ସୋରିଷ ତେଲରେ ଏହାକୁ ମିଶେଇ ଲଗାନ୍ତୁ, ମାତ୍ର ୭ ଦିନରେ ଗୋଟି ଗୋଟି କେଶ କଳା ହୋଇଯିବ- Baba Ramdev Health Tips

ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ଲୋକଙ୍କର କେଶ ଜନିତ ସମସ୍ଯା ଦେଖାଯାଉଛି । ସାଧାରଣତଃ ସେମାନଙ୍କର କେଶ ଝଡିବା, କେଶ ରୁଖା ହୋଇଯିବା ଓ କେଶ ଧଳା ହୋଇଯିବା ଆଦି ସମସ୍ଯା ଦେଖାଯାଇଥାଏ । ଏଥିପାଇଁ କେତେକ ଲୋକ ମାର୍କେଟରୁ ମିଳୁଥିବା ବିଭିନ୍ନ ତେଲ ଓ ସାମ୍ପୁର ବ୍ୟବହାର କରିଥାନ୍ତି, ହେଲେ ବନ୍ଧୁଗଣ ଏହି ସମସ୍ତ ଜିନିଷରେ କେମିକାଲ ଥାଏ ଯାହା ଆପଣଙ୍କ କେଶକୁ ଅଧିକ ଡ୍ୟାମେଜ କରିଥାଏ ।

କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ କେଶ ଝଡିବା, କେଶ ରୁଖା ହେବା ଓ କେଶ ଧଳା ହେବା ଆଦି ସମସ୍ତ ସମସ୍ଯାକୁ ଦୂର କରିପାରିବେ । ବନ୍ଧୁଗଣ ଏହି ରେମେଡିକୁ ବ୍ୟବହାର କରିଲେ ଆପଣଙ୍କ କେଶ ଜଡରୁ ମଝବୁତ ହେବା ସହିତ ସଂପୂର୍ଣ୍ଣ କଳା ଓ ସୁନ୍ଦର ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ରେମେଡି ବିଷୟରେ ।


ବନ୍ଧୁଗଣ ଆମର ଏହି ଉପାୟ ପାଇଁ ସର୍ବ ପ୍ରଥମେ ଆପଣ ଗ୍ଯାସ ଚୁଲା ଉପରେ ଏକ ପାତ୍ର ରଖନ୍ତୁ ଓ ଏଥିରେ ୧୦୦ ଗ୍ରାମ ସୋରିଷ ତେଲ ପକାନ୍ତୁ । ବନ୍ଧୁଗଣ ସୋରିଷ ତେଲ ବହୁତ ପୁରାତନ କାଳରୁ ଆମ କେଶ ଜନିତ ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ । ବନ୍ଧୁଗଣ ତେଲକୁ ଗରମ କରନ୍ତୁ ଓ ଏହାପରେ ଆପଣ ଏହି ତେଲରେ ଦୁଇ ଚାମଚ କଳା ଜୀରା ପକାଇ ଦିଅନ୍ତୁ । ବନ୍ଧୁଗଣ କଳା ଜୀରା ଆମ କେଶକୁ କଳା ଓ ଘନ କରିବା ପାଇଁ ବହୁତ ଅଧିକ ସହାୟକ ହୋଇଥାଏ ।


ଏହାପରେ ଆପଣ ଏହି ମିଶ୍ରଣରେ ଦୁଇ ଚାମଚ ମେଥିଦାନାର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ମେଥିଦାନା ଆମ କେଶକୁ ଜଡରୁ ମଝବୁତ କରିବା ସହିତ କେଶ ଜନିତ ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାପରେ ଆପଣ ଏହି ମିଶ୍ରଣକୁ ୧ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ଓ ଶେଷରେ ଏଥିରେ ଦୁଇ ଚାମଚ ମେହେନ୍ଦି ଗୁଣ୍ଡର ପ୍ରୟୋଗ କରନ୍ତୁ ।

ଯଦି ଆପଣଙ୍କ ପାଖରେ ମେହେନ୍ଦି ଗୁଣ୍ଡ ନାହିଁ ତାହାଲେ ଆପଣ ମେହେନ୍ଦି ପତ୍ରର ରସ ମଧ୍ୟ ନେଇ ପାରିବେ । ବନ୍ଧୁଗଣ ମେହେନ୍ଦି ଆମ କେଶ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ବର୍ତ୍ତମାନ ଆପଣ ଗ୍ଯାସକୁ ମିଡିଅମ କରିଦିଅନ୍ତୁ ଓ ୫ ମିନିଟ ପର୍ଯ୍ୟନ୍ତ ଏହାକୁ ଗରମ କରନ୍ତୁ । ୫ ମିନିଟ ଗରମ କରିବା ପରେ ଆପଣ ଗ୍ଯାସକୁ ବନ୍ଦ କରିଦିଅନ୍ତୁ ଓ ୧ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ବନ୍ଧୁଗଣ ୧ ଘଣ୍ଟା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଏହାକୁ ଭଲ ଭାବରେ ଛାଣି ଦିଅନ୍ତୁ । ବନ୍ଧୁଗଣ ଏହି ତେଲକୁ ଆପଣ କେବଳ ରାତିରେ ଶୋଇବା ପୂର୍ବରୁ ଲଗାଇ ଦିଅନ୍ତୁ ଓ ସଖାଳ ହେବା ପରେ ଆପଣ କୌଣସି ଆୟୁର୍ବେଦିକ ସାମ୍ପୁ ସାହାର୍ଯ୍ୟରେ କେଶକୁ ଧୋଇ ଦିଅନ୍ତୁ । ବନ୍ଧୁଗଣ ଆପଣ ଏହି ଉପାୟକୁ ସପ୍ତାହକୁ ୩ ଥର ନିଶ୍ଚୟ କରନ୍ତୁ । ଦେଖିବେ ୧ ମାସ ମଧ୍ୟରେ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *