ଜୋକ୍ସ ପଢିବା ଓ ଅନ୍ୟ କାହାକୁ ପଢି ହସେଇବାରୁ ଭଲ ଅନ୍ୟ କୌଣସି କାମ ହୋଇ ନଥାଏ । ମଣିଷ ନିଜ ଜୀବନରେ ବହୁତ ଦୁଃଖ ଓ ଚିନ୍ତା ଗ୍ରସ୍ତ ହେଇ ରହୁଛି । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି କିଛି ମଜାଦାର ଜୋକ୍ସ ଆଣିଛୁ ଯାହାକୁ ପଢି ଆପଣମାନେ ବହୁତ ଏଞ୍ଜୟ କରିବେ ଓ ଆପଣଙ୍କ ମନ ଖୁସି ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ମଜାଦାର ଜୋକ୍ସ ଗୁଡିକ ବିଷୟରେ ।
ଜୋକ୍ସ-୧
ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଥା ବାର୍ତ୍ତା
ସ୍ତ୍ରୀ-ତମର ଟିକେ ବି କମନସେନ୍ସ ନାହିଁ । ମୁଁ ଘଣ୍ଟାଏ ହେଲାଣି କହି ଚାଲୁଛି ଆଉ ତମେ କିଛି ନକହି ମଜା ନେଉଛ ।
ସ୍ଵାମୀ-ମୁ ମଜା ନେଉନାହିଁ । କହିବା ପାଇଁ ଚେଷ୍ଟା କରୁଛି, ହେଲେ ତମେ ମୋତେ କିଛି କହିବାକୁ ଦେଲେ ତ କହିବି ।
ଜୋକ୍ସ-୨
ପପୁ- ସାଙ୍ଗ ଝିଅ ମାନଙ୍କ କଥା ବହୁତ ଭଲ । ବିବାହ ପୂର୍ବରୁ ପାପାର ପରି ହୁଅନ୍ତି ଆଉ ବିବାହ ପରେ ଘରର ଲକ୍ଷ୍ମୀ ହୁଅନ୍ତି ।
ଗପୁ- ଆଉ ପୁଅ ମାନେ ?
ପପୁ- ପୁଅ ମାନଙ୍କର କଣ ଅଛି, ବିବାହ ପୂର୍ବରୁ ବାପା ଠାରୁ ମାଡ ଖାଆନ୍ତି ଆଉ ବିବାହ ପରେ ସ୍ତ୍ରୀ ଠାରୁ ।
ଜୋକ୍ସ-୩
ବାପା ଓ ପୁଅର କଥା ବାର୍ତ୍ତା
ବାପା- କାହିଁକି କାନ୍ଦୁଛୁ ପୁଅ ?
ପୁଅ-ଶିକ୍ଷକ ବହୁତ ମାରିଲେ ବାପା ।
ବାପା-ତୁ କିଛି ଭୁଲ କାମ କରିଥିବୁ ସେଥିପାଇଁ ମାରିଲେ ।
ପୁଅ-ନାହିଁ ବାପା ମୁ କିଛି ଭୁଲ କରି ନାହିଁ, ମୁ କେବଳ ଆରାମ ସେ ଶୋଇଥିଲି ।
ଜୋକ୍ସ-୪
ସ୍ଵାମୀ ଓ ସ୍ତ୍ରୀଙ୍କ କଥା ବାର୍ତ୍ତା
ସ୍ତ୍ରୀ- ମୋର ବାହାଘର ଯଦି କୌଣସି ଏକ ରାକ୍ଷାସ ସହ ବି ହୋଇଥାନ୍ତା ତାହାଲେ ମୁଁ ଏତେ ଦୁଃଖି ନଥାନ୍ତି, ଯେତେ ତମ ସହ ଅଛି ।
ସ୍ଵାମୀ- ଆରେ ପାଗେଳି, ରକ୍ତର ସମ୍ପର୍କରେ କେଉଁଠି ବାହାଘର ହୋଇଥାଏ… ଏହାପରେ ସ୍ଵାମୀର ବେଳା ହେଲା ଖରାପ ।
ଜୋକ୍ସ-୫
ପୁଅ ଏକ ଝିଅକୁ ନିଜ କାରରେ ବସାଇ ନେଉଥିଲା
ଝିଅ – ଆମେ କେଉଁଠି ଯାଉଛୁ ?
ପୁଅ-ଲଙ୍ଗ ଡ୍ରାଇଭରେ ଯାଉଛୁ ଆମେ ।
ଝିଅ- ଆରେ ପ୍ରଥମେ କାହିଁକି କହିଲ ନାହିଁ ?
ପୁଅ-ମୋତେ ଏବେ ଜଣା ପଡିଲା ।
ଝିଅ- କାହିଁକି ?
ପୁଅ- ବ୍ରେକ ଫେଲ ହୋଇଯାଇଛି ।
ଜୋକ୍ସ-୬
ଝିଅ- ଆକ୍ଟିଭା କାହିଁକି ନଉଛ ? କିଛି ଷ୍ଟାଇଲିସ ବାଇକ ନେଇଯାଅ ।
ପୁଅ- ବାଇକରେ ଡିକି ନଥାଏ, ତାହାଲେ ଯଦି ଆମେ ବାଇକ ନେବା ତୁ ସବୁ ଜିନିଷ ଧରିକି ବସିବୁ ।
ଝିଅ- ଆକ୍ଟିଭା ନେଇଯାଅ ମୁ ବି ଚଲେଇବି ।
ଜୋକ୍ସ-୭
ଶିକ୍ଷକ ଓ ଛାତ୍ର ମଧ୍ୟରେ କଥା ବାର୍ତ୍ତା
ଶିକ୍ଷକ- ପୁଅ ତୁମ ଘରେ ସବୁଠାରୁ ସାନ କିଏ ଅଟେ ?
ଛାତ୍ର- ମୋ ବାପା ।
ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ
ଶିକ୍ଷକ- ପୁଅ ଏମିତି କେମିତି ?
ଛାତ୍ର- କାରଣ ସେ ଏ ପର୍ଯ୍ୟନ୍ତ ମା ପାଖରେ ଶୋଉଛନ୍ତି । ‘ଶିକ୍ଷକ ବେହୋସ’
ଆମର ଯୋକ୍ଷ ଗୁଡିକ ପସନ୍ଦ ଆସିଥିଲେ ନିଶ୍ଚୟ ଗୋଟିଏ ଲାଇକ ଓ କରିବେ ଓ ଶେୟାର କରିବେ ଓ ଏମିତି ହିଁ ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ