ସିଂହ ମୁଁହରେ ପର୍ଯ୍ୟଟକ, ଦେଖନ୍ତୁ ଏହି ଭାଇରାଲ ଭିଡିଓ

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ଇଣ୍ଟର୍ନେଟ ଓ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ଅଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକ ମାନେ ନିଜ ମନୋରଞ୍ଜନ କରିବା ସହ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ମଧ୍ୟ ପାଲଟିଛି । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ସିଂହ ହେଉଛି ଏକ ହିଂସ୍ର ପଶୁ ଯଦି କୌଣସି ପ୍ରାଣୀ ସିଂହ ସାମ୍ନାକୁ ଆସିଯାଏ ତା ହେଲେ ସିଂହ ସେହି ପ୍ରାଣୀକୁ ଶି-କା-ର କରିଥାଏ । ଆପଣ ମାନେ ସମସ୍ତେ ଟିଭି ଓ ଚିଡିଆ ଖାନାରେ ସିଂହ ଦେଖିଥିବେ । ଏହି ଭା-ଇ-ରା-ଲ ହେଉଥିବା ଭିଡିଓଟି ମଧ୍ୟ ସିଂହ ସହ ଜଡିତ । ଭିଡିଓରେ ଜଣେ ବ୍ୟକ୍ତି ହାବୁଡରେ ପଡି ଯାଇଛନ୍ତି ସିଂହଟି ତଳେ ରହି ବ୍ୟକ୍ତିଙ୍କ ଖସିବାର ଅପେକ୍ଷା କରିଛି ।

ହେଲେ ଶୋଭାଗ୍ୟ ବଶତଃ ବ୍ୟକ୍ତି ତଳେ ନଖସି ପଥର ଉପରେ ବସି ରହିଥିଲେ । ଅନେକ ସମୟ ଧରି ବସିବା ପରେ ବ୍ୟକ୍ତିଙ୍କ ପାଖକୁ ଜଣେ ଲୋକ ଆସି ତାଙ୍କୁ ନେଇ ଯାଇଥିଲେ । ବନ୍ଧୁଗଣ ଏହି ଭଳି ଅ-ଭା-ବନୀୟ ଘ-ଟଣା ଘଟିଛି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଜୁଲଜିକାଲ ପାର୍କରେ । ଜଣେ ବ୍ୟକ୍ତି ପାର୍କରେ ବୁଲୁଥିବା ସମୟରେ ହଠାତ ଆଫ୍ରିକାନ ସିଂହର ଏନକ୍ଲୋଜର ମଧ୍ୟକୁ ପଶିଯାଇଥିଲେ ।

ତେବେ ବହୁ ସମୟ ଧରି ସିଂହଟି ତଳେ ଅପେକ୍ଷା କରି ରହିଥିଲା । ଯଦି ବ୍ୟକ୍ତି ଜଣକ ତଳେ ଖସି ଥାନ୍ତେ ତା ହେଲେ ସିଂହ ନିଶ୍ଚୟ ସେହି ବ୍ୟକ୍ତିକୁ ଶି-କା-ର କରିଥାନ୍ତା । କିନ୍ତୁ ବ୍ୟକ୍ତି ଜଣକ ତଳକୁ ଖସି ନ ଯାଇ ପଥର ଉପରେ ବସି ରହିଥିଲେ । ବହୁତ ସମୟ ଧରି ବସିବା ପରେ ବ୍ୟକ୍ତିଙ୍କ ପାଖକୁ ଅନ୍ୟ ଜଣେ ଲୋକ ଆସି ତାଙ୍କୁ ସେହି ସ୍ଥାନରୁ ନେଇ ଯାଇଥିଲେ ।

ବର୍ତ୍ତମାନ ଏହି ଘ-ଟ-ଣା-ର ଚର୍ଚା ବହୁତ ହେଉଛି ଓ ଲୋକମାନେ ଏହି ଘଟଣା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *