ACF Soumyaranjan ଡେଥ ମିଷ୍ଟ୍ରି: ଆସିଲା ନୂଆ ମୋଡ, ଡିପ୍ରେସନରେ ଥିଲେ, ଖାଉଥିଲେ ମେଡିସିନ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଦୀର୍ଘ ୧୮ ଦିନ ହେବ ACF “ସୌମ୍ୟ ରଞ୍ଜନ” ଙ୍କ ମୃ-ତ୍ୟୁ ମାମଲା ସମ୍ବନ୍ଧରେ ଦେଖି ଆସୁଛନ୍ତି । ମାତ୍ର ଏତେ ଦିନ ପରେ ମଧ୍ୟ ପ୍ରକୃତ ରହସ୍ୟ ଏ ପର୍ଯ୍ୟନ୍ତ ଧରା ପଡି ନାହିଁ ।

ପାରଳାଖମୁଣ୍ଡି ACF “ସୌମ୍ୟ ରଞ୍ଜନ” ଙ୍କ ବିଷୟରେ ବର୍ତ୍ତମାନ ଆସିଲା ଚାଞ୍ଚଲ୍ୟ କର ତତ୍ଵ । ସୂଚନା ଅନୁଯାୟୀ ସୌମ୍ୟ ଦୀର୍ଘ ଦିନ ଧରି ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଡିପ୍ରେସନ ରୁ ମୁକୁଳିବା ନିମନ୍ତେ ସୌମ୍ୟ ମେଡ଼ିସିନ ଖାଉଥିଲେ । ବର୍ତ୍ତମାନ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ । ପୋଲିସ କହିଛନ୍ତି ଯେ, ଅନଲାଇନ ଜରିଆରେ ମେଡ଼ିସିନ ମଗାଉଥିଲେ ସୌମ୍ୟ । ବର୍ତ୍ତମାନ ମେଡ଼ିସିନ ସିଜ କରିବା ସହିତ ସେ ଦିଗରେ ତଦନ୍ତ କରୁଛି ପୋଲିସ ।

ମାତ୍ର ଏହି ମାମଲାରେ ନୂଆ ନୂଆ ଟ୍ଵିଷ୍ଟ ଆସିବାକୁ ଲାଗିଛି । କେବେ ଚିଠି କୁ ନେଇ ତ ଆଉ କେତେବେଳେ ବିଦ୍ୟା ଭାରତୀଙ୍କ ବିବାହ କୁ ନେଇ ଚର୍ଚ୍ଚା ଚାଲିଛି । ପାରଳାଖମୁଣ୍ଡି ACF “ସୌମ୍ୟ ରଞ୍ଜନ” ଙ୍କ ମୃ-ତ୍ୟୁ କୁ ଦୀର୍ଘ ୧୮ ଦିନ ବିତିଗଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରୁ ନାହିଁ ।

ବର୍ତ୍ତମାନ ସୂଚନା ଅନୁଯାୟୀ ବିବାହ ପୂର୍ବରୁ ସୌମ୍ୟ ଡିପ୍ରେସନ ମେଡ଼ିସିନ ଖାଉଥିଲେ ନା ବିବାହ ପରେ ସେ ମେଡ଼ିସିନ ର ସେବନ ଆରମ୍ଭ କରିଦେଲେ ସେ ସମ୍ବନ୍ଧରେ ମଧ୍ୟ ତଦନ୍ତ ଜାରି ରଖିଅଛି ପୋଲିସ । ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବୈବାହିକ ଜୀବନ ସଠିକ ନଥିଲା ବୋଲି ଆପଣ ମାନେ ଜାଣିଛନ୍ତି ।

ମାତ୍ର ଗୋଟିଏ ପାର୍ଶ୍ଵରେ ସୌମ୍ୟ ଙ୍କ ପତ୍ନୀ ନିଜ ଶାଶୁ ଘର ସହିତ ଭଲ ସମ୍ପର୍କ ଥିବା କହିଥିବା ବେଳେ ଅନ୍ୟ ପାର୍ଶ୍ଵରେ ବିଦ୍ୟା ଙ୍କ ଶାଶୁଘର ଲୋକେ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଆମ ପୁଅ କୁ ମାରି ଦିଆଯାଇଅଛି ।

କିନ୍ତୁ ବର୍ତ୍ତମାନ ବରଜ୍ଯନ୍ତ ଏହାର ସତ୍ୟତା ଜଣାପଡିନାହିଁ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅଶାନ୍ତି ତଥା ନାନା ପ୍ରକାରର ବିବାଦ ମଧ୍ୟ ଗୋଟିଏ କାରଣ ହୋଇପାରେ ଯେ, ସୌମ୍ୟ ଡିପ୍ରେସନ ମେଡ଼ିସିନ ଖାଉଥିଲେ । ବିବାହ ର ବର୍ଷେ ନ ପୁରୁଣୁ ଏଭଳି ଅଘଟଣ ଘଟିଲା । ନିଶ୍ଚିତ ଭାବେ ଏହା ପଛର ରହସ୍ୟ ସମ୍ବନ୍ଧରେ ଅବଗତ ହେବା ଆବଶ୍ୟକ ତଥା ଦୋଷୀ ଙ୍କୁ ତୁରନ୍ତ ଦଣ୍ଡ ମିଳିବା ଆବଶ୍ୟକ ।

ମାତ୍ର ଆମ ଚିନ୍ତା ଧାରା ରେ କିଛି ହେବ ନାହିଁ ଆଇନ ଯେ ପର୍ଯ୍ୟନ୍ତ ସଠିକ ଭାବେ ନିଜ କାର୍ଯ୍ୟ ନ କରିଛି । ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ଏହି ସମାଜରେ ଆଉ କେତେ ଏଭଳି ଘଟଣା ମାନ ଘଟିବ  ? ବନ୍ଧୁଗଣ ଏହି ମର୍ମାହତ ଘଟଣା ମାଧ୍ୟମରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *