ମୋ ଭାଇକୁ ଯୋଜନାବଦ୍ଧ ଭାବେ ମାରି ଦିଆ ଯାଇଛି, ଜଣେ ଯଦି ସୁଇସିଆଡ଼ କରିବ କଣ ଚଡି, ଗଞ୍ଜି ପିନ୍ଧି କରିବ… ମୃତ ସୌମ୍ଯରଞ୍ଜନଙ୍କ ଭଉଣୀ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି । କିଏ କାହାକୁ ଛୋଟ ଛୋଟ କଥାରେ ମାଆରିବାକୁ ଲାଗୁଛି ତ କିଏ ସବୁ ଅସୁବିଧା ରୁ ବଞ୍ଚିବା ପାଇଁ ଆତ୍ମହତୟଆ ର ସାହାରା ନେଉଛି । ତେବେ କେଉଁଠି ସ୍ୱାମୀ ସ୍ତ୍ରୀ ଝଗଡା ଦେଖିବାକୁ ମିଳୁଛି ତ କେଉଁଠି ପ୍ରେମ ପାଇଁ ତ କେଉଁଠି ପାରିବାରିକ ଶତ୍ରୁତା । ତେବେ ବର୍ତ୍ତମାନ ଫୁଣି ଆଉ ଏକ ଆତ୍ମହତୟଆ କିମ୍ବା ମର୍ଡର କେଶ ସାମ୍ନା କୁ ଆସିଛି ।

ତେବେ ଆସନ୍ତୁ ସେ ବିଷୟରେ ଟିକେ ଆଲୋଚନା କରି ନେବା । ତେବେ ମୃତ ଯୁବକଙ୍କ ନାମ ହେଉଛି ସୌମ୍ୟ ରଞ୍ଜନ ଜେନା । ତେବେ ସେ ଏସବିଆଇ ଲାଇଫ ଇନ୍ସୁରାନ୍ସ ରେ କାମ କରୁଥିଲେ । ତେବେ ତାଙ୍କ ପ୍ରେମିକା କାଜଲ ଦୁହିଙ୍କ ଭିତରେ ଦୀର୍ଘ ଦିନ ରୁ ପ୍ରେମ ସମ୍ପର୍କ ରହିଥିଲା । ତେବେ ଦୁହେଁ ଲିଭଇନ ରେ ମଧ୍ୟ ରହୁଥୁଲେ । ତେବେ ଦୁହିଙ୍କ ବିବାହ ପାଇଁ ଘର ଲୋକଙ୍କ ସମ୍ମତି ମଧ୍ୟ ଥିଲା ।

ତେବେ ବିବାହ ପୂର୍ବରୁ କାଜଲ ଏକ ଫ୍ଲାଟ କିଣିବା ପାଇଁ ଚାହୁଁଥିଲେ ଏଥିପାଇଁ ସେ ସୌମ୍ୟ ଙ୍କୁ ୧୫-୨୦ ଲକ୍ଷ ଟଙ୍କା ଆଗୁଆ ମାଗିଥିଲେ ତେବେ ଏହା ପରେ ସୌମ୍ୟ ଏତେ ଟଙ୍କା ନାହିଁ ବାପାଙ୍କ ସହ କଥା ହେବାକୁ ମଧ୍ୟ କହିଥିଲେ ତେବେ ସୌମ୍ୟ ଙ୍କ ବାପା ଏଥିରେ ରାଜି ମଧ୍ୟ ହୋଇଥିଲେ । ତେବେ କିନ୍ତୁ ପରେ ସୌମ୍ୟ ନିଜ ବାପାଙ୍କୁ ଟଙ୍କା ଦେବା ପାଇଁ ମନା କରିଥିଲେ ।

ତେବେ ଜାନୁଆରୀ ୧୪ ତାରିଖ ରେ ସୌମ୍ୟ ଯେଉଁ ଘରେ ଭଡା ନେଇ ରହୁଥିଲେ ସେହି ସ୍ଥାନରେ ତାଙ୍କର ଶରୀର ଫ୍ୟାନ ରେ ଝୁଲୁଥିବାର ମିଳିଥିଲା । ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ ଏହା ଆତ୍ମହତୟଆ ନୁହେଁ ବରଂ ମର୍ଡର । ତେବେ ଯଦି ଜଣେ ମରିବ ତେବେ ସେ ଗଞ୍ଜି ଚଡି ପିନ୍ଧି କାହିଁ ମରିବ ଏହା ଛଡା ଆତ୍ମହତୟଆ କରିଥିଲେ ଜିଭ ବାହାରି ଥାନ୍ତା କିମ୍ବା ଆଖି ଉପରକୁ ହୋଇ ଥାନ୍ତା କିନ୍ତୁ ଏଭଳି କିଛି ହୋଇ ନାହିଁ ଏବଂ ଗୋଡ଼ ଦୁଇଟା ମଧ୍ୟ ସିଧା ରହିଛି ।

ତେଣୁ ସେ ଆତ୍ମହତୟଆ କରି ନାହିଁ ବରଂ ତାକୁ ମର୍ଡର କରାଯାଇ ପରେ ଫ୍ୟାନ ରେ ଝୁଲାଇ ଦିଆ ଯାଇଛି । ତେବେ ଏହା ପରେ ସେ କହିଛନ୍ତି ଚାରି ମାସ ହୋଇ ଗଲାଣି ପୋଲିସ କୌଣସି ତଦନ୍ତ ନ କରି ଏହାକୁ ଆତ୍ମହତୟଆ କହି ଫାଇଲ ବନ୍ଦ କରି ଦେଇଛି ଏବଂ ବର୍ତ୍ତମାନ ମଧ୍ୟ କୌଣସି କାର୍ଯ୍ୟ ଗ୍ରହଣ କରି ନାହିଁ । ତେଣୁ ପରିବାର ଲୋକ ବାଧ୍ୟ ହୋଇ ବର୍ତ୍ତମାନ ବାହାରକୁ ନ୍ୟାୟ ପାଇଁ ଆସିଛନ୍ତି । ତେବେ ବର୍ତ୍ତମାନ ଦେଖିବାର ଅଛି କି ସେ ଉଚିତ ନ୍ୟାୟ ପାଉଛନ୍ତି କିମ୍ବା ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *