ଏମାନେ ହେଉଛନ୍ତି ସାଉଥ ର 3 ଜଣ ସବୁଠୁ ଅଧିକ ମୋଟୀ Actress, ନମ୍ବର 2 ଙ୍କ ଓଜନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆଜିକାଲି ସାଉଥ ଇଣ୍ଡଷ୍ଟ୍ରିର କେତେକ ଫିଲ୍ମ ଦେଶ ବିଦେଶରେ ମଧ୍ୟ ଫେମସ ହେଉଛି । ସେହି ସମସ୍ତ ଫିଲ୍ମରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ବହୁତ ଫେମସ ହୋଇଛନ୍ତି । ବଲିଉଡ ଅଭିନେତ୍ରୀଙ୍କ ପରି ସାଉଥ ଅଭିନେତ୍ରୀ ମାନେ ମଧ୍ୟ ବହୁତ ଚର୍ଚାରେ ରହୁଛନ୍ତି । କହିବାକୁ ଗଲେ ସାଉଥ ଅଭିନେତ୍ରୀ ବଲିଉଡ ଅଭିନେତ୍ରୀଙ୍କ ଠାରୁ କିଛି କମ ନୁହନ୍ତି । ସାଉଥ ଅଭିନେତ୍ରୀ ମାନେ ସୁନ୍ଦରତା ମାମଲାରେ ବଲିଉଡ ଅଭିନେତ୍ରୀ ମାନଙ୍କୁ ପଛରେ ପକାଇ ଦେବେ ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଥର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ଓଜନଦାର ବା ସେମାନଙ୍କ ଓଜନ ବହୁତ ଅଧିକ ଅଟେ । ହେଲେ ସେମାନେ ସାଉଥ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ଅନୁସ୍କା ସେଟ୍ଟୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନେତ୍ରୀ ଅନୁସ୍କା ସେଟ୍ଟୀ । ଅନୁସ୍କା ବହୁତ ସୁନ୍ଦର ଓ ସେକ୍ସି ନଜର ଆସନ୍ତି । ସେ ସାଉଥରେ ବହୁତ ସୁପର ହିଟ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଫିଲ୍ମ ‘ବାହୁବଳି’ ରେ ଦେବସେନାର ଭୂମିକା ପଦର୍ଶନ କରି ଅନୁସ୍କା ସମଗ୍ର ବିଶ୍ଵରେ ପରିଚିତ ଅଟନ୍ତି । ‘ବାହୁବଳି’ ଫିଲ୍ମ ପୂର୍ବରୁ ମଧ୍ୟ ଅନୁସ୍କା ବହୁତ ସୁପର ହିଟ ଫିଲ୍ମ କରିଛନ୍ତି ।

ଅନୁସ୍କା ସାଉଥର ଜଣେ ମହଙ୍ଗା ଅଭିନେତ୍ରୀ । ସେ ନିଜର ପ୍ରତି ଫିଲ୍ମ ପାଇଁ ବହୁତ ଅଧିକ ଟଙ୍କା ଚାର୍ଜ କରନ୍ତି । ହେଲେ ଅନୁସ୍କା ସାଉଥର ଓଜନଦାର ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣା ଯାଇଥାନ୍ତି । କାରଣ ବର୍ତ୍ତମାନ ଅନୁସ୍କାଙ୍କର ଓଜନ ୬୧ କିଲୋ ଅଛି । ଏତେ ଓଜନ ଥାଇ ମଧ୍ୟ ଅନୁସ୍କା ନିଜକୁ ବହୁତ ଅଧିକ ମେଣ୍ଟେନ କରୁଛନ୍ତି ଓ ବହୁତ ଅଧିକ ସେକସି ନଜର ଆସୁଛନ୍ତି ।

ନମୀତା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନମୀତା । ନମୀତା ବହୁତ ସୁନ୍ଦର ଓ ସେକ୍ସି ନଜର ଆସନ୍ତି । ସେ ସାଉଥର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ସେ ‘ଜଗନ ମୋହିନୀ’ ଓ ‘ବିର୍ଲ୍ଲା’ ଆଦି ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ନମୀତାଙ୍କ ଓଜନ ହେଉଛି 66 କିଲୋ । ହେଲେ ସେ ନିଜକୁ ବହୁତ ଭଲ ଭାବରେ ମେଣ୍ଟେନ କରିଛନ୍ତି ।


ହଂସିକା ମୋଟବାନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ହଂସିକା ମୋଟବାନୀ । ହଂସିକାଙ୍କ ଲୁକ୍ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ଅଟେ । ସେ ଏକ ଶିଶୁକଳାକାର ରୂପେ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ବଲିଉଡ ଓ ସାଉଥରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି । ହଂସିକାଙ୍କର ଲୋକପ୍ରିୟତା ବହୁତ ଅଧିକ ଅଛି । ଦର୍ଶକ ମାନେ ହଂସିକାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି । ହଂସିକାଙ୍କର ଓଜନ ହେଉଛି ୬୫ କିଲୋ । ହେଲେ ସେ ନିଜକୁ ବହୁତ ଭଲ ଭାବରେ ମେଣ୍ଟେନ କରିଛନ୍ତି ଓ ବହୁତ ସେକ୍ସି ନଜର ଆସୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *