Sonia Gandhi ଙ୍କୁ ବି ରଗଡିଲେ Sura ଭାଇ, ସେ କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଏହି ଦୁଇ ଦିନ ତଳେ ଯୁବ କଂଗ୍ରେସ ର ଅଫିସ ରେ ଏବଂ କଂଗ୍ରେସ ସଭାପତି ଙ୍କ କାର୍ଯ୍ୟଳୟ ରେ ଲୋକମାନେ ପଶି ଭ-ଙ୍ଗା-ରୁ-ଜା କରିଛନ୍ତି ଏବଂ ଅନେକ ଜିନିଷ କୁ ନଷ୍ଟ ମଧ୍ୟ କରି ଦେଇଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ବହୁତ ବଡ଼ ପ୍ରଶ୍ନ ଉଠୁଛି କି ଏହି ସବୁ କାର୍ଯ୍ୟ କରୁଛି କିଏ । ତେବେ ସେପଟେ କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତ ନିଜ ମୁହଁ ଖୋଲିଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା ।


ତେବେ ଗୋଟିଏ ଦିନରେ ଦୁଇ ଦୁଇ ଥର ରାଜ୍ୟ କଂଗ୍ରେସ ଭବନରେ ହୋଇଛି ଭଙ୍ଗାରୁଜା ।  ସକାଳେ ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । ଆଉ ସନ୍ଧ୍ୟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଭ-ଙ୍ଗା-ରୁ-ଜା ହୋଇଛି । ପିସିସି ସଭାପତି ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମଫଳକ ଭ-ଙ୍ଗା ଯାଇଛି । ଏପରିକି ଚ୍ୟାମ୍ବର ସାମ୍ନାରେ ଚେୟାର ଭ-ଙ୍ଗା ଯାଇଥିବା ଦେଖିବାକୁ ମିଳିଛି ।


କେତେକ ଯୁବକ ଅଫିସ୍‌ରେ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ମାତ୍ର କିଏ ଓ କେଉଁ ଉଦ୍ଦେଶ୍ୟରେ ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ମଧ୍ୟ ଜଣା ପଡି ନାହିଁ । ସେପଟେ କିନ୍ତୁ ବିଧାୟକ ସୁର ରାଉତରାୟ ବି-ରୋ-ଧୀ-ଙ୍କ ଉପରେ ବର୍ଷିଛନ୍ତି । ଆଉ କହିଛନ୍ତି ବିଜେପି ଓ ବିଜେଡି ଷ-ଡ-ଯ-ନ୍ତ୍ର କରି ଆମକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି । ବି-ରୋ-ଧୀ ବିଜେପି ଓ ବିଜେଡି ସମେତ କଂଗ୍ରେସର ମଧ୍ୟ ଭୂମିକା ରହିଛି ।

ଯେଉଁମାନେ ସଭାପତି ହେବା ପାଇଁ ବ୍ୟାକୁଳ ଅଛନ୍ତି । ସେମାନେ ଚାହୁଁଛନ୍ତି କଂଗ୍ରସ ବ-ଦ-ନା-ମ ହେଇଯାଉ । କେହି କାହାକୁ ସ-ହ୍ୟ କରିପାରୁ ନାହାନ୍ତି । ଏହା ସହ ସେ ସୋନିଆ ଗାନ୍ଧି ? କଣ କରୁଛନ୍ତି ? ରାହୁଲ ଗାନ୍ଧି କଣ କରୁଛନ୍ତି? ଚେଲା କୁମାର କଣ କରୁଛନ୍ତି? କଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ”

ଏହା ସହ ସେ କହିଛନ୍ତି କି ଆହୁରି କହିଛନ୍ତି- ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ । ଏହି ସମୟରେ କଂଗ୍ରେସ ବ-ଦ-ନା-ମ ହେଲେ ବିଜେଡି ଓ ବିଜେପିକୁ ଫାଇଦା ମିଳିବ । ସେମାନେ ପରସ୍ପର ଭିତରେ ଲ-ଢ଼ି-ବେ । କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ।

Leave a Reply

Your email address will not be published. Required fields are marked *