‘ଆମେ 92% 95% ରଖି ହାର ମାନିବୁ ..ଏମାନେ 60% ରଖି…’ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ! ଏହି ଝିଅଟି ଯାହା କହୁଛି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ଜଣେ ଯୁବତୀ ନିଜ ଅଭିଯୋଗ ନେଇ ଆସିଛନ୍ତି ।

ଯୁବତୀଙ୍କ କହିବା ଅନୁଯାଇ-‘ଆପଣ ମାନେ ମୋ ସରକାର ନୂଆ ସ୍କିମ ବିଷୟରେ ଜାଣିଥିବେ । ତାକୁ ଯଦି ମୁଁ ଡିକୋଟ କରିବି ପ୍ରଥମେ ଅଛି ଟେକ୍ନୋଲୋଜି । ମୋ ଅନୁସାରେ ଟେକ୍ନୋଲୋଜି ଫେଲ ମାରିଛି ଅଡିଓ ଯେଉଁଠି ଭାଇରାଲ ହେଲାଣି ଯେଉଁ ଜିନିଷ ଫେକ୍ ଆମେ ପ୍ରମାଣ କରିସାରିଲୁଣି ଯେ ସବୁ ଜିନିଷ ଆମର ଫେକ୍ । ଟେକ୍ନୋଲୋଜି ପ୍ରଥମେ ଫେଲ ମାରିଲା ସେକେଣ୍ଡରେ ହେଉଛି ଟିମ ୱାର୍କ ।

ତମେ କେଉଁଠି ଟିମ ୱାର୍କ କରିଛ । ଟିମରେ ଗୋଟେ କୋଡିନେସନ ଥାଏ । ଥାର୍ଡରେ ହେଉଛି ଟାଇମ । ଠିକ ଟାଇମରେ ତ ଆମକୁ ରେସଲ୍ଟ ବି ଦିଆଯାଉ ନାହିଁ ଆନ୍ସର କାର୍ଡ ଦିଆଯାଉ ନାହିଁ ଆଉ ରସ କୋର୍ଡ ବି ଦିଆଯାଉ ନାହିଁ । ଆମେ ତ ସଫର ହେଉଛୁ ନା । ମୋତେ ତ ଲାଗୁଛି ଏହି ୫D ଟା ହେଉଛି ବେକାର ମୋ ସରକାର କଣ ଆପଣ ହେଉଛନ୍ତି ବେକାର ।

ଦୁଃଖ ଲାଗୁଛି ଆମେ ନ ଖାଇ ନ ପିଇ ଆମ ବାପା ମା ଆମ ଉପରେ କେତେ ଆଶା ରଖିଛନ୍ତି ଏଥର ମୁଁ ଭାବୁଥିଲି ମୋର ହେଇଯିବ ବୋଲି । ଆମେ ୯୨%-୯୫ % ରଖି ଯଦି ହାର ମାନିବୁ ଆଉ କେଉଁ ମାନେ ଯିବେ ୬୦% ରଖିଥିବା ପିଲା ମାନେ । ତାଙ୍କର କଣ ଏତେ ଟ୍ୟାଳେନ୍ଟ ଆମ ଠାରୁ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *