ଏସିସି ସିମେଣ୍ଟ ଫ୍ୟାକ୍ଟ୍ରି କିଣିବା ପରେ ପ୍ରଥମ ଥର ପାଇଁ ବରଗଡ ଗସ୍ତ ଆସି ସବୁ କିଛି ବୁଲି ଦେଖିଲେ ପ୍ରତିଷ୍ଠିତ ଶିଲ୍ପପତି ଗୌତମ ଆଦାନୀ…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ଶିଲ୍ପପତି ଗୌତମ ଆଡାନୀ ଙ୍କୁ ସାଧାରଣତଃ ସମସ୍ତେ ଜାଣିଥିବେ । ଗୋଟିଏ ଦିନ ଥିଲା ଯେବେ ତାଙ୍କୁ ଆର୍ଥିକ ଅବସ୍ଥାକୁ ନେଇ ନିଜ ପାଠ ପଢା ଛାଡିବାକୁ ପଡିଥିଲା । ମାତ୍ର ଆଜି ସେ ଏୟାରପୋର୍ଟ ଠାରୁ ଆରମ୍ଭ କରି ବନ୍ଦର ତଥା କୋଇଲା ଠାରୁ ଆରମ୍ଭ କରି ଘରେ ବ୍ୟବହୃତ ହେଉଥିବା ତେଲ ଠାରୁ ସେ ପଇସା କମାଉଛନ୍ତି । ଆତରା ବର୍ତ୍ତମାନ ମଧ୍ୟ ଏଭଳି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ସମ୍ବନ୍ଧରେ ବିଶେଷ କିଛି ଜାଣିଛନ୍ତି ।

ଶିଲ୍ପପତି ଗୌତମ ଆଦାନୀ ଙ୍କ ନେଟୱୋର୍ଥ ଅନ୍ୟ ଉଦ୍ୟଗୋପତି ମାନଙ୍କ ଠାରୁ ବହୁତ ଅଧିକ ଅଟେ । କାରଣ ଗୋଟିଏ ଡାଇଲୋଗ ଅଛି ଯାହାକୁ ଆଦାନୀ ସିଦ୍ଧ ସାବ୍ୟସ୍ଥ କରିଥିଲେ । ସେ କହିଥିଲେ କୌଣସି ଧନ୍ଦା ଛୋଟ ତଥା ବଡ ହୋଇ ନଥାଏ । ସମୟ ସହିତ ଆଦାନୀ ଙ୍କୁ ଯେଉଁ କାମ ମିଳିଲା ସେ ତାକୁ ସଂପୂର୍ଣ୍ଣ ମନରେ କରିଲେ । ତାଙ୍କର ଜନ୍ମ 1962 ମସିହାରେ ଅହମଦାବାଦର ଏକ ଗରିବ ପରିବାରରେ ହୋଇଥିଲା ।

ବାପା ଙ୍କର ଛୋଟ କାମ ଥିଲା ମାତ୍ର ତାହା କିଛି ଖାସ ଭାବରେ ଚାଲୁ ନଥିଲା । ଏଭଳି ପରିସ୍ଥିତି ରେ ସମୟ ସହିତ ଆର୍ଥିକ ପରିସ୍ଥିତି ଆହୁରି ବିଗିଡି ଚାଲିଗଲା ଏହା ଫଳରେ ଗୌତମ ଆଦାନୀ ଙ୍କୁ ନିଜ ପାଠ ଅଧାରୁ ହିଁ ଛାଡିବାକୁ ପଡିଲା । ଏହା ସହିତ ସେ ବଡ ଆଶାରେ ମୁମ୍ବାଇ କୁ ଅତି କମ ବୟସରେ ଚାଲି ଆସିଲେ ।

ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । ଧୀରେ ଧୀରେ ନିଜର କଠିନ ପରିଶ୍ରମ କରି ଆଜିଭଳି ଦିନରେ ଶିଲ୍ପପତି ଗୌତମ ଆଦାନୀ ନିଜର ପରିଚୟ ବିସ୍ତାର କରିବାକୁ ଲାଗିଛନ୍ତି । ବଡ ବଡ ରାଜ୍ୟ କୁ ବିଜୁଳି ସପଲାଏ ମଧ୍ୟ କରନ୍ତି । ବର୍ତ୍ତମାନ ଏସିସି ସିମେଣ୍ଟ ଫ୍ୟାକ୍ଟରୀ କିଣିବା ପରେ ପ୍ରତିଷ୍ଠିତ ଶିଳ୍ପପତି ଗୌତମ ଆଦାନୀ ଓଡିଶା ର ବରଗଡ କୁ ଆସି ପହଞ୍ଚିଛନ୍ତି ।

ହେଲିକ୍ୟାପ୍ଟର ମାଧ୍ୟମରେ ସେ ଆସି ପହଞ୍ଚିଥିଲେ । ତାଙ୍କ ସହିତ ତାଙ୍କ ଗାର୍ଡ ମଧ୍ୟ ରହିଥିଲେ । ବରଗଡ ରେ ସେ ଚାରିଆଡେ ବୁଲି ଦେଖିଥିଲେ । ଆଦାନୀ ଙ୍କୁ ଦେଖିବାକୁ ପାଇଁ ସ୍ଥାନୀୟ ବାସିନ୍ଦା ମଧ୍ୟ ଉପସ୍ଥିତ ଥିଲେ । ଖୁବ ସମୟ ମଧ୍ୟରେ ସେ ସଂପୂର୍ଣ୍ଣ ଭାରତବର୍ଷ ରେ ନିଜର ପ୍ରତିଷ୍ଠା କରିପାରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *