ଶୋକରେ ବଦଳି ଗଲା ଖୁସି ! ବୋଟିଂ କରୁଥିବା ସମୟରେ ହଠାତ ଉପରୁ ଖସିଲା ମୃତ୍ୟୁ, ଏମିତି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରିବ, ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କେଉଁ ବ୍ୟକ୍ତି ସହିତ କେତେବେଳେ ଅଘଟଣ ଘଟିଯାଏ ତାହା ସେ ସ୍ୱୟଂ ମଧ୍ୟ ଜାଣିପାରି ନଥାଏ । ବେଳେବେଳେ ଖୁସି ର ସମୟ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଃଖ ରେ ପାଲଟି ଯାଇଥାଏ । ବର୍ତ୍ତମାନ ସମୟରେ ଏଭଳି ଅନେକ ଦୁର୍ଘଟଣା ଜନିତ ଖବର ସାମ୍ନା କୁ ଆସିଛି । ଯାହା ସମସ୍ତଙ୍କୁ ଦୁଃଖୀ କରିବା ସହିତ ମନରେ ଭୟ ମଧ୍ୟ ଉତ୍ପନ୍ନ କରୁଛି । ଭିନ୍ନ ସ୍ଥାନରେ ଭିନ୍ନ ଦୁର୍ଘଟଣା ଦେଖିବାକୁ ମିଳୁଛି ।

କେବେ ସଡ଼କ ଦୁର୍ଘଟଣା ତ କେବେ ପାଣି ରେ ବୁଡ଼ି ଜୀବନ ଚାଲିଯିବା । କହିବାକୁ ଗଲେ ଏବେ ଏହା ସାଧାରଣ ହୋଇ ଗଲାଣି । ଲୋକଙ୍କ ସୁଖ ର ମୁହୂର୍ତ୍ତ କିଛି କ୍ଷଣ ପରେ ଶୋକ ରେ ପରିବର୍ତ୍ତନ ହୋଇ ଯାଉଛି । ତେବେ ସେହିପରି ଏକ ଦୁଃଖଦ ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି । ଯାହା ଶୁଣିଲେ ଆପଣ ବି ମର୍ମାହତ ହୋଇଯିବେ । ତେବେ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ସୂଚନାଯୋଗ୍ୟ, ବ୍ରାଜିଲ ରେ ଏକ ଭୟଙ୍କର ଦୁର୍ଘଟଣା ସାମ୍ନା କୁ ଆସିଛି । ଯାହା ବ୍ରାଜିଲ ରେ ଏକ ନଦୀ ରେ ଘଟିଛି । ସୂଚନାନୁସାରେ ବୋଟିଂ କରୁଥିବା ସମୟରେ ଘଟିଲା ଭୟଙ୍କର ଦୁର୍ଘଟଣା । ଖୁସି ଓ ଆନନ୍ଦ ର ମୁହୂର୍ତ୍ତ ଶୋକ ରେ ପାଲଟି ଗଲା । ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ କିଭଳି ଭାବରେ ଉକ୍ତ ବ୍ୟକ୍ତି ମାନେ ନଦୀ ରେ ବୋଟିଂ ର ମଜା ନେଉଛନ୍ତି ଏବଂ ଆନନ୍ଦ ଲାଭ କରୁଛନ୍ତି ।

କିନ୍ତୁ ହଠାତ ବୋଟିଂ କରୁଥିବା ସମୟରେ ଘଟିଗଲା ଏକ ଅଘଟଣ । ନଦୀ ରେ ଝରଣା ପାଖରେ ମୋଟରବୋଟ ରେ ହଠାତ ଏକ ବଡ଼ ଚଟ୍ଟାଣ ର କାନ୍ଥ ଗଳି ପଡ଼ିଲା । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଏଭଳି ଦୃଶ୍ୟ କୁ ଦେଖି ସମସ୍ତଙ୍କ ମନରେ ଭୟ ଉତ୍ପନ୍ନ ହୋଇଛି ।

କିଭଳି ଭାବରେ ଖୁସି ର କିଛି କ୍ଷଣ ପରବର୍ତ୍ତୀ ସମୟ ରେ ଶୋକ ରେ ପରିବର୍ତ୍ତନ ହୋଇ ଯାଇଛି ତାହା ଦେଖି ଲୋକମାନେ ମର୍ମାହତ ହୋଇଛନ୍ତି । ବୋଟିଂ କରୁଥିବା ବ୍ୟକ୍ତି ଙ୍କ ପାଇଁ ସମସ୍ତେ ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓ କୁ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *