କଲିକତାରେ ସିନ୍ଦୁର ଖେଳିଲେ ହିରୋଇନ Jhilik Bhatajrajee, ଦେଖନ୍ତୁ Video

ଆପଣ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟଙ୍କ ବିଷୟରେ ଜାଣିଛନ୍ତି । ସେ ଓଲିଉଡର ଜଣେ ଜଣା ଶୁଣା ଅଭିନେତ୍ରୀ । କିନ୍ତୁ ତାଙ୍କର ଘର ଓଡିଶାର ନୁହେଁ ସେ ପଶ୍ଚିମବଙ୍ଗର ବାସିନ୍ଦା ଅଟନ୍ତି । କିନ୍ତୁ ଓଲିଉଡ ଦୁନିଆରେ ସେ ବହୁତ ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କହିବାକୁ ଗଲେ ଝିଲିକ ଭଟ୍ଟାଚାର୍ଜ୍ୟ ଗତ ବର୍ଷ ପ୍ରୀତି ରଞ୍ଜନ ଘଡେଇଙ୍କୁ ବିବାହ କରିଛନ୍ତି ଓ ଏହା ପର ଠାରୁ ସେ ଫିଲ୍ମି ଦୁନିଆ ଠାରୁ ଦୂରେଇ ଯାଇଛନ୍ତି ।

ଅନ୍ୟ ପଟେ କୋଭିଡ କାରଣରୁ ବି ସେ ଫିଲ୍ମ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ନଜର ଆସୁ ନ ଥିଲେ । କିନ୍ତୁ ଏହା ମଧ୍ୟରେ ସେ ସୋ-ସି-ଆ-ଲ ମି-ଡି-ଆ-ରେ ଭିଡିଓ ଓ ଫଟୋ ପୋ-ସ୍ଟ କରି ନିଜର ଫ୍ୟାନମାନଙ୍କ ସହ ଯୋଡି ହୋଇ ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଝିଲିକ ଭଟ୍ଟାଚାର୍ଜ୍ୟ କିଛି ରିୟାଲିଟି ଶୋ ରେ ନଜର ଆସୁଛନ୍ତି ।

ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଏକ୍ଟିବ ଅଛନ୍ତି । କହିଦେଉଛୁ କି ଗତକାଲି ଦଶହରା ପର୍ବ ଥିଲା । ଯାହାକୁ ପ୍ରତ୍ୟକ ଓଡିଶାବାସୀ ବହୁତ ହର୍ଷ ଉଲ୍ଲାସରେ ପାଳନ କରିଛନ୍ତି । ଏହା ମଧ୍ୟରେ ଝିଲିକ ବି ଗତକାଲି ଦଶହରା ପାଳନ କରୁ ଥିବାର ନଜର ଆସିଛନ୍ତି । ଝିଲିକଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବାରୁ ଏଥର ସେ କଲିକତାରେ ଥିବା ନିଜ ବାପଘରେ ଦଶହରା ପାଳନ କରିଛନ୍ତି ।

କହିବାକୁ ଗଲେ ବେଙ୍ଗଲିମାନେ ଦଶହରା ଦିନ ଅର୍ଥାତ ଦଶମୀ ଦିନ ମା ଦୂର୍ଗାଙ୍କୁ ସିନ୍ଦୁର ଲଗାନ୍ତି । ଯାହାକୁ ସିନ୍ଦୁର ଖେଳ କୁହାଯାଏ । ଝିଲିକ ଭଟ୍ଟାଚାର୍ଜ୍ୟ ବି ସିନ୍ଦୁର ଖେଳ ଖେଳୁଥିବାର ନଜର ଆସିଛନ୍ତି । ସେ ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଏହାର ଏକ ଭିଡିଓ ପୋସ୍ଟ କରିଛନ୍ତି । ଯେଉଁଥିରେ ସେ ମାତା ଦୂର୍ଗାଙ୍କୁ ସିନ୍ଦୁର ଲଗାଉଥିବାର ନଜର ଆସୁଛନ୍ତି ।

ଏହା ଛଡା ଝିଲିକ ନିଜର ସୋ-ସି-ଆ-ଲ ମି-ଡି-ଆ ଆ-କା-ଉଣ୍ଟ-ରେ ଆହୁରି ବହୁତ ଭିଡିଓ ପୋ-ସ୍ଟ କରିଛନ୍ତି । ଯେଉଁଥିରେ ସେ କିଛି ପୂଜା ମଣ୍ଡପରେ ବସି ନିଜର ପରିବାର ଓ ବନ୍ଧୁମାନ ବାନ୍ଧବଙ୍କ ସହ ପୂଜାର ଆନନ୍ଦ ନେଉଛନ୍ତି । ଝିଲିକ ନିଜର ଫ୍ୟାନମାନଙ୍କୁ ବେଙ୍ଗଲିରେ ପୂଜାର ହାର୍ଦିକ ହାର୍ଦିକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *