠାରୁ ବି ଆହୁରି ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ ଓ ଏହା ସହିତ ଆପଣ ମାନେ ଏହି ସିରିଏଲରେ ଅଭିନୟ କରୁଥିବା ବିଭିନ୍ନ ଅଭିନେତ୍ରୀ ମାନଙ୍କୁ ମଧ୍ୟ ନିଶ୍ଚୟ ଦେଖିଥିବେ । ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସିଥାନ୍ତି । ହେଲେ କଣ ଆପଣମାନେ ଏହି ଅଭିନେତ୍ରୀ ମାନଙ୍କର ରିଅଲ ଲାଇଫ ଭଉଣୀ ମାନଙ୍କ ବିଷୟରେ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କର ରିଅଲ ଲାଇଫ ଭଉଣୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଅଭିନେତ୍ରୀ ମାନଙ୍କର ରିଅଲ ଲାଇଫ ଭଉଣୀ ମାନେ ମଧ୍ୟ ବହୁତ ସୁନ୍ଦର ନଜର ଆସନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଓ ତାଙ୍କର ରିଅଲ ଲାଇଫ ଭଉଣୀ ମାନଙ୍କ ବିଷୟରେ ।


ସମୀକ୍ଷା ଜୈସବାଲ- Zee TV ରେ ପ୍ରସାରିତ ହୋଇଥିବା ସିରିଏଲ ‘ଜିନ୍ଦେଗୀ କେ ମେହେକ’ରେ ଅଭିନୟ କରିଥିବା ସମୀକ୍ଷା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ସମୀକ୍ଷାଙ୍କର ସାନ ଭଉଣୀ ପଙ୍ଖୁଡି ଜୈସବାଲ ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଦୁଇଜଣ ଭଉଣୀ ପରସ୍ପରକୁ ବହୁତ ପ୍ରେମ ଓ ସ୍ନେହ କରନ୍ତି । ଏହି ଦୁଇଜଣ ଅଧିକାଂଶ ସମୟ ସୋସିଆଲ ମିଡିଆରେ ପରସ୍ପର ସହ ଫଟୋ ସେୟାର କରୁଥିବାର ନଜର ଆସନ୍ତି ।

ଶ୍ରଦ୍ଧା ଆରିଆ- ଶ୍ରଦ୍ଧା ଆରିଆ Zee TVର ଫେମସ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ରେ ପ୍ରୀତାର ଭୂମିକାରେ ନଜର ଆସୁଛନ୍ତି । ଦର୍ଶକ ମାନେ ତାଙ୍କର ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରୁଛନ୍ତି । ଏହି ସିରିଏଲ କରିବା ପୂର୍ବରୁ ଶ୍ରଦ୍ଧା ବହୁତ ସିରିଏଲରେ କାମ କରିସାରିଛନ୍ତି । ଶ୍ରଦ୍ଧା ଆରିଆଙ୍କ ଭଉଣୀଙ୍କ ନାମ ହେଉଛି ଦିବ୍ୟା । ଶ୍ରଦ୍ଧା ତାଙ୍କ ଭଉଣୀ ଦିବ୍ୟାଙ୍କୁ ବହୁତ ଅଧିକ ସ୍ନେହ କରନ୍ତି । ଦିବ୍ୟା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।


ଶିବାଙ୍ଗୀ ଜୋଶୀ- ‘ୟେ ରିସ୍ତା କ୍ୟା କେହେଲାତା ହେ’ ର ଫେମସ ଅଭିନେତ୍ରୀ ନିଜ ଅଭିନୟ ଓ ସୁନ୍ଦରତା ଦ୍ଵାରା ଦର୍ଶକ ମାନଙ୍କ ମନରେ ସ୍ଥାନ କରି ପାରିଛନ୍ତି । ହିନ୍ଦୀ ଟେଲିଭିଜନ ଦୁନିଆରେ ଶିବାଙ୍ଗୀଙ୍କର ବହୁତ ଅଧିକ ଲୋକପ୍ରିୟତା ରହିଛି । ହେଲେ ବହୁତ କମ ଲୋକ ଏହା ଜାଣିଛନ୍ତି ଯେ, ଶିବାଙ୍ଗୀଙ୍କର ଏକ ଭଉଣୀ ମଧ୍ୟ ଅଛି । ଶିବାଙ୍ଗୀଙ୍କର ଭଉଣୀର ନାମ ହେଉଛି ଶୀତଲ । ଶୀତଲ ମଧ୍ୟ ଶିବାଙ୍ଗୀଙ୍କ ପରି ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।

ତାନିଆ ଶର୍ମା- ହିନ୍ଦୀ ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ତାନିଆ ଶର୍ମା ନିଜ ସୁନ୍ଦରତ ଓ ଅଭିନୟ ପାଇଁ ବହୁତ ଫେମସ ଅଟନ୍ତି । ତାନିଆ ‘ଲାଲ ଇସ୍କ, ଦେବୋ କେ ଦେବ ମହାଦେବ ଓ ଉଡାନ’ ପରି ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି । ତାନିଆଙ୍କ ଭଉଣୀ କୃତିକା ଶର୍ମା ଏକ ଅଭିନେତ୍ରୀ ଅଟନ୍ତି । କୃତିକା ସିରିଏଲ ‘ଜୟ ଶ୍ରୀ କ୍ରୀଷ୍ଣା’ରେ ରାଧାର ଭୂମିକାରେ ନଜର ଆସିଛନ୍ତି । କୃତିକା ମଧ୍ୟ ନିଜ ଭଉଣୀଙ୍କ ପରି ବହୁତ ସୁନ୍ଦର ଓ ସଂସ୍କାରୀ ନଜର ଆସନ୍ତି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ଭଉଣୀ ମାନଙ୍କ ମଧ୍ୟରୁ କିଏ ସବୁଠୁ ଅଧିକ ପସନ୍ଦ ଆସିଲେ ଆମକୁ କମେନ୍ଟ କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *